ମହାପ୍ରଭୁଙ୍କୁ କ୍ଷମା ମାଗିଲେ ଦୈତାରୀ ପଣ୍ଡା

ପୁରୀ: ଆଜି ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କ୍ଷମା ମାଗିଛନ୍ତି ଯାତ୍ରା ଜଗତର ଭିଲେନ୍ ଦୈତାରୀ ପଣ୍ଡା । ନିକଟ ଅତିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଗତର ନାଥ ଜଗନ୍ନାଥଙ୍କ ସହ ତୁଳନା କରି ବିବାଦରେ ଥିଲେ ଦୈତାରୀ ପଣ୍ଡା ।…

ଶିକ୍ଷକ ନିଯୁକ୍ତି ଦୁର୍ନୀତି: ଜେଲରେ ଥିବା ମନ୍ତ୍ରୀଙ୍କ ସହଯୋଗୀଙ୍କୁ ସମନ ଜାରି କଲା ତଦନ୍ତକାରୀ ଏଜେନ୍‌ସି

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚିତ ତୃଣମୂଳ କଂଗ୍ରେସ କାଉନସିଲର୍‌ ବାପ୍ପାଦିତ୍ୟ ଦାସଗୁପ୍ତାଙ୍କୁ ରାଜ୍ୟ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନ ଜାରି କରିଛି। କେନ୍ଦ୍ରୀୟ ତଦନ୍ତ ଏଜେନସି…

ବିଧାନସଭାରେ ବାଚସ୍ପତିଙ୍କ ମାଇକ୍‌ ଭାଙ୍ଗିଲେ ବିରୋଧୀ

ଭୁବନେଶ୍ବର: ଓଡ଼ିଶା ବିଧାନସଭାର ବଜେଟ୍‌ ଅଧିବେଶନର ତୃତୀୟ ଦିନରେ ବୁଧବାର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ରାତି ପାହିଲେ ଅର୍ଥାତ ଆସନ୍ତାକାଲି (ଗୁରୁବାର) ଗୃହରେ ଅନ୍ତରୀଣ ବଜେଟ୍‌ ଆଗତ ହେବାକୁ ଥିବା ବେଳେ ଆଜି ଅପରାହ୍ନରେ ବିରୋଧୀ ଦଳର ବିଧାୟକମାନେ ହୋହାଲ୍ଲା…

ଏସ୍‌ସି/ଏସଟି ସଂରକ୍ଷଣ ବ୍ୟବସ୍ଥା ବିରୋଧରେ ଥିଲେ ନେହରୁ

ସଂରକ୍ଷଣ ବ୍ୟବସ୍ଥାକୁ ନେଇ ବିରୋଧୀ କଂଗ୍ରେସ ବାରମ୍ବାର କ୍ଷମତାସୀନ ବିଜେପିକୁ ଟାର୍ଗେଟ କରି ଚାଲିଛି। କିନ୍ତୁ ଆଜି ରାଜ୍ୟସଭାରେ ଏହାକୁ କାଉଣ୍ଟର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ କୁଆଡ଼େ ଏସ୍‌ସି/ଏସଟି ସଂରକ୍ଷଣ ବିରୋଧରେ…

୫୦ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ମୂଲ୍ୟର ବ୍ରାଉନସୁଗାର ଜବତ, ୨ ଗିରଫ

ପୁରୀ: ପୁରୀରେ ବ୍ରାଉନସୁଗାର କାରବାର ବେଳେ ପୋଲିସର ଚଢାଉ । ଆଜି ସମୁଦ୍ରକୂଳ ଥାନା ପୋଲିସ ୫୨୦ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଗୁରୁଜଂଘର ଦେବାଶିଷ…

ଆଗାମୀ ନିର୍ବାଚନରେ କଂଗ୍ରେସ ୪୦ ସିଟ୍‌ ପାଇବା ବି ସନ୍ଦେହ: ପ୍ରଧାନମନ୍ତ୍ରୀ ମୋଦି

‘କଂଗ୍ରେସର ଚିନ୍ତନ ଶକ୍ତି ଆଉଟ୍‌ ଡେଟେଡ୍ ହୋଇଗଲାଣି। ଆଗାମୀ ନିର୍ବାଚନରେ କଂଗ୍ରେସ ୪୦ ସିଟ୍‌ ପାଇବା ବି ସନ୍ଦେହ। ଦେଶରେ ମୋଦି ୩.୦ ଶାସନ ଆରମ୍ଭ ହେବ।' ଆଜି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ପ୍ରସ୍ତାବ ଆଗତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ରାଜଧାନୀରେ ରେଲୱେ କର୍ମଚାରୀଙ୍କ ଘରୁ ଲୁଟି ନେଲେ ସୁନା ଅଳଙ୍କାର

ଭୁବନେଶ୍ୱର : ରାଜଧାନୀରେ ମାତିଲେ ଲୁଟେରା । ରେଲୱେ କର୍ମଚାରୀଙ୍କ ଘରୁ ଲୁଟି ନେଲେ ସୁନା ଅଳଙ୍କାର। ମଞ୍ଚେଶ୍ବର ଥାନା ଭୋଟପଡା ଗାଁର ପୂର୍ଣ୍ଣାନନ୍ଦ ଭୋଇଙ୍କ ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ଘରେ କେହି ନଥିବାର ସୁଯୋଗ ନେଇ କବାଟ ତାଲା…

ପାକିସ୍ତାନ ପ୍ରାର୍ଥୀଙ୍କ ନିର୍ବାଚନ କାର୍ଯ୍ୟାଳୟ ନିକଟରେ ବିସ୍ଫୋରଣ, ୨୨ ମୃତ

ନୂଆଦିଲ୍ଲୀ: ପାକିସ୍ତାନର ଦକ୍ଷିଣ-ପଶ୍ଚିମ ପ୍ରଦେଶ ବେଲୁଚିସ୍ତାନରେ ନିର୍ବାଚନ ଲଢ଼ୁଥିବା ଜଣେ ପ୍ରାର୍ଥୀଙ୍କ କାର୍ଯ୍ୟାଳୟ ନିକଟରେ ଦୁଇଟି ବିସ୍ଫୋରଣ ଘଟି ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁବାର ହେବାକୁ ଥିବା ନିର୍ବାଚନ ପୂର୍ବରୁ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଯାଇଛି। ଅର୍ଥନୈତିକ ସଙ୍କଟ ଏବଂ…

ବେଡ ଅଭାବରୁ ଫ୍ୟାମିଲି ପ୍ଲାନିଂ ଅପରେସନ୍ ପରେ ଚଟାଣରେ ଶୋଇଲେ ମହିଳା

କେନ୍ଦ୍ରାପଡା: ମେଡିକାଲରେ ବେଡ ଅଭାବରୁ ଚଟାଣରେ ଶୋଇବାକୁ ବାଧ୍ୟ ହେଲେ ମହିଳା ମାନେ । ଫ୍ୟାମିଲି ପ୍ଲାନିଂ ଅପରେସନ୍ ପରେ ମହିଳା ମାନେ ବେଡ ନପାଇ ଶେଷରେ ମେଡିକାଲ ଚଟାଣରେ ଶୋଇରହିଲେ । ଏଭଳି କରୁଣ ଦୃଶ୍ୟ ସାମ୍ନାକୁ ଆସିଛି କେନ୍ଦ୍ରାପଡା…

ହେମନ୍ତ ସୋରେନ୍‌ଙ୍କୁ ଭେଟିବାକୁ ଜେଲ୍‌ରେ ପହଞ୍ଚିଲେ ପତ୍ନୀ; ପାଳିଲେ ବିବାହ ବାର୍ଷିକ

ଝାରଖଣ୍ଡ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିବା ପରେ ସେ ଜେଲ୍‌ରେ ଥିବା କଥା ଆପଣ ଜାଣନ୍ତି। ହେଲେ ବୁଧବାର ଦିନ ସେ ଜେଲ ଭିତରେ ଥାଇ ମଧ୍ୟ ନିଜର ବିବାହ ବାର୍ଷିକ ପାଳନ…