ଆଇପିଏସ୍ ସ୍ତରରେ ଅଦଳବଦଳ, ବଦଳିଲେ ଜେଲ୍ ଡିଜି
ଭୁବନେଶ୍ୱର: ରାଜ୍ୟରେ ଆଇପିଏସ୍ ସ୍ତରରେ ହୋଇଛି ବଡ଼ ଧରଣର ଅଦଳବଦଳ। ବଦଳିଛନ୍ତି ଅନେକ ବରିଷ୍ଠ ଆଇପିଏସ୍ ଅଧିକାରୀ। ଜେଲ୍ ବିଭାଗ ଡିଜି ସୁଶାନ୍ତ ନାଥଙ୍କୁ ଗୃହ ବିଭାଗର ଓଏସ୍ଡି ଭାବେ ବଦଳି କରାଯାଇଛି। ଏସ୍ଏଫ୍ଏଲ୍ ନିର୍ଦ୍ଦେଶକ ସନ୍ତୋଷ ବାଲାଙ୍କୁ ଜେଲ୍ ବିଭାଗ…