ଅଶ୍ଳୀଳ ଟିପ୍ପଣୀ ଭାଇରାଲ୍: ପାର୍ଟନର୍ଙ୍କଠାରୁ ପୃଥକ୍ ହେଲେ ଇଟାଲିର ପ୍ରଧାନମନ୍ତ୍ରୀ ଜୋର୍ଜା ମେଲୋନି
ରୋମ୍: ସାମ୍ବାଦିକ ତଥା ପାର୍ଟନର୍ ଆଣ୍ଡ୍ରିଆ ଜିଆମ୍ବ୍ରୁନୋଙ୍କଠାରୁ ପୃଥକ୍ ହୋଇଛନ୍ତି ଶୁକ୍ରବାର ଦିନ ଇଟାଲୀର ପ୍ରଧାନମନ୍ତ୍ରୀ ଜୋର୍ଜା ମେଲୋନି କହିଛନ୍ତି। ‘ଏକ୍ସ୍’ କରି ମେଲୋନି ଲେଖିଛନ୍ତି, ପ୍ରାୟ ୧୦ ବର୍ଷ ଧରି ତିଷ୍ଠି ରହିଥିବା ଆଣ୍ଡ୍ରିଆ ଜିଆମ୍ବ୍ରୁନୋଙ୍କ ସହ ମୋର ସମ୍ପର୍କ…
