National & International

ବାଲି ବୋଝେଇ ଟ୍ରକ ତଳେ ଚାପି ହୋଇ ୫ ମୃତ, ୫ ଗୁରୁତର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ବାନ୍ଦା ଜିଲ୍ଲା ବିସଣ୍ଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଲି ଭର୍ତ୍ତି ଟ୍ରକ ୫ ଜଣଙ୍କୁ ଚାପି ଦେବାରୁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଘଟଣାରେ ଅନ୍ୟ ୫ ଜଣ ଗୁରୁତର ରହିଛନ୍ତି । ପୋଲିସ…

ମୁସଲମାନ ଭାଇ ଭଉଣୀଙ୍କୁ ବକ୍ରି ଇଦର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସମଗ୍ର ଦେଶରେ ବକ୍ରି ଇଦ ଆଜି ପାଳନ କରାଯାଉଛି । ଏନେଇ ଦେଶର ସମସ୍ତ ମୁସଲମାନ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ | ରାଷ୍ଟ୍ରପତି ଏକ୍ସରେ ପୋଷ୍ଟ କରି କହିଛନ୍ତି, ଇଦ୍-ଉଲ୍-ଅଜହା ଅବସରରେ ସମସ୍ତ…

ଗଙ୍ଗା ନଦୀରେ ଡଙ୍ଗା ଓଲଟି ୨ ମୃତ, ୫ ନିଖୋଜ

ପାଟନା : ବିହାର ପାଟନାର ସଟେରେ ଗଙ୍ଗା ନଦୀରେ ବୁଡ଼ିଲା ଯାତ୍ରୀବାହୀ ଡଙ୍ଗା । ୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ୫ ଜଣ ନିଖୋଜ ଥିବା ଜଣାପଡିଛି । ଆଜି ସକାଳୁ ପାଟନା ସଂଲଗ୍ନ ଉମାନାଥ ଗଙ୍ଗା…

ଆମେରିକା ବାୟୁସେନା ଘାଟି ଉପରେ ଆକ୍ରମଣ କଲା ଇରାନ

ୱାଶିଂଟନ : ପୁଣି ଅଶାନ୍ତ ହେଲା ମଧ୍ୟପ୍ରାଚ୍ୟ।ବିଶ୍ଵଯୁଦ୍ଧ ନେଇ ଘନେଇଲା ଆଶଙ୍କା। ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି। ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହୋଇ ଥିବାରୁ ଏବେ ଆକ୍ରମଣ ଓ ପ୍ରତି ଆକ୍ରମଣ ଆରମ୍ଭ…

କଚ୍ଛ ଉପକୂଳରୁ ୧,୦୦୦ କୋଟି ଟଙ୍କାର କୋକେନ୍ ଜବତ

କଚ୍ଛ: ଗୁଜୁରାଟ ଆଣ୍ଟି-ଟେରୋରିଜମ୍ ସ୍କ୍ବାଡ୍ (ଏଟିଏସ୍) ଏବଂ ଭାରତୀୟ ତଟରକ୍ଷୀ ବାହିନୀ ମିଳିତ ଭାବେ କଚ୍ଛ ଉପକୂଳରୁ ୧୦୦୦ କୋଟି ଟଙ୍କା ମୂଲ୍ୟର ୧୦୦ କିଲୋଗ୍ରାମ୍‌ରୁ ଅଧିକ କୋକେନ ଜବତ କରିଥିବା ଜଣାପଡ଼ିଛି। ପାକିସ୍ତାନର ପୋର୍ଟ କାସିମରୁ ଏହି ଅଞ୍ଚଳରେ ପହଞ୍ଚିଥିବା…

ବିଧାନସଭାରେ ପାରିତ ହେଲା ସମାନ ନାଗରିକ ସଂହିତା ବିଲ୍: ଆସାମ ସରକାରଙ୍କ ବଡ ନିଷ୍ପତ୍ତି

ଆସାମ: ନାଗରିକ ସଂହିତା ବିଲ୍ କୁ ନେଇ ଆସାମ ସରକାରଙ୍କ ବଡ ନିଷ୍ପର୍ତ୍ତି। ଆସାମ ବିଧାନସଭାରେ ଐତିହାସିକ ସମାନ ନାଗରିକ ସଂହିତା ବିଲ୍ ପାରିତ ହୋଇଛି। ଏହି ବିଲ୍ ଉତ୍ତରାଖଣ୍ତ ଏବଂ ଗୁଜୁରାଟ ପରେ ଆସାମ ଦେଶର ତୃତୀୟ ରାଜ୍ୟ ଭାବେ…

ଜୁନ୍ ପହିଲାରୁ ପ୍ରତି ମାସରେ ମହିଳାଙ୍କୁ ମିଳିବ ୩ ହଜାର ?

କଲକାତା : ମହିଳାଙ୍କ ପାଇଁ ଖୁସି ଖବର। ଜୁନ ପହିଲାରୁ ମହିଳାଙ୍କୁ ମିଳିବ ୩ ହଜାର ଟଙ୍କା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ପଶ୍ଚିମବଙ୍ଗ କ୍ୟାବିନେଟ୍ ଅନ୍ନପୂର୍ଣ୍ଣା ଭଣ୍ଡାର ଯୋଜନା ଅଧୀନରେ ମହିଳାଙ୍କ ପାଇଁ ୩,୦୦୦ ଟଙ୍କାର ସହାୟତା…

କେରଳରେ ଇଡ଼ି ଉପରେ ସିପିଆଇ କର୍ମୀଙ୍କ ଆକ୍ରମଣ

ଥିରୁଅନନ୍ତପୁରମ : କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ବାସଭବନରେ ଇଡି ରେଡ ନେଇ ଉତ୍ତେଜନା । ଥିରୁଅନନ୍ତପୁରମର ଥାମ୍ପାନୁର ଥାନାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ ପହଞ୍ଚିବା ପରେ ସିପିଆଇ କର୍ମୀ ଆକ୍ରମଣ ଓ ଭଙ୍ଗାରୁଜା କରିଛନ୍ତି । ବିଜୟନଙ୍କ ସମର୍ଥନରେ…

ଟିଏମସିର ସମସ୍ତ ପଦରୁ ଇସ୍ତଫା ଦେଲେ ସାଂସଦ କାକୋଲି ଘୋଷ

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ଟିଏମସିର ସାଂସଦ ଏବଂ ବିଧାୟକ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଜେପି ସରକାର ଆସିବା ପରେ ମମତାଙ୍କ ଟିଏମ୍ସି ଦୁର୍ଗ ଦିନକୁ ଦିନକ ଦୁର୍ବଳ ହେବାରେ ଲାଗିଛି । ଏହାରି ଭିତରେ…

ଯାନ୍ତ୍ରିକ ତ୍ରୁଟି : ମଝି ଆକାଶରୁ ଫେରିଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ : ଦିଲ୍ଲୀରୁ ସାନଫ୍ରାନ୍ସିସ୍କୋ ଯାଉଥିବା ଏୟାର ଇଣ୍ଡିଆ ବିମାନ ଅଧାରୁ ଫେରିଲା । ୩ ଘଣ୍ଟାରୁ ଅଧିକ ସମୟ ବିମାନ ଉଡ଼ାଣ ଭରିସାରିଥିବା ବେଳେ ଯାନ୍ତ୍ରିକ ତ୍ରୁଟି ପାଇଁ ଅଧାରୁ ଫେରିଆସିଛି । ବିମାନରେ ପ୍ରାୟ ୨୩୦ ଯାତ୍ରୀ ଥିଲେ…