ଶ୍ରୀହରିକୋଟାରୁ GSLV-F18 ରକେଟ୍ ରେ NVS-03 ଉପଗ୍ରହର ସଫଳ ଉତକ୍ଷେପଣ
ଆନ୍ଧ୍ରପ୍ରଦେଶ: ମହାକାଶରେ ଇସ୍ରୋର ଆଉ ଏକ ସଫଳତା । ଆନ୍ଧ୍ରର ଶ୍ରୀହରିକୋଟାରୁ GSLV-F18 ରକେଟ୍ ରେ NVS-03 ଉପଗ୍ରହର ସଫଳ ଉତକ୍ଷେପଣ । ଭାରତର ସ୍ୱଦେଶୀ ନାଭିଗେସନ୍ ବ୍ୟବସ୍ଥା ‘ନାଭିକ୍’କୁ ମିଳିବ ଅଧିକ ସମର୍ଥନ । ମହାକାଶ କ୍ଷେତ୍ରରେ ଭାରତୀୟ ମହାକାଶ…