ପିଲାକୁ ପାଣି ଦେଇ ‘ବିସ୍‌ମିଲ୍ଲା’ କହ ବୋଲି କହିଲେ ରାଇଫଲ୍‌ଧାରୀ ହମାସ୍‌ ଆତଙ୍କବାଦୀ

ନୂଆଦିଲ୍ଲୀ: ଇସ୍ରାଏଲ୍‌ ଉପରେ ଅତର୍କିତ ଆକ୍ରମଣ କରିଥିବା ହମାସ୍‌ ଆତଙ୍କବାଦୀମାନେ ଶିଶୁମାନଙ୍କର କିଭଳି ଭଲ ଦେଖାଶୁଣା କରୁଛନ୍ତି ତା’ର ଗୋଟାଏ ପ୍ରଚାର ଭିଡିଓ ସେମାନେ ‌‘ଟେଲିଗ୍ରାମ୍‌’ ଚାନେଲ୍‌ରେ ରିଲିଜ୍‌ କରିଛନ୍ତି। ଭିଡିଓରେ ଦେଖାଯାଉଛି ‘ପ୍ରାମ୍‌’ରେ (କଅଁଳାପିଲାଙ୍କୁ ନେବା ପାଇଁ ଠେଲାଗାଡ଼ି) ଗୋଟାଏ…

ପୁଣି ଜେଲ ଭିତରୁ ଜ୍ୟାକ୍‌ଲିନଙ୍କୁ ଲଭ୍‌ ଲେଟର୍‌ ଲେଖିଲା ମହାଠକ ସୁକେଶ

ନୂଆଦିଲ୍ଲୀ : ପୁଣି ଜେଲ ଭିତରୁ ଚିଠି ଲେଖିଲା ମହାଠକ ସୁକେଶ ଚନ୍ଦ୍ରଶେଖର। ନିଜ ଲେଡି ଲଭ୍‌ ଜ୍ୟକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ପାଇଁ ପୁଣି ଲଭ୍‌ ଲେଟ୍‌ର ଜାରି କଲା ସୁକେଶ। ଏହି ଚିଠିରେ ଜ୍ୟାକ୍‌ଲିନ୍‌ଙ୍କୁ ' ବାଘୁଣୀ ବୋମ୍ମା ବେବି' କହିବା…

ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କ ମୃତ୍ୟୁ

ଜେରୁଜେଲମ୍ : ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଖବର ସଂଗ୍ରହ ସମୟରେ ଗଲା ସାମ୍ୱାଦିକଙ୍କ ଜୀବନ। ଘମାଘୋଟ ଯୁଦ୍ଧ ମଧ୍ୟରେ ଗ୍ରାଉଣ୍ଡ୍ ଜିରୋରୁ ରିପୋର୍ଟ ସଂଗ୍ରହ କରିବାକୁ ଯାଇଥିବା ଜଣେ ସାମ୍ୱାଦିକଙ୍କ ଜୀବନ ଚାଲିଯାଇଛି। ଘଟଣା ସ୍ଥଳରେ ଥିବା ଜଣେ ରଏଟର୍ସ ଭିଡିଓ ସାମ୍ୱାଦିକଙ୍କ…

ପ୍ରଚାର ଖର୍ଚ୍ଚ ଉପରେ ଲାଗିଲା ବ୍ରେକ୍‌, ଆସିଲା ପ୍ରାର୍ଥୀଙ୍କ ରେଟ୍‌ଚାର୍ଟ

ନୂଆଦିଲ୍ଲୀ : ବାଜି ସାରିଛି ନିର୍ବାଚନୀ ବିଗୁଲ। ଆଗକୁ ୫ ରାଜ୍ୟରେ ହେବ ବିଧାନସଭା ନିର୍ବାଚନ। ଏଥିପାଇଁ ସବୁ ଦଳର ନେତାମାନେ ଆରମ୍ଭ କରିଦେଛନ୍ତି ଜୋରସୋର୍‌ରେ ପ୍ରଚାର। ତେବେ ଏହି ପ୍ରଚାରକୁ ନେଇ ନିର୍ବାଚନ କମିଶନ ମଧ୍ୟ କଡ଼ ଆଭିମୁଖ୍ୟ ଗ୍ରହଣ…

ପ୍ରିୟଙ୍କାଙ୍କ ବିରୋଧରେ ନିର୍ବାଚନ କମିଶନରଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୋପାଳ : ମଧ୍ୟପ୍ରଦେଶ ନିର୍ବାଚନ ତାରିଖ ପାଖେଇ ପାଖେଇ ଆସୁଥିବା ବେଳେ ମୁହାଁମୁହିଁ ହେଲେଣି କଂଗ୍ରେସ ଓ ବିଜେପି । ବିଜେପି ଗତ ଶୁକ୍ରବାର ନିର୍ବାଚନ ଆୟୋଗ ନିକଟରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ବିରୋଧରେ ଫେରାଦ ହୋଇଛନ୍ତି। ପ୍ରିୟଙ୍କା ଗାନ୍ଧି ଭଦ୍ରା…

ଅଲିମ୍ପିକ୍ସକୁ ଫେରିବ କ୍ରିକେଟ

ଅଲିମ୍ପିକ୍ସରେ ଦେଖିବାକୁ ମିଳିବ ଟି-୨୦ କ୍ରିକେଟର ମଜା। ପୁଣିଥରେ ଅଲିମ୍ପିକ୍ସରେ ବର୍ଷା ହେବ ଚୌକା ଓ ଛକା। କାରଣ ୨୦୨୮ ଲସ ଆଞ୍ଜେଲ୍ସରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହୋଇପାରେ। ଉଭୟ ପୁରୁଷ ଓ ମହିଳା ଟି-୨୦ କ୍ରିକେଟକୁ ଅଲିମ୍ପିକ୍ସରେ…

ଇସ୍ରାଏଲର ଧମକ ପରେ ଗାଜା ଛାଡ଼ିବା ଆରମ୍ଭ କଲେ ଲୋକେ

ଇସ୍ରାଏଲର ଘନଘନ ଆକ୍ରମଣ ଓ ଧମକ ପରେ ଏବେ ଗାଜା ଷ୍ଟ୍ରିପ ଛାଡ଼ିବା ଆରମ୍ଭ କରିଛି ଲୋକେ। ଇସ୍ରାଏଲ ସ୍ଥଳ ଭାଗରେ ଗାଜାରେ ପ୍ରବେଶ କରିବାକୁ ଯୋଜନା କରୁଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଗାଜାରେ ଥିବା ଲୋକଙ୍କୁ ଘର ଛାଡ଼ି…

ଇସ୍ରାଏଲ-ହମାସ ଯୁଦ୍ଧ: ଶାନ୍ତି ଓ ଭାଇଚାରାର ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି

ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଓ ହମାସ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି। ଏହାକୁ ନେଇ ପୂରା ବିଶ୍ୱ ଚିନ୍ତାରେ ରହିଛି। ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଆତଙ୍କବାଦୀ ସବୁ କ୍ଷେତ୍ର ହେଉଛି ମାନବଜାତି ବିରୋଧୀ। ଏହା ଶାନ୍ତି ଓ…

ହମାସ ଶିବିବରରେ ପଶି ୨୫୦ ବନ୍ଧକଙ୍କୁ ଉଦ୍ଧାର କଲେ ଇସ୍ରାଏଲ ସେନା, ୬୦ ଆତଙ୍କବାଦୀ ନିପାତ

ଶତ୍ରୁ ଶିବିରରେ ପଶି ଇସ୍ରାଏଲ୍ ସେନାର ଆକ୍ରମଣ। ହମାସ ବନ୍ଧକ ରଖିଥିବା ୨୫୦ ଜଣଙ୍କୁ ଉଦ୍ଧାର କରିବା ସହ ୬୦ ଜଣ ଆତଙ୍କବାଦୀଙ୍କୁ ମଧ୍ୟ ନିପାତ କଲା ଇସ୍ରାଏଲ ସେନା। ଏନେଇ ଇସ୍ରାଏଲ ଡିଫେନ୍ସ ଫୋର୍ସ(ଆଇଡିଏଫ୍) ସୋଶାଲ ମିଡିଆରେ ଭିଡିଓ ପୋଷ୍ଟ…

ହମାସର ଦାବି, ଇସ୍ରାଏଲ ଏୟାର୍ ଷ୍ଟ୍ରାଇକରେ ୧୩ ଜଣ ବନ୍ଧକ ମୃତ

ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଉଛନ୍ତି ଇସ୍ରାଏଲ ଲୋକ। ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଗାଜା ଷ୍ଟ୍ରିପରେ ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକରେ ଅନ୍ତତଃପକ୍ଷେ ୧୩ ଜଣ ଇସ୍ରାଏଲ୍ ଏବଂ ବିଦେଶୀ ବନ୍ଧକଙ୍କର ମୃତ୍ୟୁ ଘଟିଥିବା ହମାସ ସ୍ପଷ୍ଟ କରିଛି। ହମାସ…