୬୬ ଲକ୍ଷ ଟଙ୍କାର ହେରଫେର ଅଭିଯୋଗରେ ବରିଷ୍ଠ କିରାଣୀଙ୍କ ସମେତ ଦୁଇ ସହଯୋଗୀ ଗିରଫ

କଟକ : ଢେଙ୍କାନାଳ ଡିଏଫ୍ ଓ କାର୍ଯ୍ୟାଳୟରେ ଦୀର୍ଘ ୧୦ ବର୍ଷ ଧରି ଚାଲିଥିବା ଆର୍ଥିକ ଅନିୟମିତତାର ପର୍ଦ୍ଦାଫାସ । ପ୍ରାୟ ୬୬ ଲକ୍ଷ ଟଙ୍କାର ହେରଫେର ଅଭିଯୋଗରେ ବରିଷ୍ଠ କିରାଣୀ ଏବଂ ତାଙ୍କର ଦୁଇ ସହଯୋଗୀ ଗିରଫ । ଡିଏଫ୍…

କଟକଣା ସତ୍ତ୍ୱେ ଟ୍ରାଫିକ୍ ଜାମ୍ ରେ ବେହାଲ ଭୁବନେଶ୍ୱର, ରାସ୍ତାରେ ଘଣ୍ଟା ଘଣ୍ଟା ଫସୁଛନ୍ତି ଲୋକେ

ଭୁବନେଶ୍ୱର : ଦୁର୍ଗାପୂଜା ଭିଡ଼ରେ ଅଣନିଃଶ୍ୱାସୀ ରାଜଧାନୀ। ରାସ୍ତାରେ ଘଣ୍ଟା ଘଣ୍ଟା ଫସୁଛନ୍ତି ଲୋକେ। ପୂଜାମଣ୍ଡପରୁ ପ୍ରମୁଖ ଛକ ପର୍ଯ୍ୟନ୍ତ ଅସମ୍ଭାଳ ଭିଡ଼, ଗାଡ଼ିର ଲମ୍ବା ଧାଡ଼ିରେ ଜାମ୍ ଭୁବନେଶ୍ୱର। ଟ୍ରାଫିକ୍ କଟକଣା ସତ୍ତ୍ୱେ ଯାତାୟାତରେ ନାକେଦମ୍ ସାଧାରଣ ଲୋକ। ଚାରିଆଡ଼େ…

ପୂଜା କମିଟିଗୁଡିକୁ କମିଶନରେଟ୍ ପୋଲିସର ଚେତାବନୀ, ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଟ୍ବିନ ସିଟିରେ ପୂଜା କମିଟିଗୁଡିକୁ କମିଶନରେଟ୍ ପୋଲିସର ଶକ୍ତ ଚେତାବନୀ। ଗାଇଡ୍ ଲାଇନ୍ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ। ପୋଲିସର କାମ ସୁରକ୍ଷା ପ୍ରଦାନ, ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ। କିନ୍ତୁ ପୂଜା ଆୟୋଜନରେ ପୂଜା କମିଟିଗୁଡିକ ସମ୍ପୂର୍ଣ୍ଣ…

ନୂଆ ରାଜ୍ୟପାଳଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ରାଜ୍ୟପାଳଙ୍କୁ ମୋହନ ମାଝୀଙ୍କ ଶୁଭେଚ୍ଛା । ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜମୋହନ ରାମଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକ ଭବନର ଅଭିଷେକ ହଲରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଯୋଗଦେଇ ନୂଆ ରାଜ୍ୟପାଳଙ୍କୁ…

ଗାଧୋଇବା ବେଳେ ବ୍ରାହ୍ମଣୀ ନଦୀରେ ବୁଡି ଛାତ୍ର ନିଖୋଜ

ଯାଜପୁର: ଗାଧୋଇବାକୁ ଯାଇ ବ୍ରାହ୍ମଣୀ ନଦୀରେ ବୁଡି ଛାତ୍ର ନିଖୋଜ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଗୋପାଳପୁର ଗାଁରେ ଅଘଟଣ । ନିଖୋଜ ଛାତ୍ର ଗୁରୁ ଚରଣ ବେହେରାଙ୍କ ପୁଅ ହରିହର ବେହେରା । ସେ ଯୁକ୍ତ ୨ ପ୍ରଥମ…

ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ବ୍ରଜମୋହନ ରାମ

ଭୁବନେଶ୍ୱର: ଶପଥ ନେଲେ ନୂଆ ରାଜ୍ୟପାଳ । ଭୁବନେଶ୍ୱର ଲୋକଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ବ୍ରଜମୋହନ ରାମଙ୍କୁ ଶପଥ ପାଠ କରାଇଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି ହରୀଶ ଟଣ୍ଡନ । ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ,…

ନାକଟିଦେଉଳ ରେଞ୍ଜର ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାର ମୃତ୍ୟୁ

ରେଢ଼ାଖୋଲ: ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ନାକଟିଦେଉଳ ରେଞ୍ଜର ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାହାତୀର ମୃତ୍ୟୁ । ୮ ଦିନ ଧରି ଯନ୍ତ୍ରଣାରେ ଘୁରି ବୁଲୁଥିବା ବେଳେ ଆଜି ମୃତ୍ୟୁ ହୋଇଛି । ମୃତ ଦନ୍ତାର ଆଗ ବାମ ଗୋଡ଼ରେ ଗୁଳି ବାଜିଥିଲା ।…

କେନାଲ ନିକଟରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

କଟକ: ନାବାଳିକାଙ୍କୁ ହତ୍ୟା ଅଭିଯୋଗ, ପୁରୁଷ ବନ୍ଧୁ ଅଟକ । କଟକ ନିକଟ ପ୍ରତାପ ନଗରୀ କେନାଲ ନିକଟରୁ ନିଖୋଜ ନାବାଳିକା ଉଦ୍ଧାର । ମୃତଦେହ ଠାବ କରିଛି ସଦର ଥାନା ପୋଲିସ । ସଦର ଥାନାରେ ମିସିଂ ରିପୋର୍ଟ କରିଥିଲେ…

ଅଭିଜିତ ଦୀପକେଙ୍କୁ ସର୍ତ୍ତମୂଳକ ଜାମିନ

ନୂଆଦିଲ୍ଲୀ : CJP ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଜାମିନ୍ ମଞ୍ଜୁର କଲେ ଦିଲ୍ଲୀ SEM କୋର୍ଟ । CJP ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଜାମିନ୍ ମିଳିଛି। ଦିଲ୍ଲୀର ସ୍ପେଶାଲ୍ ଏକ୍ ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ (SEM) କୋର୍ଟ ତାଙ୍କ ଜାମିନ୍ ମଞ୍ଜୁର କରିଛନ୍ତି।…

ରିସର୍ଟରେ ଭୟଙ୍କର ଅଗ୍ନିକାଣ୍ଡ: ୧୦ ମୃତ, ୯ ଆହତ

ବାଂଲାଦେଶ : ବାଂଲାଦେଶର କକ୍ସ ବଜାର ଜିଲ୍ଲାରେ ଏକ ସିସାଇଡ ରିସାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୯ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆଜି ଭୋର ସମୟରେ…