Elephant 1

ଢ଼େଙ୍କନାଳ: ଗାଁ ଦାଣ୍ଡରେ ବୁଲୁଛି ଦନ୍ତା । ଢେଙ୍କାନାଳ ଗଁଦିଆ ଥାନା ଷଡ଼ଙ୍ଗୀ ରେଞ୍ଜରେ ଦନ୍ତା ଆତଙ୍କ। ୩ ଦିନ ହେଲା ଆତଙ୍କ ଖେଳାଇଛି ଗୋଠ ଛଡ଼ା ହାତୀ । ହାତୀଟି କାଶିପୁର, ଲହଡା ଗାଁ ଦାଣ୍ଡରେ ହାତୀଟି ବୁଲୁଛି ।  ଦିନବେଲା ଦନ୍ତାକୁ ଦେଖି ଗାଁଲୋକେ ଭୟଭୀତ ହୋଇପଡିଥିଲେ । ଛୋଟ ପିଲାଠାରୁ ଆରମ୍ଭ କରି ଯୁବକ ଓ ବଡ ଲୋକମାନେ ମଧ୍ୟ ହାତୀ ପଛରେ ଯାଇ ଫଟୋ ଉଠାଉଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ହାତୀର ଗତିବିଧି ଉପରେ ନଜର ରଖିଛି ବନବିଭାଗ ।

ସୂଚନାଯୋଗ୍ୟ, ମୟୂରଭଂଜ ରାଇକିଆରେ ପୁଣି ହାତୀ ଉପଦ୍ରବ। ଦୁଇଜଣ ବୃଦ୍ଧଙ୍କୁ ଦଳି ମାରିଦେଲା ଦନ୍ତା ହାତୀ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ପେଟାପାଙ୍ଗା ଡ୍ରାମ୍ବା ଜଙ୍ଗଲରେ ଏହି ଅଘଟଣ ଘଟିଥିଲା । ଦୁଇ ବୃଦ୍ଧ ଜଙ୍ଗଲରୁ ଘରକୁ ଫେରୁଥିବା ବେଳେ ହାତୀ ଦଳି ମାରିଥିଲା। ମୃତକମାନେ ହେଲେ ଡ୍ରାମ୍ବା ଗ୍ରାମ ବୋଲି ଜଣାପଡିଥିଲା ।

Share