୧୦ ବର୍ଷ ପରେ ନିଜ ଜୀବନ ସାଥୀଙ୍କ ଠାରୁ ଅଲଗା ହେଲେ ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନି

ଜି-୨୦ ବୈଠକରେ ଯୋଗ ଦେବାକୁ ଭାରତ ଆସିବା ପରେ ଚର୍ଚ୍ଚାର କେନ୍ଦ୍ରରେ ଥିବା ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ସେ ୧୦ ବର୍ଷ ହେଲା ବାହା ନ ହୋଇ ଯେଉଁ ଟିଭି ଉପସ୍ଥାପକଙ୍କ ସହ…

୧୯୬୭ ମସିହା ସୀମା ଆଧାରରେ ପାଲେଷ୍ଟାଇନ ରାଷ୍ଟ୍ର ଗଠନ ପାଇଁ କହିଲେ ସାଉଦି ଆରବ ପ୍ରଧାନମନ୍ତ୍ରୀ

ଇସ୍ରାଏଲ ଓ ପାଲେଷ୍ଟାଇନର ଆତଙ୍କୀ ସଂଗଠନ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଇଛନ୍ତି କ୍ରାଉନ ପ୍ରିନ୍ସ ତଥା ସାଉଦି ଆରବର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ସଲମାନ। ୧୯୬୭ ସୀମା ଆଧାରରେ ସେ ପାଲେଷ୍ଟାଇନ ରାଷ୍ଟ୍ର ଗଠନ ପାଇଁ…

ଶିଳ୍ପା ଶେଟ୍ଟୀ-ରାଜ କୁନ୍ଦ୍ରାଙ୍କ ବିଚ୍ଛେଦ! ଚର୍ଚ୍ଚାରେ ‘ସେପାରେସନ୍’ ପୋଷ୍ଟ

ପୋର୍ଣ୍ଣୋଗ୍ରାଫି ମାମଲା ବା ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣକୁ ନେଇ ଖବର ଶିରୋନାମାରେ ଥିବା ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏବେ ପୁଣି ଚର୍ଚ୍ଚାରେ। ଡେବ୍ୟୁ ଫିଲ୍ମ 'UT 69' ଚର୍ଚ୍ଚା ସହ କୁନ୍ଦ୍ରାଙ୍କ ଏକ ସୋଶାଲ ମିଡିଆ ପୋଷ୍ଟ ନେଟିଜେନ୍ସଙ୍କୁ…

ଭାରତରୁ ୪୧ ଜଣ କୂଟନୀତିଜ୍ଞଙ୍କୁ ଫେରାଇ ନେଲା କାନାଡା

ଭାରତ ଛାଡିଲେ କାନାଡା କୂଟନୀତିଜ୍ଞ। ପ୍ରାୟ ୪୧ ଜଣ କାନାଡା କୂଟନୀତିଜ୍ଞଙ୍କୁ ଦେଶକୁ ଫେରାଇ ନେଇଛି କାନାଡା। ଦୁଇ ଦେଶ ମଧ୍ୟରେ ଚାଲିଥିବା କୂଟନୀତିଜ୍ଞ ବିବାଦ କାରଣରୁ ନିଜ ଦେଶକୁ ୪୧ ଜଣ କୂଟନୀତିଜ୍ଞଙ୍କୁ ଫେରାଇ ନେଇଛି। ଏନେଇ କାନାଡା ବୈଦେଶିକ…

ଆମେରିକା ଓ କାନାଡାରେ ଡାବର ପ୍ରସ୍ତୁତ ନିର୍ଦ୍ଦିଷ୍ଟ ସାମଗ୍ରୀ ବିରୋଧରେ ମାମଲା, ଗ୍ରାହକ କହିଲେ ସ୍ବାସ୍ଥ୍ୟ ଉପରେ ପଡ଼ିଛି କୁପ୍ରଭାବ

ନୂଆଦିଲ୍ଲୀ: ନିକଟରେ ଆମେରିକା ଓ କାନାଡାର କିଛି ଗ୍ରାହକ ଡାବର ଇଣ୍ଡିଆ ସହାୟକ କମ୍ପାନିର କିଛି ସାମଗ୍ରୀ ଗୁରୁତର ଶାରୀରିକ ସମସ୍ୟା ସୃଷ୍ଟି କରୁଛି ବୋଲି ଅଭିଯୋଗ କରିଛନ୍ତି। ସେମାନଙ୍କ ଅନୁଯାୟୀ, ଡାବରର ସହାୟକ କମ୍ପାନି ଦ୍ବାରା ପ୍ରସ୍ତୁତ ଓ ବିତରିତ…

ସିବିଆଇର ଅପରେଶନ ଚକ୍ର: ଇଣ୍ଟରନ୍ୟାଶନାଲ ସାଇବର ଫ୍ରଡ ମାମଲାରେ ୧୧ ରାଜ୍ୟର ୭୬ ସ୍ଥାନରେ ଚଢାଉ

ନୂଆଦିଲ୍ଲୀ,୧୯।୧୦: ସାଇବର ଅପରାଧକୁ ଦମନ କରିବା ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ବୁଧବାର ରେ ଦେଶବ୍ୟାପୀ ଅଭିଯାନ ‘ଅପରେସନ ଚକ୍ର ୨’ ଆରମ୍ଭ କରିଛି। ଦେଶର ବିଭିନ୍ନ ରାଜ୍ୟରେ ବିଶେଷ କରି ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, କର୍ନାଟକ, ହରିୟାଣା, କେରଳ, ତାମିଲନାଡୁ,…

ପାଲେଷ୍ଟାଇନକୁ ଖୋଲାଖୋଲି ଭାବେ ସମର୍ଥନ କଲେ ପାକିସ୍ତାନୀ ଅଭିନେତ୍ରୀ

ଇସଲାମାବାଦ,୧୯।୧୦: ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ବିଭିନ୍ନ ଦେଶକୁ ଦୁଇ ଗୋଷ୍ଠୀରେ ବିଭକ୍ତ କରାଯାଇଛି ଯେଉଁଥିରେ କେତେକ ଇସ୍ରାଏଲର ପ୍ରଶଂସା କରୁଛନ୍ତି ଏବଂ କେତେକ ପାଲେଷ୍ଟାଇନକୁ ସମର୍ଥନ କରୁଛନ୍ତି। ଏହି ତାଲିକାରେ ପାକିସ୍ତାନୀ ଅଭିନେତ୍ରୀଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ…

ବିଗ୍‌ବସ ୧୭ର ଅବୈଧ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୧୯।୧୦: ଆଜିକାଲି ବିଗ୍‌ବସ ସିଜନ ୧୭ ବହୁତ ଉତ୍ସାହର ସହିତ ଚାଲିଛି। କିନ୍ତୁ ନିକଟରେ ଏହି ଶୋ’ ବିଷୟରେ ଏପରି ଖବର ଆସିଛି ଯାହା ପ୍ରଶଂସକଙ୍କୁ ଚକିତ କରିପାରେ। ନିକଟରେ ଦିଲ୍ଲୀ ହାଇକୋର୍ଟ ଏହି ଶୋ’ର ଅବୈଧ ପ୍ରସାରଣ ଉପରେ ପ୍ରତିବନ୍ଧକ…

ରାହୁଲଙ୍କୁ ଟାର୍ଗେଟ କଲେ କେଟିଆର

ହାଇଦ୍ରାବାଦ,୧୯।୧୦: ତେଲଙ୍ଗାନା ବିଧାନସଭା ନିର୍ବାଚନରେ ଆକ୍ରମଣ ପ୍ରତି ଆକ୍ରମଣ ଜାରି ରହିଛି। ରାହୁଲ ଗାନ୍ଧୀ ତେଲଙ୍ଗାନାର ବିଆରଏସ ସରକାରଙ୍କ ନେତୃତ୍ୱରେ କେ ଚନ୍ଦ୍ରଶେଖର ରାଓ (କେସିଆର) ଦୁର୍ନୀତିରେ ବୁଡି ରହିଥିବା ଅଭିଯୋଗ କରିଛନ୍ତି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ବିଆରଏସ ମଧ୍ୟ ରାହୁଲ…

ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ମାନବୀୟ ସହାୟତା ଜାରି ରଖିବୁ

ନୂଆଦିଲ୍ଲୀ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପାଲେଷ୍ଟାଇନ ରାଷ୍ଟ୍ରପତି ମହମୂଦ ଅବ୍ବାସଙ୍କ ସହ ଫୋନରେ କଥା ହୋଇଛନ୍ତି। ଏହି ସମୟରେ ସେ ଗାଜାର ଅଲ-ଅହଲି ହସ୍ପିଟାଲରେ ବିସ୍ଫୋରଣରେ ପ୍ରାଣ ହରାଇଥିବା…