ମଣ୍ତି ଅବ୍ୟବସ୍ଥା ନେଇ ୫ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ
ଆଠଗଡ: ଚଳିତବର୍ଷ ଆଠଗଡ ଉପଖଣ୍ଡରେ ଧାନ ମଣ୍ତିରେ ବ୍ୟାପକ ଅବ୍ୟବସ୍ଥା ହୋଇଥିବା ଦେଖାଦେଇଛି। ଗତ ମାସ ୩୦ ତାରିଖରେ କଟକର ଅତିରିକ୍ତ ଜିଲ୍ଲାପାଳ ଇପସିତା ପ୍ରିୟଦର୍ଶିନୀ ମିଶ୍ର ଆଠଗଡର କେତେକ ମଣ୍ତି ପରିଦର୍ଶନ କରିଥିଲେ। ଏଡିଏମଙ୍କ ପରିଦର୍ଶନ ବେଳେ କେତେକ ମଣ୍ଡିରେ…