ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କୁ ଗୁଳିମାଡ଼

ମୁମ୍ବାଇ: ମୁମ୍ବାଇରେ ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ଉପରେ ଆକ୍ରମଣ ହୋଇଛି। ମୁମ୍ବାଇର ଜୁହୁରେ ଅଭିନେତାଙ୍କୁ ଗୁଳି କରାଯାଇଥିଲା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଟାଇଗରଙ୍କ ଉପରେ ହୋଇଥିବା ଏହି ମରଣାନ୍ତକ ଆକ୍ରମଣ ଖବର ସମଗ୍ର ସିନେ ଜଗତରେ ଭୟର…

ଆସନସୋଲ୍ ପାୱାର ପ୍ଲାଣ୍ଟରେ ନିର୍ମାଣାଧୀନ ଚିମିନି ଭୁଶୁଡ଼ି ୪ ମୃତ

କୋଲକତା : ପଶ୍ଚିମବଙ୍ଗର ଆସନସୋଲରେ ଏକ ପାୱାର ପ୍ଲାଣ୍ଟର ନିର୍ମାଣାଧୀନ ଚିମିନିର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଛି । ସହରର ଜାମୁଡ଼ିଆ ଅଞ୍ଚଳରେ ଥିବା ଶ୍ୟାମ୍ ଏସ୍ଇଏଲ୍ ଆଣ୍ଡ ପାୱାର ଲିମିଟେଡରେ ଏହି ଦୁର୍ଘଟଣା ଘଟିଛି…

ଫ୍ରାନ୍ସରେ ମୁଦ୍ରାସ୍ଫୀତି ବୃଦ୍ଧିକୁ ନେଇ ହିଂସାକାଣ୍ଡ, ବ୍ୟାପକ ଲୁଟପାଟ୍, ୧୨୦୦ରୁ ଅଧିକ ଗିରଫ

ନୂଆଦିଲ୍ଲୀ : ଫ୍ରାନ୍ସରେ ମୁଦ୍ରାସ୍ଫୀତି ବୃଦ୍ଧି ଏବଂ ଶିକ୍ଷା ବ୍ୟବସ୍ଥାରେ ଅବ୍ୟବସ୍ଥାକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ବିକ୍ଷୋଭ ଏବେ ବିସ୍ଫୋରକ ରୂପ ନେଇଛି । ରାଜଧାନୀ ପ୍ୟାରିସ୍ ସମେତ ସାରା ଦେଶର ପ୍ରମୁଖ ସହରଗୁଡ଼ିକରେ ବ୍ୟାପକ ହିଂସାକାଣ୍ଡ, ପୋଡ଼ାଜଳା ଏବଂ…

ଦାଣ୍ଡିଆ କାର୍ଯ୍ୟକ୍ରମ ବେଳେ ଭୁଶୁଡିଲା ତୋରଣ: ଜଣେ ମୃତ, ୧୪ ଆହତ

ତେଲଙ୍ଗାନା: ହାଇଦ୍ରାବାଦ ସ୍ଥିତ ନାଦେରଗୁଲର ଏକ ଇଞ୍ଜିନିୟରିଂ କଲେଜରେ ଦାଣ୍ଡିଆ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଅଘଟଣ । ଏକ ତୋରଣ ଭୁଶୁଡ଼ି ପଡ଼ିବାରୁ ଜଣେ ପ୍ରଥମ ବର୍ଷର ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି ।…

ଗ୍ୱାଲିଅର ଶୀତଳା ମାତା ମନ୍ଦିର ନିକଟରେ ଭକ୍ତଙ୍କ ଉପରେ ଚଢ଼ିଗଲା ଟ୍ରକ୍, ୧୩ ମୃତ ଓ ୨୦ରୁ ଅଧିକ ଆହତ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ଗ୍ୱାଲିଅର ଶୀତଳା ମାତା ମନ୍ଦିର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭକ୍ତଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ୧୩ ମୃତ ଓ ୨୦ରୁ ଅଧିକ ଆହତ। ​ପୋଲିସ ବ୍ୟାରିକେଡ୍ ଭାଙ୍ଗି ମନ୍ଦିର କାନ୍ଥରେ ପିଟିହୋଇ ଓଲଟିଲା ଧାନ…

ଚୋରବାଗାନ ପୂଜା ପେଣ୍ଡାଲରେ ଦଳାଚକଟା: ୧୯ ମୃତ, ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା, ମିଳିବ ସରକାରୀ ଚାକିରି

କୋଲକାତା: କୋଲକାତା ଦୁର୍ଗାପୂଜାରେ ଅଘଟଣ। ଦଳାଚକଟା ସ୍ଥିତି ଯୋଗୁ ୧୯ ଜଣଙ୍କ ମୃତ୍ୟୁ ହୋଇଛି । ଚୋରାବାଗାନ୍ ଦୁର୍ଗାପୂଜା ମଣ୍ଡପରେ ପ୍ରବଳ ଭିଡ଼ ଓ ପେଣ୍ଡାଲ ଭୁଶୁଡ଼ି ଦଳାଚକଟା ସ୍ଥିତି ଉପୁଜିଛି । ମଣ୍ଡପ ବୁଲିବାକୁ ଆସିଥିବା ବହୁ ଶ୍ରଦ୍ଧାଳୁମାନେ ପେଣ୍ଡାଲ…

ବଳିଆପଣ୍ଡା ଥାନା ପରିସରରେ କରେଣ୍ଟ ଲାଗି ଦୁଇ ଯୁବକ ମୃତ

ପୁରୀ: ବଳିଆପଣ୍ଡା ଥାନା ଭିତରେ ଅଭାବନୀୟ ଘଟଣା ଘଟିଛି । ଥାନା ଭିତରେ କେବୁଲ କାମ କରୁଥିବା ବେଳେ କରେଣ୍ଟ ଲାଗି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇ ଯୁବକ ରାମମନ୍ଦିର ଜାଲି ସାହିର ସୁବ୍ରତ ସାହୁ ଓ…

ରାସ୍ତାକଡ଼ରୁ କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର

ବେଲଗୁଣ୍ଠା: ଗଞ୍ଜାମ ଜିଲ୍ଲାରେ ଜଣେ ପୁଲିସ କନେଷ୍ଟବଳଙ୍କ କ୍ଷତବିକ୍ଷତ ମୃତଦେହ ରାସ୍ତାକଡ଼ରୁ ଉଦ୍ଧାର ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ହେଲେ ବେଲଗୁଣ୍ଠା ଥାନାରେ କାର୍ଯ୍ୟରତ କନେଷ୍ଟବଳ ରମା ଶଙ୍କର ସ୍ୱାଇଁ। ତାଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ବୋଲି ସନ୍ଦେହ କରାଯାଉଥିଲେ…

ବାଲିଯାତ୍ରା ପଡ଼ିଆ ନିକଟରୁ ନାବାଳକର ମୃତଦେହ ଉଦ୍ଧାର

କଟକ: କଟକ ବାଲିଯାତ୍ରା ପଡ଼ିଆ ନିକଟ ମହାନଦୀ କୂଳରୁ ରବିବାର ଜଣେ ୧୫ ବର୍ଷୀୟ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି। ନାବାଳକର ଶରୀରରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବାର ଅନେକ ଚିହ୍ନ ରହିଛି। ଦୁର୍ଗା ପୂଜା ଉତ୍ସବ ଚାଲିଥିବା ସମୟରେ ଏଭଳି…

ଜନନୀ ଯନ୍ତ୍ରଣା: ୪ କି.ମି.ଖଟିଆରେ ବୁହାହେଲେ ମା’ ଓ ନବଜାତକ

ଢେଙ୍କାନାଳ: ପୁଣି ସାମ୍ନାକୁ ଆସିଛି ଜନନୀ ଯନ୍ତ୍ରଣାର ଚିତ୍ର । ରାସ୍ତା ନଥିବାରୁ ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଜଣେ ପ୍ରସୂତି ମହିଳା ଓ ତାଙ୍କ ସଦ୍ୟଜାତ ଶିଶୁକୁ ତାଙ୍କ ପରିବାର ଲୋକେ ଖଟିଆରେ ବୋହି ଦୀର୍ଘ ୪ କିଲୋମିଟର ନେଇଛନ୍ତି…