ଗହୀରମାଥାରେ ଅଲିଭି ରିଡେଲଙ୍କ ମେଳି, ୭ ମାସ ପାଇଁ ମାଛ ଧରିବା ଉପରେ କଟକଣା

ରାଜନଗର: ଆଜିଠାରୁ ଆରମ୍ଭ ହେଉଛି କଇଁଛ ଋତୁ । ବିରଳ ଅଲିଭି ରିଡେଲ କଇଁଛଙ୍କ ଏନ୍ତୁଡିଶାଳଭାବେ ସମଗ୍ର ବିଶ୍ୱରେ ପ୍ରସିଦ୍ଧିଲାଭ କରିଥିବା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଧାମରା ମୁହାଁଣରୁ ଦେବୀ ମୁହାଁଣ ଯାଏଁ ୧୬୦ କିଲୋମିଟର ପର୍ଯ୍ୟନ୍ତ କଟକଣା କଡାକଡି…

ବଜ୍ରାଘାତରେ ଚାଲିଗଲା ମାଆ ଓ ୮ ମାସର ଶିଶୁର ଜୀବନ

କୋରାପୁଟ: ବଜ୍ରାଘାତ ଛଡ଼ାଇ ନେଲା ମାଆ ଓ ୮ ମାସର ଶିଶୁର ଜୀବନ! ଯେଉଁ କୋଳରେ ହସି ଖେଳି ବଡ଼ ହେବାର ସ୍ୱପ୍ନ ଦେଖୁଥିଲା ୮ ମାସର ଶିଶୁ, ସେହି ମାଆ ସହ ସବୁଦିନ ପାଇଁ ଚାଲିଗଲା ଆରପାରିକୁ । ଘରେ…

ରେଡକ୍ରସ ପାଣ୍ଠିରୁ ୮.୬୩ ଲକ୍ଷ ଆତ୍ମସାତ୍ ଅଭିଯୋଗ; ବନ୍ଧା ହେଲେ ବରିଷ୍ଠ ରାଜସ୍ୱ ସହାୟକ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଛତ୍ରପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପୂର୍ବରୁ ବରିଷ୍ଠ ରାଜସ୍ୱ ସହାୟକ (SRA) ଭାବେ କାର୍ଯ୍ୟରତ ସଦାଶିବ ପ୍ରଧାନଙ୍କୁ ଓଡ଼ିଶା ଭିଜିଲାନ୍ସ ରବିବାର ଦିନ ଗିରଫ କରିଛି। ତାଙ୍କ ବିରୋଧରେ ୮.୬୩ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ୍ କରିଥିବା…

‘ମୁରାସୁ’ ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି: ୧୫୦ ଭୂସ୍ଖଳନ ସ୍ପଟ୍ ଚିହ୍ନଟ, ସୁରକ୍ଷିତ ସ୍ଥାନକୁ ଯିବାକୁ ଗଞ୍ଜାମବାସୀଙ୍କୁ ପରାମର୍ଶ

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ନେଇ ବଢ଼ିଲା ଚିନ୍ତା। ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହୋଇ ‘ମୁରାସୁ’ ନାମକ ଏକ ବାତ୍ୟାରେ ପରିଣତ ହୋଇଛି।। ଆସନ୍ତାକାଲି ସୁଦ୍ଧା ଏହା ସିଭିଅର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ତେବେ…

କାରକୁ ଧକ୍କା ଦେଲା ବସ୍: ୨ ମୃତ, ଜଣେ ଗୁରୁତର

ଭୁବନେଶ୍ବର: ରାଜଧାନୀରେ ଭୟଙ୍କର ହିଟ୍ ଆଣ୍ଡ ରନ୍ । ବସ୍ ଧକ୍କାରେ ୨ ମୃତ, ଜଣେ ଗୁରୁତର । ନୟାପଲ୍ଲୀ ନିକଟରେ ଭୟଙ୍କର ଦୁର୍ଘଟଣା । ବେପରୁଆ ଗାଡ଼ି ଚାଳନା କରି କାର୍ କୁ ଶକ୍ତ ଧକ୍କା ଦେଲା ବସ୍ ।…

‘ଇଣ୍ଡି ମେଣ୍ଟ’ର ପ୍ରତୀକାତ୍ମକ ମହାଭିଯୋଗ କାର୍ଯ୍ୟକ୍ରମରେ ସିଇସିଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଦାବି କଲେ ଖଡ଼ଗେ

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଚଳାଇବାକୁ ଦାବି କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ। ଶନିବାର ନୂଆଦିଲ୍ଲୀରେ ବିରୋଧୀ ‘ଇଣ୍ଡି ମେଣ୍ଟ’ ପକ୍ଷରୁ ଆୟୋଜିତ ପ୍ରତୀକାତ୍ମକ ମହାଭିଯୋଗ କାର୍ଯ୍ୟକ୍ରମରେ ସେ ଏହି ଦାବି…

ଦିଲ୍ଲୀରେ ବୃଦ୍ଧି ପାଉଛି ବାୟୁ ପ୍ରଦୂଷଣ: ନଭେମ୍ବର ୫ରୁ ୱାର୍କ ଫ୍ରମ୍ ହୋମ୍, ନିର୍ମାଣ କାମ ବନ୍ଦ

ନୂଆଦିଲ୍ଲୀ : ଏବେ ପୁଣି ଆରମ୍ଭ ହେବ ୱାର୍କ ଫ୍ରମ୍ ହୋମ୍। ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଛି ଏବଂ ବାୟୁ ବିଷାକ୍ତ ହେବାରେ ଲାଗିଛି। ଦୀପାବଳି ପୂର୍ବରୁ ପ୍ରଦୂଷଣ ହ୍ରାସ କରିବା ପାଇଁ, ବାୟୁ ଗୁଣବତ୍ତା ପରିଚାଳନା କମିଶନ (CAQM)…

ସାଉଦି ଆରବରେ ଯୁଦ୍ଧ ଆତଙ୍କ, ନଭେମ୍ବର ୧୪ ଯାଏଁ ୩ ସହରକୁ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ସାଉଦି ଆରବରେ ଯୁଦ୍ଧ ଆତଙ୍କ । ୩ ସହରକୁ ବିମାନ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ । ସାଉଦି ଆରବରେ ଜାରି ରହିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି ନେଇଛନ୍ତି ଏୟାର ଇଣ୍ଡିଆ ଏବଂ ଏୟାର…

ହର୍ମୁଜରେ ପୁଣି ଜାହାଜ ଉପରେ ଆକ୍ରମଣ, ୨୭ ଭାରତୀୟ ନାଗରିକ ସୁରକ୍ଷିତ

ନୂଆଦିଲ୍ଲୀ: ହର୍ମୁଜ୍ ପ୍ରଣାଳୀରେ ତେଲ ଟ୍ୟାଙ୍କର୍ ଉପରେ ବୋମା ଆକ୍ରମଣ ହୋଇଛି । କିନ୍ତୁ ଏହି ଆକ୍ରମଣରେ ୨୭ ଭାରତୀୟ ନାବିକ ସୁରକ୍ଷିତ ଥିବା ଜଣାପଡିଛି । ଆମେରିକା-ଇରାନ ଯୁଦ୍ଧ ପରେ ହର୍ମୁଜ୍ ପ୍ରଣାଳୀରେ ଜାହାଜଗୁଡ଼ିକର ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା…

ଜଳିଗଲା ଜୋତା କାରଖାନା: ୪ ମୃତ, ୨ ଆହତ

ନୂଆଦିଲ୍ଲୀ: ଦିଲ୍ଲୀର ମଙ୍ଗୋଲପୁରୀ ଇଣ୍ଡଷ୍ଟ୍ରି ଅଞ୍ଚଳରେ ଥିବା ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨ଜଣ ଆହତ ହୋଇଛନ୍ତି । ଆହତମାନେ ଏବେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଣାପଡିଛି…