ମଣିପୁରରେ ପୁଣି ଅମାନୁଷିକ କାଣ୍ଡ, ଜୁଲାଇରୁ ନିଖୋଜ ଥିବା ଦୁଇ ଛାତ୍ରଙ୍କୁ ହତ୍ୟା

ମଣିପୁରରେ ଥମୁନି ହିଂସା। ନିକଟରେ ଛୁଟିରେ ଆସିଥିବା ଜଣେ ସେନା କର୍ମଚାରୀଙ୍କୁ ଘରୁ ଉଠାଇ ନେଇ ହତ୍ୟା କରାଯାଇ ଥିବାବେଳେ ପୁଣି ଦୁଇ ଛାତ୍ରଙ୍କ ମୃତଦେହ ମିଳିଛି। ଏ ଦୁଇ ଛାତ୍ର ମଧ୍ୟ ନିଖୋଜ ଥିଲେ। ସେମାନଙ୍କୁ ଜୁଲାଇ 6ରେ ଅପହରଣ…

କାନାଡାରେ ଭାରତୀୟ ଦୂତାବାସ ସମ୍ମୁଖରେ ବିରୋଧ ପ୍ରଦର୍ଶନ ଆହ୍ୱାନ, ସୁରକ୍ଷା କଡ଼ାକଡ଼ି

ଭାରତ ଓ କାନାଡା ସମ୍ପର୍କରେ ଦେଖାଦେଇଥିବା ତିକ୍ତତା କମିବା ନାଁ ଧରୁନି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାର ହତ୍ୟାକାଣ୍ଡକୁ ନେଇ ଉଭୟ ଦେଶ ସମ୍ପର୍କ ବିଗିଡ଼ିଥିବା ବେଳେ ଖଲିସ୍ତାନୀ ସଂଘ ସିଖ ଫର୍‌ ଜଷ୍ଟିସ୍‌ (SFJ) ପକ୍ଷରୁ କାନାଡାର ପ୍ରମୁଖ…

ପଶ୍ଚିମବଙ୍ଗରେ ଡେଙ୍ଗୁ ଆତଙ୍କ; ଆମେରିକା ଗସ୍ତ ବାତିଲ କଲେ ରାଜ୍ୟପାଳ

ପଶ୍ଚିମବଙ୍ଗରେ ଡେଙ୍ଗୁ ଆକ୍ରାନ୍ତଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିସହ ରାଜ୍ୟର ଅର୍ଥନୈତିକ ସ୍ଥିତି ବି ଖରାପ ହେବାରେ ଲାଗିଛି। ଏପରି ସମୟରେ ରାଜ୍ୟ ଘଡ଼ିସନ୍ଧି ମୁହୂର୍ତ୍ତରେ ଗତି କରୁଥିବା ବେଳେ ନିଜ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତକୁ ବାତିଲ କରି ଦେଇଛନ୍ତି…

ସ୍କର୍ପିଓରୁ ଏୟାର ବ୍ୟାଗ୍‌ ଗାଏବ; ଆନନ୍ଦ ମହିନ୍ଦ୍ରାଙ୍କ ନାମରେ ମାମଲା

ସବୁବେଳେ ସୋଶାଲ ମିଡିଆରେ ଆକ୍ଟିଭ ରହୁଥିବା ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରାଙ୍କ ନାମରେ ରୁଜୁ ହୋଇଛି ଠକେଇ ମାମଲା।   ମହିନ୍ଦ୍ରା ଓ ମହିନ୍ଦ୍ରା  କମ୍ପାନୀର ସ୍କର୍ପିଓ ଗାଡ଼ିରୁ ଏୟାର ବ୍ୟାଗ୍‌ ଉଭାନ ହୋଇ ଯାଇଥିବା ଅଭିଯୋଗ ହୋଇଛି।  ଏଥିନିମନ୍ତେ ଜଣେ ବ୍ୟକ୍ତି ନିଜ ପୁଅକୁ…

ଦିଲ୍ଲୀ ମେଟ୍ରୋରେ ପୁଣି ଯାତ୍ରୀ ଲଗାଇଲେ ବିଡି, ଭିଡିଓ ଭାଇରାଲ

ଦିଲ୍ଲୀ ମେଟ୍ରୋ ଟ୍ରେନ୍‌ରେ ପୁଣି ଘଟିଛି ଏକ ଅଜବ ଘଟଣା। କେତେବେଳେ ଗଣ୍ଡଗୋଳ ତ କେତେବେଳେ ପ୍ରେମୀ ଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ପରେ ଏବେ ଦିଲ୍ଲୀ ମେଟ୍ରୋରେ ଘଟିଛି ଆଉ ଏକ କାରନାମା। ଜଣେ ବୟସ୍କ ବ୍ୟକ୍ତି ଟ୍ରେନ୍‌ରେ ଯାତ୍ରା କରୁଥିବା…

୯୧ ବର୍ଷରେ ପଦାର୍ପଣ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଆଜି ୯୧ ତମ ଜନ୍ମଦିନ । ଏହି ଅବସରରେ ସମଗ୍ର ଦେଶରୁ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ମିଳୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କୁ ଜନ୍ମଦିନରେ ଶୁଭେଚ୍ଛା…

ବିଧାନସଭା ନିର୍ବାଚନ ଲଢ଼ିବେ ୩ କେନ୍ଦ୍ରମନ୍ତ୍ରୀ ଓ ୩ ସାଂସଦ

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଲଢ଼ିବେ ୩ କେନ୍ଦ୍ରମନ୍ତ୍ରୀ। ନରେନ୍ଦ୍ର ସିଂହ ତୋମାର, ପ୍ରହ୍ଲାଦ ସିଂହ ପଟେଲ ଓ ଫଗନ ସିଂହ କୁଲସ୍ତେଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି ବିଜେପି। ଦଳ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୩୯…

ଆତଙ୍କୀ ଲଖବୀର ସିଂହ ଲାଣ୍ଡାର ୪୮ଟି ଠିକଣାରେ ରେଡ୍‌

ଖଲିସ୍ତାନୀ ଆତଙ୍କବାଦୀ ଲଖବୀର ସିଂହ ଲାଣ୍ଡା ଓ ଏହାର ସହଯୋଗୀମାନଙ୍କର ପ୍ରାୟ ୪୮ଟି ଠିକଣାରେ ଆଜି ପଞ୍ଜାବ ପୁଲିସ ଏକକାଳୀନ ରେଡ କରିଛି। ଫିରୋଜପୁର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଖଲିସ୍ତାନୀ ସପକ୍ଷବାଦୀଙ୍କ ଠିକଣାରେ ଏପରି ଚଢ଼ଉ କରାଯାଇଛି। ଏହାପୂର୍ବରୁ ଲାଣ୍ଡା…

ଭାରତକୁ ଭାଗ ଭାଗ କରିବାକୁ ଯୋଜନା କରୁଛି ପଳାତକ ଖଲିସ୍ଥାନୀ ଆତଙ୍କବାଦୀ ଗୁରୁପତ୍ତୱନ୍ତ ସିଂହ ପନ୍ନୁନ

ଭାରତକୁ ଭାଗ ଭାଗ କରିବାକୁ ଯୋଜନା କରୁଛି ପଳାତକ ଖଲିସ୍ଥାନୀ ଆତଙ୍କବାଦୀ ଗୁରୁପତ୍ତୱନ୍ତ ସିଂହ ପନ୍ନୁନ। କାଶ୍ମୀରକୁ ଭାରତରୁ ଅଲଗା କରି ଗଢିବ ଡେମୋକ୍ରାଟିକ ରିପବ୍ଲିକ ଅଫ ଉର୍ଦ୍ଦୁଇସ୍ତାନ। ଏଥିପାଇଁ କାଶ୍ମୀର ବାସିନ୍ଦାଙ୍କୁ ମତାଉଛି। ଶିଖ ଫର ଜଷ୍ଟିସ ସଂଗଠନ ମାଧ୍ୟମରେ…

ବିଜେପି ସହ ସମ୍ପର୍କ ତୁଟାଇଲା AIADMK

ବିବାଦୀୟ ବୟାନକୁ କେନ୍ଦ୍ର କରି ବିଜେପି ସହ ସମ୍ପର୍କ ତୁଟାଇଛି AIADMK। ଏହାସହିତ ଏନଡିଏ ମେଣ୍ଟରୁ ମଧ୍ୟ ଓହରି ଯାଇଛି AIADMK। ୨୦୨୪ ନିର୍ବାଚନରେ AIADMK ନିଜେ ମେଣ୍ଟ କରି ଲଢିବ। ତାମିଲନାଡୁ ସ୍ଥିତ AIADMK ମୁଖ୍ୟାଳୟରେ ଜିଲ୍ଲା ସମ୍ପାଦକ ଓ…