୩ ଦିନ ହେଲା ଗାଁ ଦାଣ୍ଡରେ ବୁଲୁଛି ଗୋଠ ଛଡ଼ା ଦନ୍ତା, ଲୋକେ ଆତଙ୍କିତ
ଢ଼େଙ୍କନାଳ: ଗାଁ ଦାଣ୍ଡରେ ବୁଲୁଛି ଦନ୍ତା । ଢେଙ୍କାନାଳ ଗଁଦିଆ ଥାନା ଷଡ଼ଙ୍ଗୀ ରେଞ୍ଜରେ ଦନ୍ତା ଆତଙ୍କ। ୩ ଦିନ ହେଲା ଆତଙ୍କ ଖେଳାଇଛି ଗୋଠ ଛଡ଼ା ହାତୀ । ହାତୀଟି କାଶିପୁର, ଲହଡା ଗାଁ ଦାଣ୍ଡରେ ହାତୀଟି ବୁଲୁଛି ।…
ଢ଼େଙ୍କନାଳ: ଗାଁ ଦାଣ୍ଡରେ ବୁଲୁଛି ଦନ୍ତା । ଢେଙ୍କାନାଳ ଗଁଦିଆ ଥାନା ଷଡ଼ଙ୍ଗୀ ରେଞ୍ଜରେ ଦନ୍ତା ଆତଙ୍କ। ୩ ଦିନ ହେଲା ଆତଙ୍କ ଖେଳାଇଛି ଗୋଠ ଛଡ଼ା ହାତୀ । ହାତୀଟି କାଶିପୁର, ଲହଡା ଗାଁ ଦାଣ୍ଡରେ ହାତୀଟି ବୁଲୁଛି ।…
ହରଭଙ୍ଗା: ନିଆଁ ଆଁରେ ଜଙ୍ଗଲ। ୫ଦିନ ହେବ ଲିଭୁନି ଜଙ୍ଗଲ ନିଆଁ । ବୌଦ୍ଧ ହରଭଙ୍ଗା ବ୍ଲକର ମାଧପୁର ଏବଂ ପୁରୁଣାକଟକ ବନାଞ୍ଚଳ ଅଧିନରେ ଥିବା ମୁଣ୍ଡେଶ୍ୱର,ପୋଢହଳ, ପାରାପିଠ, ଯାଜପୁର ସଂଗ୍ରକ୍ଷିତ ଜଙ୍ଗଲରେ ପୋଡି ହୋଇ ପାଉଁଶ ହେଉଛି ବହୁ ମୂଲ୍ୟବାନ…
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସୀମାନ୍ତ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ କପିଲାଭଟା ଗାଁରେ ଅଭାବନୀୟ ଘଟଣା । ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଆହତ ଅବସ୍ଥାରେ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ…
ନବରଙ୍ଗପୁର: ନିଜ ଝିଅକୁ ଅନ୍ୟ ଜାତିରେ ବିବାହ କରିବାକୁ ପ୍ରସ୍ତୁତ ହେଉଥିବାକୁ ନେଇ ଅଡୁଆରେ ଫସିଛନ୍ତି ନବରଙ୍ଗପୁରର ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ । ତାଙ୍କୁ ଏବଂ ତାଙ୍କ ପରିବାରକୁ ନିଜ ଜାତିରୁ ବାସନ୍ଦ କରିଛି ଅଖିଳ ଭାରତୀୟ ଭତରା ବିକାଶ…
କଲମ୍ବୋ: ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧରେ ଶ୍ରୀଲଙ୍କା ନିଜର ନିରପେକ୍ଷତା ବଜାୟ ରଖିଛି। ଶ୍ରୀଲଙ୍କା ଏହାର ବିମାନ ବନ୍ଦରରେ ଆମେରିକୀୟ ଯୁଦ୍ଧ ବିମାନଗୁଡ଼ିକୁ ଅବତରଣ ପାଇଁ ଅନୁମତି ପ୍ରଦାନ କରି ନାହିଁ। ଯୁଦ୍ଧବିମାନକୁ ଅବତରଣ ଅନୁମତି ଦେବା ଲାଗି ଆମେରିକା ପକ୍ଷରୁ…
ୱାଶିଂଟନ: ଯୁକ୍ତରାଷ୍ଟ୍ର ଆମେରିକା ଏହାର ସହଯୋଗୀ ରାଷ୍ଟ୍ର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ୭୦୦ କୋଟି ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ଅନୁମୋଦନ କରିଛି। ଏହା ପୂର୍ବରୁ ଗୁରୁବାର ପଶ୍ଚିମ ଏସିଆର ୩ଟି ରାଷ୍ଟ୍ରକୁ ଆମେରିକା ୧୬୫୦ କୋଟି ଡଲାରର…
ତେହରାନ: ଆମେରିକାର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧବିମାନ ଏଫ୍-୩୫କୁ ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) କ୍ଷେପଣାସ୍ତ୍ର ମାଡ କରିବାରେ ସଫଳ ହୋଇଛି। ଷ୍ଟେଲ୍ଥ ଅର୍ଥାତ୍ ଅଦୃଶ୍ୟ ଯୁଦ୍ଧବିମାନ ଭାବେ ପରିଚିତ ଆମେରିକାର ଏହି ଏଫ୍-୩୫ ପ୍ରଥମ ଥର ପାଇଁ ସାମରିକ…
ନୂଆଦିଲ୍ଲୀ: ଭାରତୀୟ ଆୟକର ବିଭାଗ ପକ୍ଷରୁ ମାର୍ଚ୍ଚ ୨୦୨୬ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନୂତନ ବିଜ୍ଞପ୍ତି ଏବଂ ନିୟମ ଜାରି କରାଯାଇଛି। ଆର୍ଥିକ ବର୍ଷ ଶେଷ ହେବାକୁ ଯାଉଥିବାରୁ ଆଧାର-ପାନ ଲିଙ୍କ୍ କରିବାର ଶେଷ ସୁଯୋଗ ଦିଆଯାଇଛି। ସରକାରଙ୍କ ନୂତନ ବିଜ୍ଞପ୍ତି…
ନୂଆଦିଲ୍ଲୀ : ଆମେରିକା ଓ ଇସ୍ରାଏଲ ଇରାନର ନତାଞ୍ଜ ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିଛନ୍ତି । ଆଜି ଏହି ଦୁଇଟି ଦେଶ ଇରାନର ନତାଞ୍ଜ ପରମାଣୁ କେନ୍ଦ୍ର ଉପରେ ଏୟାରଷ୍ଟ୍ରାଇକ୍ କରିଛନ୍ତି । ଏହି ଆକ୍ରମଣରେ ଏପର୍ଯ୍ୟନ୍ତ କୌଣସି ପ୍ରକାର…
ସିଓଲ : ଦକ୍ଷିଣ କୋରିଆ ଡେଜେଓନ୍ ସହରର ଏକ କାର୍ ପାର୍ଟସ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ଏଥିରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୯ ଜଣ ଆହତ ହୋଇଛନ୍ତି । ତେବେ ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା…