ଆମେରିକାରେ ହେଟ୍‌ କ୍ରାଇମ୍‌; ୬ ବର୍ଷର ଶିଶୁକୁ ୨୬ ଥର ଛୁରା ମାଡ଼

ଇସ୍ରାଏଲ- ହମାସ ମଧ୍ୟରେ ଚାଲିଥିବା ଘମାଘୋଟ ଲଢ଼େଇର ପ୍ରଭାବ ଦେଖିବାକୁ ମିଳିଛି ସୁଦୂର ଆମେରିକାରେ । ଏଥିଯୋଗୁ ଆମେରିକାରେ ହେଟ୍‌ କ୍ରାଇମ ଦେଖିବାକୁ ମିଳିଥିବା ବେଳେ ଏହାର ଶିକାର ହୋଇଛନ୍ତି ଏକ ୬ ବର୍ଷୀୟ ନିଷ୍ପାପ ଶିଶୁ ଓ ତାଙ୍କ ମା’ ।…

ମଧ୍ୟପ୍ରଦେଶ ରାଜନୀତି ସରଗରମ; ଦିଗବିଜୟ ସିଂଙ୍କ ଇସ୍ତଫା ପତ୍ର ଭାଇରାଲ

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରଠୁ ଦେଖାଦେଲାଣି ରାଜନୈତକ ହଟଚମଟ । ଟିକେଟ ନ ମିଳିବାରୁ କିଏ ନିଜ ପାର୍ଟି ବିରୋଧରେ ପାଟି ଫିଟାଇଲାଣି ତ କିଏ ଦଳ ବଦଳ କଲାଣି। ଏପରି ସମୟରେ ଗତକାଲି ମଧ୍ୟପ୍ରଦେଶ ରାଜନୀତି…

ବଦଳିଲା ବାଇଡେନଙ୍କ ଆଭିମୁଖ୍ୟ, ‘ଗାଜା ଉପରେ କବଜା ଇସ୍ରାଏଲର ବଡ ଭୁଲ୍ ହେବ’

ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧକୁ ନେଇ ବଦଳିଲା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆଭିମୁଖ୍ୟ। ହମାସ ବିପକ୍ଷରେ ଏହି ଲଢେଇରେ ଇସ୍ରାଏଲକୁ ପୂର୍ଣ୍ଣ ସମର୍ଥନ କରୁଥିଲେ ବି ଏକ ଭିନ୍ନ ଆଭିମୁଖ୍ୟ ପୋଷଣ କରିଛନ୍ତି ବାଇଡେନ। ଇସ୍ରାଏଲ ଗାଜାକୁ ପୁଣି ଥରେ କବଜା କରିବା…

ଆର ପାରିରେ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏମ୍‌ ଏସ୍‌ ଗିଲ୍‌

ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ତଥା ବରିଷ୍ଠ କଂଗ୍ରେସ ନେତା ଡ. ମନୋହର ସିଂ ଗିଲ୍‌ ଆଉ ନାହାନ୍ତି। ୮୬ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ହେବ ବାର୍ଦ୍ଧକ୍ୟଜନିତ ବେମାରରେ ପୀଡ଼ିତ ଥିବା ମନୋହର…

ଇସ୍ରାଏଲ ସୁରକ୍ଷା ବାହିନୀରେ କାର୍ଯ୍ୟରତ ଦୁଇ ଭାରତୀୟ ବଂଶୋଦ୍ଭବ ମହିଳାଙ୍କ ମୃତ୍ୟୁ

ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଘୋମାଘୋଟ ଯୁଦ୍ଧ ମଧ୍ୟରେ ଦୁଇ ଭାରତୀୟ ବଂଶୋଦ୍ଭବ ମହିଳାଙ୍କ ମୃତ୍ୟୁ। ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିବା ଏହି ଦୁଇ ମହିଳାଙ୍କ ମୃତ୍ୟୁ ଘଟିଥିବା ନେଇ ସରକାରୀ ସୂତ୍ରରୁ ପ୍ରକାଶ ପାଇଛି। ଅକ୍ଟୋବର 7 ରେ ହୋଇଥିବା ଆକ୍ରମଣରେ…

ଅପରେସନ ଅଜୟ: ଯୁଦ୍ଧଭୂମୀରୁ ଫେରିଲେ ଆଉ ୧୯୭ ଜଣ ଭାରତୀୟ

ନୂଆଦିଲ୍ଲୀ: ଯୁଦ୍ଧଭୂମୀ ଇସ୍ରାଏଲରୁ ୧୯୭ ଜଣ ଭାରତୀୟ ନାଗରିକଙ୍କୁ ନେଇ ରବିବାର ସକାଳେ ତୃତୀୟ ଚାର୍ଟର ବିମାନ ଦିଲ୍ଲୀରେ ପହଞ୍ଚିଛି। ଇସ୍ରାଏଲରୁ ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ଏହି ସ୍ୱତନ୍ତ୍ର ବିମାନ ଗୁଡିକ ଅପରେସନ ଅଜୟର ଏକ ଅଂଶବିଶେଷ। ଅକ୍ଟୋବର ୭…

ଗର୍ବା ଗୀତ ଲେଖି ଚର୍ଚ୍ଚାରେ ପିଏମ୍ ମୋଦି, ନବରାତ୍ରୀରେ ହେଲା ରିଲିଜ୍

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା  ପିଏମ ମୋଦୀଙ୍କର ଲୁକ୍କାୟିତ ପ୍ରତିଭା  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବରାତ୍ରୀ ପୂର୍ବ ରୁ ଏକ ଗର୍ବା ଗୀତ ଲେଖିଥିଲେ । ଯାହାକି ଆଜି ରିଲିଜ୍ ହୋଇଛି  । ୟୁଟ୍ୟୁବରେ ମୁକ୍ତିଲାଭ ହୋଇଥିବା ଏହି ଗୀତଟିକୁ ସମସ୍ତେ…

ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରନ୍ତି ମହୁଆ, ଟିଏମସି ସାଂସଦଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ଆପଣ ଅନେକ ସମୟରେ ଲୋକସଭା ଓ ରାଜ୍ୟସଭାରେ ସାଂସଦମାନେ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ ପଚାରୁଥିବାର ଦେଖିଥିବେ | ସାଂସଦଙ୍କ ପ୍ରଶ୍ନର ଉତ୍ତର ଉକ୍ତ ମନ୍ତ୍ରାଳୟର ମନ୍ତ୍ରୀ ଦେଇଥାନ୍ତି | ତେବେ ସାଂସଦଙ୍କ ଏଭଳି ପ୍ରଶ୍ନକାଳକୁ ନେଇ ଏକ ସଂଗୀନ ଅଭିଯୋଗ…

ହମାସର ଟପ୍‌ କମାଣ୍ଡର ବିଲାଲ ଅଲ କଦରାକୁ ହତ୍ୟା କଲା ଇସ୍ରାଏଲ

ଟଳିଲା ହମାସର ଆଉ ଏକ ଟପ୍‌ କମାଣ୍ଡର। ବିଲାଲ ଅଲ କଦରାକୁ ହତ୍ୟା କରିଛି ଇସ୍ରାଏଲ ସେନା। ଶନିବାର ରାତିରେ ଏୟାର୍‌ ଷ୍ଟ୍ରାଇକ୍ କରି ହମାସର ଏହି ଟପ୍‌ କମାଣ୍ଡରକୁ ହତ୍ୟା କରାଯାଇଥିବା ଇସ୍ରାଲ ସେନା ଦାବି କରିଛି। ଇସ୍ରାଏଲ୍‌ ବାୟୁସେନାର…

‘ଗାଜାରେ ସ୍ଥଳ, ଜଳ ଓ ବାୟୁ ଭାଗରୁ ଆକ୍ରମଣ କରିବ ଇସ୍ରାଏଲ’

ହମାସର ଅତର୍କିତ ଆକ୍ରମଣ ପରେ ପ୍ରତିକ୍ରିୟାଶୀଳ ହୋଇପଡିଛି ଇସ୍ରାଏଲ। ହମାସଙ୍କ ଦାବିକୁ ମାନିବା ତ' ଦୂରର କଥା ସେମାନଙ୍କୁ ଧ୍ୱଂସ କରିବାକୁ ଏକ ପ୍ରକାର ପଣ କରିନେଇଛନ୍ତି ଇସ୍ରାଏଲ ସେନା। ହମାସ ଶିବିରରେ ପଶି ଆକ୍ରମଣ କରିବା ସହ ଏହି ସଂଗଠନକୁ…