ବିହାର ସରକାର ରିଲିଜ୍ କଲେ ଜାତି ଭିତ୍ତିକ ସର୍ଭେ ରିପୋର୍ଟ
ଦେଶର ପ୍ରଥମ ରାଜ୍ୟ ଭାବେ ବିହାର ସରକାର ଜାତି ଭିତ୍ତିକ ସର୍ଭେ ରିପୋର୍ଟ ଜାରି କରିଛନ୍ତି। ବିହାର ସରକାର କରିଥିବା ଜାତି ଭିତ୍ତିକ ଜନଗଣନା ବେଳେ ଅନେକ ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟରେ କୁହାଯାଇଛି ଯେ ରାଜ୍ୟରେ ୩୬% ଲୋକ ହେଉଛନ୍ତି ଅତ୍ୟନ୍ତ…
