ପ୍ରତିବାଦ କରୁଥିବା ଛାତ୍ରଙ୍କ ସହିତ ରାଷ୍ଟ୍ରର ଶତ୍ରୁ ଭଳି ବ୍ୟବହାର କରୁଛି ମୋଦି ସରକାର: ସୋନିଆ ଗାନ୍ଧି

ନୂଆଦିଲ୍ଲୀ : ଜନ୍ତରମନ୍ତରରେ ଚାଲିଥିବା ପ୍ରତିବାଦକୁ ନେଇ ଶେଷରେ ମୁହଁ ଖୋଲିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି ସୋନିଆ ଗାନ୍ଧି । ସୋନିଆ କହିଛନ୍ତି, ଛାତ୍ରମାନେ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା…

ଗୁଜରାଟରେ ପ୍ରବଳ ବର୍ଷା ଓ ବନ୍ୟାର ତାଣ୍ଡବ, ୪ ମୃତ

ନୂଆଦିଲ୍ଲୀ: ପ୍ରବଳ ବର୍ଷା ଓ ବନ୍ୟାରେ ପ୍ରଭାବିତ ହୋଇଛି ଗୁଜରାଟ । ମହାରାଷ୍ଟ୍ର-ଗୁଜରାଟ ସୀମାରେ ଲଗାତାର ବର୍ଷା ହେବାରୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗତ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ଗୁଜରାଟର ଭଲସାଡ଼ ଜିଲ୍ଲାରେ ସବୁଠାରୁ ଅଧିକ ବର୍ଷା…

ପ୍ରଧାନମନ୍ତ୍ରୀଙ୍କ ବିପକ୍ଷରେ ଅପମାନଜନକ ପୋଷ୍ଟ କରି ବନ୍ଧା ହେଲେ ଯୁବକ

ବେଙ୍ଗାଲୁରୁ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିପକ୍ଷରେ ଅପମାନଜନକ ପୋଷ୍ଟ କରିଥିବା ବ୍ୟକ୍ତିକୁ ବେଙ୍ଗାଲୁରୁରୁ ଗିରଫ କରିଛି ପୋଲିସ । କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ପୋଲିସ ଜଣେ ରାସ୍ତାକଡ଼ ବିକାଳିକୁ ଗିରଫ କରିଛି । ବ୍ୟକ୍ତି ଜଣକ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ…

ଟାଟା ସୁମୋ ଉପରେ ଖସିଲା ପାହାଡ଼ର ବଡ଼ ଅଂଶ, ୧୩ ମୃତ

ସିମଲା: ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲା ଆଦିବାସୀ ଅଞ୍ଚଳ ପାଙ୍ଗିରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । କିଲାଡ-ଉଦୟପୁର ରାସ୍ତାରେ କଡୁ ନାଲା ନିକଟରେ ଯାଉଥିବା ଏକ ଟାଟା ସୁମୋ ଟ୍ରକ୍ ଉପରେ ପାହାଡ଼ର ଏକ ବଡ଼ ଅଂଶ ହଠାତ୍ ଖସି…

୨୬ ଦିନ ପରେ ଅନଶନ ଭାଙ୍ଗିଲେ ୱାଙ୍ଗଚୁକ, ଦେଶରେ ଶାନ୍ତି ବଜାୟ ରଖିବାକୁ ଅପିଲ୍

ନୂଆଦିଲ୍ଲୀ : ୨୬ ଦିନର ଅନଶନ ଭାଙ୍ଗିଲେ ସୋନମ ୱାଙ୍ଗଚୁକ । ଅହିଂସାର ପଥରେ ଆନ୍ଦୋଳନ ଜାରି ରଖିବାକୁ ଦେଲେ ଆହ୍ୱାନ । ୨୬ ଦିନ ଧରି ଚାଲିଥିବା ଅନିର୍ଦ୍ଦିଷ୍ଟକାଳୀନ ଅନଶନକୁ ଶେଷ କରିଛନ୍ତି ପ୍ରଖ୍ୟାତ ଶିକ୍ଷାବିତ୍ ଓ ପରିବେଶ କର୍ମୀ…

ରାଜ୍ୟ ବାହାରକୁ ଗଲେ ୨୧ ଦିନ ପୂର୍ବରୁ ଅନୁମତି ନେବେ ସରକାରୀ ବାବୁ

ଭୁବନେଶ୍ୱର:ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଯାତ୍ରା ନିୟମକୁ ନେଇ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ଏଣିକି ରାଜ୍ୟ ବାହାରକୁ କିମ୍ବା ବିଦେଶ ଗସ୍ତରେ ଯିବାକୁ ହେଲେ ଅତି କମରେ ୨୧ ଦିନ ପୂର୍ବରୁ ସକ୍ଷମ କର୍ତ୍ତୃପକ୍ଷଙ୍କ ଅନୁମତି ନେବା…

୫୫୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ମହିଳା ଏଆରଆଇ

ଭୁବନେଶ୍ବର:ଜମି ମ୍ୟୁଟେସନ୍ ପାଇଁ ଲାଞ୍ଚ ନେଉଥିବାବେଳେ ମାଡିବସିଲା କେନ୍ଦ୍ରାପଡ଼ା ଭିଜିଲାନ୍ସ । ଭିଜିଲାନ୍ସ ଜାଲରେ ଡେରାବିଶ କାଉପଡା ମହିଳା ଆର୍‌ ଆଇ (ରାଜସ୍ୱ ନିରୀକ୍ଷକ) ସାଇଦର୍ଶିନୀ ଲେଙ୍କା।ମ୍ୟୁଟେସନ୍ ପାଇଁ ସେ ୫୫୦୦ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି।…

ବାଘ ସହ ୩ ଘଣ୍ଟା ଲଢେଇ, ଯୁବକ ଗୁରୁତର

ନୀଳଗିରି: ବାଘ ସହ ୩ ଘଣ୍ଟା ଲଢେଇ କରି ମେଡିକାଲରେ ଭର୍ତ୍ତି ହେଲେ ଯୁବକ । ନିଜର ବଳଦକୁ ଖୋଜିବାକୁ ଯାଇ ବାଘ ସହ ହୋଇଥିଲେ ମୁହାଁ ମୁହିଁ । କୂଲଡିହା ଅଭୟାରଣ୍ୟରେ ମହାବଳ ବାଘୁଣୀ ଯମୁନା କରିଛି ଆକ୍ରମଣ ।…

ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସରେ ଦେଶର ଟପ୍ ଫାଇଭ ରାଜ୍ୟ ଭିତରେ ଓଡ଼ିଶା

ଭୁବନେଶ୍ୱର : ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସରେ ଓଡ଼ିଶା ଦେଶର ଶୀର୍ଷ ୫ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି । ନୀତି ଆୟୋଗଙ୍କ ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ବାହାବା ନେବା ପାଇଁ ବିବାଦ ସୃଷ୍ଟି ହୋଇଛି । ୨୦୨୩-୨୪ ବର୍ଷର…

ଗଞ୍ଜାମରେ ଦୁର୍ଦ୍ଦାନ୍ତ ଅପରାଧୀ କାଳିଆକୁ ଏନକାଉଣ୍ଟର

ଛତ୍ରପୁର : ଗଞ୍ଜାମରେ ପୁଣି ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଘନଶ୍ୟାମ ବେହେରା ଓରଫ କାଳିଆକୁ ଏନକାଉଣ୍ଟର କଲା ପୁରୁଷୋତ୍ତମପୁର ଥାନା ପୋଲିସ । କାଳିଆର ଆଣ୍ଠୁ ରେ ଗୁଳି ବାଜିଛି l ତାକୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି…