ଭାରତୀୟ ନୌସେନାକୁ ମିଳିବ ୮ଟି ଅତ୍ୟାଧୁନିକ ଯୁଦ୍ଧ ଜାହାଜ, ବ୍ୟୟ ହେବ ୪୦ ହଜାର କୋଟି
ନୂଆଦିଲ୍ଲୀ : ଭାରତୀୟ ନୌସେନାକୁ ମିଳିବ ୮ଟି ଅତ୍ୟାଧୁନିକ ଯୁଦ୍ଧ ଜାହାଜ । ୪୦ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ହେବ ୮ଟି ନେକ୍ସଟ୍ ଜେନେରେସନ ଷ୍ଟିଲଥ ୱାରସିପ୍ । କେନ୍ଦ୍ର କ୍ୟାବିନେଟ୍ କମିଟି ପକ୍ଷରୁ ୱାରସିପ୍ ନିର୍ମାଣ…