ହଲଦ୍ୱାନୀରେ ୪ ମୃତ, ୨୫୦ ଆହତ; କର୍ଫ୍ୟୁ ଜାରି, ଇଣ୍ଟରନେଟ୍ ସେବା ଠପ୍
ଏକ ବେଆଇନ୍ ମଦ୍ରାସା ଭାଙ୍ଗିବାକୁ ନେଇ ଗତକାଲିଠୁ ଉତ୍ତରାଖଣ୍ଡର ହଲଦ୍ୱାନୀରେ ଅଣାୟତ୍ତ ହୋଇଛି ଆଇନଶୃଙ୍ଖଳା ପରିସ୍ଥିତି। ଏହି ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ୨୫୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ସ୍ଥିତି ଅଣାୟତ୍ତ ହେବାରୁ ହଲଦ୍ୱାନୀ ସହର ପୁଲିସ୍…
