ଇଣ୍ଡିଆ ମେଣ୍ଟରେ ମହାରାଷ୍ଟ୍ର ପାଇଁ ଆସନ ଭାଗବଣ୍ଟାକୁ ନେଇ ଛିଡି଼ଲା ଅଙ୍କ

ମୁମ୍ବାଇ: ଲୋକସଭା ନିର୍ବାଚନ ପାଇଁ ବିଜେପି ବିରୋଧରେ ଏକଜୁଟ ହୋଇଥିବା ବିରୋଧୀ ଦଳ ‘ଇଣ୍ଡିଆ’ ସମ୍ମୁଖରେ ଆସନ ଭାଗବଣ୍ଟା ଏବେ ପ୍ରମୁଖ ସମସ୍ୟା ପାଲଟିଛି | ତେବେ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ମହାରାଷ୍ଟ୍ରରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ…

ମୁଁ ଚାହିଁବି ଏଣିକି ମନ୍ତ୍ରୀ ଓ ଅଧିକାରୀ ନିଜ ଇଚ୍ଛାରେ ସରକାରୀ ସ୍କୁଲରେ ପିଲାଙ୍କ ନାମ ‌‌ଲେଖାନ୍ତୁ:ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀର ପଶ୍ଚିମ ବିହାର ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଶିକ୍ଷାମନ୍ତ୍ରୀ ଆତିଶି ଏକ ସରକାରୀ ସ୍କୁଲର ନୂଆ କୋଠା ଉଦଘାଟନ କରିଛନ୍ତି । ନୂଆ କୋଠା ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଜାଣି ଖୁସି…

ବର୍ଷକ ଭିତରେ ଥରେ ବି ଭେଟିବାର ସୁଯୋଗ ଦେଲେନି ରାହୁଲ, ମୋଦୀ ୪ ଦିନରେ ହିଁ ଡକାଇଲେ: ପ୍ରମୋଦ କୃଷ୍ଣମ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏବେ ଅଡୁଆରେ ପକାଇବାରେ ଲାଗିଛନ୍ତି ନେତା ପ୍ରମୋଦ କୃଷ୍ଣମ | ବାସ୍ତବରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ଖାସ କୁହାଯାଉଥିବା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ମଧ୍ୟ ଦଳ ଛାଡିପାରନ୍ତି ବୋଲି ଚର୍ଚ୍ଚା…

ଜାରି ହେଲା ସିବିଏସଇ ୧୦ମ ଓ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆଡମିଟ୍ କାର୍ଡ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ବାରା ପରିଚାଳିତ ୧୦ମ ଓ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ପ୍ରବେଶ ପତ୍ର ବା ଆଡମିଟ୍ କାର୍ଡ ଜାରି କରାଯାଇଛି । ଏସବୁ ଆଡମିଟ୍…

ରାଜଧାନୀ ରେଲଓ୍ୱେ ଷ୍ଟେସନରୁ ଲସ୍କର ଆତଙ୍କୀ ଗିରଫ

ନୂଆଦିଲ୍ଲୀ : ରାଜଧାନୀ ରେଲଓ୍ୱେ ଷ୍ଟେସନରୁ ଧରାପଡିଲା ଲସ୍କର ଆତଙ୍କୀ। ଦିଲ୍ଲୀ ପୁଲିସକୁ ମିଳିଛି ବଡ଼ ସଫଳତା। ଜମ୍ମୁ-କଶ୍ମୀର କୁପଓ୍ୱାଡାର ଲସ୍କର-ଏ-ତୋଇବାର ଜଣେ ସକ୍ରିୟ ସଦସ୍ୟକୁ ଗିରଫ କରାଯାଇଛି। ଦିଲ୍ଲୀର ଏକ ରେଲଓ୍ୱେ ଷ୍ଟେସନରୁ ଏହି ଲସ୍କର ଆତଙ୍କବାଦୀକୁ ଦିଲ୍ଲୀ ରେଲଓ୍ୱେ…

କୁକୁର ବିସ୍କୁଟ ଦେବା ଘଟଣା: ସତ ସାମ୍ନାକୁ ଆଣିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଜଣେ ବ୍ୟକ୍ତିଙ୍କୁ କୁକୁର ଖାଇବା ବିସ୍କୁଟ ଦେଉଥିବା ବେଳର ଭିଡିଓ ସାମ୍ନାକୁ ଆସିଥିଲା। ଏହାକୁ ବିଜେପି ଆଇଟି ସେଲ ପକ୍ଷରୁ ପୋଷ୍ଟ କରାଯାଇଥିବା ବେଳେ ଏହା…

ଆଡଭାନୀଙ୍କୁ ଭେଟିଲେ ଜେପି ନଡ୍ଡା ଓ ଅମିତ ଶାହ

ନୂଆଦିଲ୍ଲୀ : ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଆଜି ଭେଟିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆଡଭାନୀଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ସେମାନେ ତାଙ୍କୁ ଭେଟିଛନ୍ତି।…

ରାଜ୍ୟସଭାରେ ରାଗି ଗଲେ ଜୟା ବଚ୍ଚନ, କହିଲେ – ଆମେ ସ୍କୁଲ ପିଲା ନୁହଁ

ନୂଆଦିଲ୍ଲୀ : ରାଜ୍ୟସଭାରେ ଆଜି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ସମାଜବାଦୀ ପାର୍ଟିର ସାଂସଦ ତଥା ଅଭିନେତ୍ରୀ ଜୟା ବଚ୍ଚନ। ଗୋଟିଏ ପ୍ରଶ୍ନକୁ ସରକାରୀ ଦଳ ବେଖାତିର କରିବାରୁ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳର ନେତାମାନେ ହୋହାଲ୍ଲା କରିଥିଲେ। ସେମାନଙ୍କୁ…

ଦିଲ୍ଲୀ ମନ୍ତ୍ରୀ ଆଣିଲେ ସାଂଘାତିକ ଅଭିଯୋଗ, ନାଲି ଆଖି ଦେଖାଇଲା ଇଡି

ନୂଆଦିଲ୍ଲୀ : ଆପ୍‌ ନେତ୍ରୀ ତଥା ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଆତିଶି ଆଜି ତଦନ୍ତକାରୀ ସଂସ୍ଥା ଇଡି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଇଡି ସମସ୍ତଙ୍କ ଉପରେ ଚାପ ପକାଇବା ସହ ପ୍ରମାଣରେ ହେରଫେର କରୁଥିବା ଆତିଶି ଅଭିଯୋଗ କରିଛନ୍ତି।…

ଆସ୍ଥା ଭୋଟ୍‌ରେ ବିଜୟୀ ହେବାପରେ ହେମନ୍ତଙ୍କ ପତ୍ନୀଙ୍କୁ ଭେଟିଲେ ରାହୁଲ ଗାନ୍ଧୀ

ରାଞ୍ଚି: ନୂତନ ଭାବେ ଶପଥ ଗ୍ରହଣ କରିଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ବିଧାନସଭାରେ ବିଧାୟକମାନଙ୍କଠାରୁ ଆସ୍ଥା ଭୋଟ ହାତେଇଛନ୍ତି। ଏହି ଆସ୍ଥା ଭୋଟ୍‌ରେ ସେ ବିଜୟୀ ହୋଇଛନ୍ତି। ୪୭ ଜଣ ବିଧାୟକଙ୍କ ସମର୍ଥନରେ ସେ ଜିତିଥିବାବେଳେ ବିରୋଧୀ ଦଳକୁ ମିଳିଛି…