ସିଂଘମ୍‌ ପରି ସିନେମା ଅତ୍ୟନ୍ତ କ୍ଷତିକାରକ ବାର୍ତ୍ତା ପ୍ରସାରଣ କରନ୍ତି: ବମ୍ବେ ହାଇକୋର୍ଟ ବିଚାରପତି

ମୁମ୍ବାଇ: ଆଇନ ବ୍ୟବସ୍ଥା ପ୍ରତି ଧ୍ୟାନ ନ ଦେଇ ତୁରନ୍ତ ନ୍ୟାୟ ଦେଉଥିବା ‘ହିରୋ ପୁଲିସ’ ଚରିତ୍ର ପ୍ରଦର୍ଶନ କରୁଥିବା ‘ସିଂଘମ୍‌’ ପରି ସିନେମା ସବୁ ଅତ୍ୟନ୍ତ କ୍ଷତିକାରକ ବାର୍ତ୍ତା ପ୍ରସାରଣ କରୁଛନ୍ତି ବୋଲି ଶୁକ୍ରବାର ଦିନ ବମ୍ବେ ହାଇକୋର୍ଟର ବିଚାରପତି…

ଆଗାମୀ ପିଢ଼ି ପାଇଁ ସିଗାରେଟ୍‌ ନିଷିଦ୍ଧ କରିବେ ଋଷି ସୁନକ

ଲଣ୍ଡନ: ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଏମିତି କିଛି କଟକଣା ଜାରି କରିବାକୁ ବିଚାର କରୁଛନ୍ତି ଯଦ୍ଦ୍ବାରା ଇଂଲଣ୍ଡ୍‌ର ଆଗାମୀ ପିଢ଼ି ଆଉ ସିଗାରେଟ୍‌ କିଣିବା ପାଇଁ ସମର୍ଥ ହେବେନାହିଁ ବୋଲି ସରକାରୀ ସୂତ୍ରରୁ ସୂଚନା ସଂଗ୍ରହ କରି ଶୁକ୍ରବାର ଦିନ…

ଭାରତୀୟ ଦୂତାବାସକୁ ଗୁଇନ୍ଦା ନିରୀକ୍ଷଣରେ ରଖିଥିଲା କାନାଡ଼ା

ନୂଆଦିଲ୍ଲୀ: କାନାଡ଼ାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜା‌ର ହତ୍ୟା ମାମଲା ନେଇ ଭାରତ-କାନାଡ଼ା ସଂପର୍କ ଅତି ତିକ୍ତ ହୋଇଉଠିଛି। ଏହି ହତ୍ୟାରେ ଭାରତର ହାତ ଅଛି ବୋଲି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ‌ଟ୍ରୁଡ଼ୋ କରି ଆସୁଥିବା ଦାବିକୁ ଭାରତ ସରକାର…

ସନାତନ ଧର୍ମ ଟିପ୍ପଣୀ: ତାମିଲନାଡ଼ୁ ସରକାର, ଉଦୟନିଧି ଷ୍ଟାଲିନଙ୍କୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ: ସନାତନ ଧର୍ମ ଟିପ୍ପଣୀ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି ତାମିଲନାଡ଼ୁ ସରକାର, ମନ୍ତ୍ରୀ ଉଦୟନିଧି ଷ୍ଟାଲିନ, ଡିଏମ୍‌କେ ସାଂସଦ ଏ ରାଜା ଏବଂ ଅନ୍ୟ ୧୨ ଜଣଙ୍କୁ ନୋଟିସ୍‌ କରିଛନ୍ତି। ଉଦୟନିଧି ସନାତନ ଧର୍ମକୁ ନେଇ ଅତ୍ୟନ୍ତ ଉତ୍ତେଜକ ଓ ଘୃଣା…

ଭୋଟରଙ୍କ ବିଶ୍ବାସ ହରାଇଲେ ଟ୍ରୁଡ଼ୋ: ୫୦ ବର୍ଷରେ ସବୁଠୁ ବିଫଳ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ମାମଲାରେ ଭାରତର ସମ୍ପୃକ୍ତି ଥିବା ଦାବି କରୁଥିବା କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭୋଟରଙ୍କ ବିଶ୍ବାସ ହରାଇଛନ୍ତି। ଟ୍ରୁଡୋଙ୍କ ଲୋକପ୍ରିୟତା ଅତି ସାଂଘାତିକ ଭାବେ କମିଛି। ନିକଟ‌ରେ ହୋଇଥିବା ଏକ ଜନମତ…

ଜେଲରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଜେରା କରିବ ସିଆଇଡି

ଜେଲରେ ଜେରା ହେବେ ଚନ୍ଦ୍ରବାବୁ ନାଇଡୁ। ତାଙ୍କୁ ଜେରା କରିବାକୁ ଆଜି ଦୁର୍ନୀତି ନିରୋଧ ଶାଖା(ଏସିବି)ର ଗୋଟିଏ କୋର୍ଟ ସିଆଇଡିକୁ ଅନୁମତି ଦେଇଛନ୍ତି। ଆନ୍ଧ୍ର ପ୍ରଦେଶ ଦକ୍ଷତା ବିକାଶ ନିଗମରେ ହୋଇଥିବା କୋଟି କୋଟି ଟଙ୍କା ଦୁର୍ନୀତି ମାମଲାରେ ସିଆଇଡି ଚନ୍ଦ୍ରବାବୁଙ୍କୁ…

ବିଜେପି ସହ ହାତ ମିଳାଇଲେ କୁମାରସ୍ୱାମୀ

ଯାହା ଆଶା କରାଯାଉଥିଲା ସେଇଆ ହେଲା। ବିଜେପି ସହ ଶେଷରେ ହାତ ମିଳାଇଛନ୍ତି କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ୱାମୀ। ଆଜି ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ।…

ମହିଳା ସଂରକ୍ଷଣ ବିଲ: କଂଗ୍ରେସ ୧୦୦% ଅନୁତପ୍ତ ବୋଲି କହିଲେ ରାହୁଲ ଗାନ୍ଧି

କ୍ଷମତାରେ ଥିବା ବେଳେ ମହିଳା ସଂରକ୍ଷଣ ବିଲ୍ କଂଗ୍ରେସ ପାରିତ କରି ପାରି ନଥିଲା। ଏଥିସହ ଦଳ ଆଣିଥିବାର ମହିଳା ସଂରକ୍ଷଣ ବିଲ୍‌ରେ ଓବିସିଙ୍କ କୋଟାକୁ ସାମିଲ କରିପାରି ନଥିଲା। ଏଥିପାଇଁ ଏବେ ଦଳ ୧୦୦% ଅନୁତପ୍ତ ବୋଲି କହିଛନ୍ତି ରାହୁଲ…

ଖ୍ୟାତନାମା ବିଶ୍ବବିଦ୍ୟାଳୟରେ ପଢ଼ିବାକୁ ୪୦୦୦ କିଲୋମିଟର୍‌ ସାଇକେଲ୍‌ ଚଳାଇ ଗଲେ ଛାତ୍ର

ନୂଆଦିଲ୍ଲୀ: ଇଚ୍ଛା କରିଥିବା ବିଶ୍ବବିଦ୍ୟାଳୟ ‘ଅଲ-ଆଝାର୍‌ ଅଲ୍‌-ଶରିଫ୍‌’ରେ ପଢ଼ିବା ପାଇଁ ପଶ୍ଚିମ ଆଫ୍ରିକୀୟ ଦେଶ ଗିନିରୁ ଜଣେ ଛାତ୍ର ସାଇକେଲ୍‌ ଚଢ଼ି ପ୍ରାୟ ୪୦୦୦ କ‌ିଲୋମିଟର୍‌ ରାସ୍ତା ଅତିକ୍ରମ କରି ଇଜିପ୍ଟକୁ ଯାଇଥିବା କଥା ‘ବିବିସି’ ରିପୋର୍ଟ କରିଛି। ‘ସୁନି ଇସ୍‌ଲାମିକ୍‌…

ଭାରତ ବନ୍ଦ କରିବ ସିନ୍ଧୁ ନଦୀ ଜଳ ଚୁକ୍ତି, ପାକିସ୍ତାନକୁ ମିଳିବନି ପାଣି

ଖାଦ୍ୟ ପାଇଁ ସଂଘର୍ଷ କରୁଥିବା ପାକିସ୍ତାନକୁ ଆଉ ମିଳିବନି ପାଣି । ଦୀର୍ଘ ଦିନ ହେବ ଆର୍ଥିକ ସମସ୍ୟା ଦେଇ ଗତି କରୁଛି ପାକିସ୍ତାନ । ଦିନକୁ ଦୁଇ ଓଳି ଖାଇବାକୁ ପାଉନାହାନ୍ତି ଏଠାକାର ଲୋକେ । ଖାଦ୍ୟ ପେଟ୍ରୋଲର ଅଭାବ…