ଯେମିତି ମୁଁ ଜଣେ ଆତଙ୍କବାଦୀ, ସେମିତି ମୋ ପଛରେ କେନ୍ଦ୍ରୀୟ ଏଜେନ୍ସିଙ୍କୁ ବ୍ୟବହାର କରାଯାଉଛି: କେଜ୍ରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି କେନ୍ଦ୍ର ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି | ଆଜି କେଜ୍ରିୱାଲ ତାଙ୍କ ସରକାରର ସଫଳତା ବାବଦରେ କହିବା ସହ କେନ୍ଦ୍ରୀୟ ଏଜେନ୍ସିଙ୍କୁ କିଭଳି ଅପବ୍ୟବହାର କରାଯାଉଛି ସେନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଥିଲେ…
