ଦିଲ୍ଲୀରେ କଂଗ୍ରେସକୁ ୩ ଲୋକସଭା ଆସନ ଛାଡ଼ିବାକୁ ଆପ୍‌ ରାଜି!

ବିଜେପି ବିରୋଧରେ ଏକାଠି ଲଢ଼ିବାକୁ ପଣ କରିଥିବା ବିରୋଧୀ ଦଳଗୁଡ଼ିକ ଏବେ ସିଟ ଶେୟାରିଂ ଉପରେ ଆଲୋଚନା ଜାରି ରଖିଛନ୍ତି। ନିକଟରେ ହୋଇଥିବା ଆଲୋଚନା ବେଳେ ଦିଲ୍ଲୀର ୭ ଲୋକସଭା ଆସନରୁ କ୍ଷମତାସୀନ ଆପ୍‌ ୩ଟି କଂଗ୍ରେସକୁ ଛାଡ଼ିବାକୁ ରାଜି ହୋଇଛି। କଂଗ୍ରେସ…

ଏସିଆନ ଗେମ୍ସ: ଜାଭେଲିନ ଥ୍ରୋରେ ରୌପ୍ୟ ଜିତି ଇତିହାସ ରଚିଲେ କିଶୋର ଜେନା, ସ୍ବର୍ଣ୍ଣ ଜିତିଲେ ନୀରଜ୍

ହାଙ୍ଗଝୁ : ଚୀନର ହାଙ୍ଗଝୁଠାରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଇତିହାସ ରଚିଛି ଭାରତ । ପୁରୁଷ ଜାଭେଲିନ ଥ୍ରୋରେ ଉଭୟ ସ୍ବର୍ଣ୍ଣ ଓ ରୌପ୍ୟ ହାତେଇଛି ଭାରତ । ଭାରତର ଷ୍ଟାର୍ ଖେଳାଳି ନୀରଜ ଚୋପ୍ରା ପୁଣି ଥିରେ ଚାମ୍ପିଅନ ପରି…

ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ବଡ଼ ପଦକ୍ଷେପ ନେଇଛି। ଦୀର୍ଘ ଦିନ ଧରି ପଚରାଉଚରା ପରେ ଇଡି ଆଜି ଆପ୍ ସାଂସଦ ସଞ୍ଜୟ ସିଂଙ୍କୁ ଗିରଫ କରିଛି। ଦିଲ୍ଲୀ ମଦ ନୀତି ମାମଲାରେ ସମ୍ପୃକ୍ତ…

ବେଙ୍ଗାଲୁରୁରେ ବାୟୁସେନାକୁ ମିଳିଲା ‘ତେଜସ୍’ ଶ୍ରେଣୀର ପ୍ରଥମ ହାଲୁକା ଯୁଦ୍ଧ ବିମାନ, ‘ଏଲିଟ୍‌ କ୍ଲବ’ରେ ସାମିଲ ହେଲା ଭାରତ

ବେଙ୍ଗାଲୁରୁ: ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍‌ (ହାଲ୍‌) ବୁଧବାର ଭାରତୀୟ ବାୟୁସେନା (ଆଇଏଏଫ୍‌)କୁ ପ୍ରଥମ ହାଲୁକା ଯୁଦ୍ଧ ବିମାନ (ଏଲ୍‌ସିଏ) ଟ୍ଵିିନ୍‌ ସିଟ୍‌ ବିଶିଷ୍ଟ ତେଜସ୍‌ ବିମାନ ହସ୍ତାନ୍ତର କରିଛି। ବେଙ୍ଗାଲୁରୁସ୍ଥିତ ହାଲ୍‌ କମ୍ପାନି କହିଛି ଯେ ଟ୍ଵିନ୍‌ ସିଟ୍‌ ବିଶିଷ୍ଟ ଏହି ଭାରିଏଣ୍ଟ…

୩ ବୈଜ୍ଞାନିକ ପାଇବେ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ୍ : ୨୦୨୩ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ରୟାଲ୍ ସୁଇଡିସ ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ମୋଙ୍ଗି ଜି. ବାଭେଣ୍ଡି, ଲୁଇସ୍ ଇ. ବ୍ରୁସ୍ ଏବଂ ଆଲେକ୍ସି ଆଇ. ଆକିମୋଭଙ୍କୁ ୨୦୨୩ ରସାୟନ ବିଜ୍ଞାନରେ ନୋବେଲ…

ଭାରତୀୟ ସର୍ଜନ୍ ସଂଘ ବିରୋଧରେ ୧୦ କୋଟି ଟଙ୍କାର ମାନହାନି ମାମଲା ରୁଜୁ କଲେ ଏ ଆର୍ ରହମାନ

ଚେନ୍ନାଇ: ଖ୍ୟାତନାମା ସଙ୍ଗୀତଜ୍ଞ ଏ ଆର୍‌ ରହମାନଙ୍କ ବିରୋଧରେ ସର୍ଜନ ଆସୋସିଏସନ୍‌ ଅଫ୍ ଇଣ୍ଡିଆ ଗତ ସପ୍ତାହରେ ଏକ ଅଭିଯୋଗ ଆଣିବା ପରେ ପାଲଟା ଅଭିଯୋଗ ଆଣି ରହମାନଙ୍କ ପକ୍ଷରୁ ଏକ ମାନହାନି ନୋଟିସ୍ ପଠ‌ାଯାଇଛି। ସର୍ଜନ ଆସୋସିଏସନ୍‌ ଅଭିଯୋଗ କରିଥିଲା…

ଉଜ୍ୱଳା ଯୋଜନା ଏଲପିଜି ସିଲିଣ୍ଡର ଉପରେ ସବସିଡି ବୃଦ୍ଧି

ନୂଆଦିଲ୍ଲୀ: ପାର୍ବଣ ଋତୁରେ ମୋଦି ସରକାର ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ଏକ ବଡ ଉପହାର ଦେଇଛନ୍ତି । ସେମାନଙ୍କୁ ଏଲପିଜି ସିଲିଣ୍ଡର ପିଛା ୨୦୦ ବଦଳରେ ୩୦୦ ଟଙ୍କାର ସବସିଡି ମିଳିବ । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କ୍ୟାବିନେଟ ବୈଠକରେ କହିଛନ୍ତି…

ଆମେରିକା ଇତିହାସରେ ପ୍ରଥମ; ପଦଚ୍ୟୁତ ହେଲେ ପ୍ରତିନିଧି ସଭାର ବାଚସ୍ପତି କେଭିନ୍‌ ମ୍ୟାକ୍‌କାର୍ଥି

ୱାସିଂଟନ୍‌: ‘ଡେମୋକ୍ରାଟ୍‌’ମାନଙ୍କ ସହଯୋଗ ପାଇ ସ୍ବଳ୍ପସଂଖ୍ୟକ ରକ୍ଷଣଶୀଳ ଦକ୍ଷିଣପନ୍ଥୀ ‘ରିପବ୍ଲିକାନ୍‌’ ସାଂସଦ ଐତିହାସିକ ବିଦ୍ରୋହ କରି ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିନିଧି ସଭାର ବାଚସ୍ପତି କେଭିନ୍‌ ମ୍ୟାକ୍‌କାର୍ଥିଙ୍କ ବିପକ୍ଷରେ ଭୋଟ୍‌ ଦେଇ ମଙ୍ଗଳବାର ଦିନ ତାଙ୍କୁ ବହିଷ୍କାର କରିଛନ୍ତି। ଗୃହର ୨୩୪ ବର୍ଷ…

ମହାରାଷ୍ଟ୍ରର ଆଉ ଏକ ହସ୍ପିଟାଲରେ 24 ଘଣ୍ଟାରେ 25 ରୋଗୀ ମୃତ

ଏକ ଚିନ୍ତାଜନକ ପରିସ୍ଥିତିରେ ପହଞ୍ଚିଲାଣି ମହାରାଷ୍ଟ୍ର ସରକାରୀ ଡାକ୍ତରଖାନାରେ ରୋଗୀ ମୃତ୍ୟୁ ଘଟଣା। ଦୁଇ ଦିନ ତଳେ ନାନ୍ଦେଡର ଏକ ସରକାରୀ ହସ୍ପିଟାଲରେ 31 ଜଣଙ୍କର ମୃତ୍ୟୁ ଘଟିଥିବା ବେଳ ନାଗପୁରର ସରକାରୀ ପରିଚାଳିତ ମାୟୋ ହସ୍ପିଟାଲରେ 25 ଜଣଙ୍କ ମୃତ୍ୟୁ…

ଜାମିନ ପାଇଲେ ଲାଲୁ ଯାଦବ, ରାବ୍‌ଡ଼ୀ ଦେବୀ ଓ ପୁଅ ତେଜସ୍ବୀ

ନୂଆଦିଲ୍ଲୀ: ଜମି ପ୍ରତିବଦଳରେ ଚାକିରି ଦୁର୍ନୀତିରେ ସମ୍ପୃକ୍ତି ଥିବା ମାମଲାରେ ଆଜି ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ ଅଦାଲତ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ରାଷ୍ଟ୍ରୀୟ ଜନତା ଦଳ’ର (ଆର୍‌ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ, ତାଙ୍କ ସ୍ତ୍ରୀ ରାବ୍‌ଡ଼ୀ ଦେବୀ ଓ…