ପରବର୍ତ୍ତୀ ଜି-୨୦ ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରିବ ବ୍ରାଜିଲ

ପରବର୍ତ୍ତୀ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା କରିବ ବ୍ରାଜିଲ। ଚଳିତ ସଂସ୍କରଣର ଅନ୍ତିମ ଦିନରେ ବ୍ରାଜିଲକୁ ଜି-୨୦ର ଅଧ୍ୟକ୍ଷତା ଭାର ସମର୍ପଣ କଲା ଭାରତ। ଆସନ୍ତା ବର୍ଷକୁ ବ୍ରାଜିଲରେ ଅନୁଷ୍ଠିତ ହେବ ଜି-୨୦ ଶିଖର ସମ୍ମିଳନୀ। ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଅଧ୍ୟକ୍ଷତା ଭାର ସମର୍ପଣ…

G20: ଗାଲା ଡିନରରେ ଶାଢି ଓ ଟିକିଲି ପିନ୍ଧି ପହଞ୍ଚିଥିଲେ ଜାପାନର ପ୍ରଥମ ମହିଳା

ରାଜଧାନୀ ଦିଲ୍ଲୀରେ ଆୟୋଜିତ ଜି-୨୦ ସମ୍ମିଳନୀର ଗାଲା ଡିନରରେ ବିଦେଶୀ ଅତିଥିମାନେ ଭାରତୀୟ ଷ୍ଟାଇଲ୍‌ରେ ନଜର ଆସିଥିଲେ। ଅଧିକାଂଶ ବିଦେଶୀ ଅତିଥି ପାରମ୍ପରିକ ଭାରତୀୟ ପୋଷାକ ପିନ୍ଧି ଗାଲା ଡିନରରେ ସାମିଲ ହୋଇଥିଲେ। ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ପତ୍ନୀ ୟୁକୋ…

ଦିଲ୍ଲୀରେ ପ୍ରବଳ ବର୍ଷା, ‘ଭାରତ ମଣ୍ଡପମ୍‌’ରେ ପଶିଲା ପାଣି

ଜି-୨୦ ଶିଖର ସମ୍ମିଳନୀ ଚାଲିଥିବା ବେଳେ ନୂଆଦିଲ୍ଲୀରେ ପ୍ରବଳ ବର୍ଷା ହୋଇଛି। ଏହି କାରଣରୁ ଆୟୋଜନ ସ୍ଥଳରେ ସମସ୍ୟା ବଢ଼ିଯାଇଛି। ଜି-୨୦ ସଦସ୍ୟମାନଙ୍କ ଆତିଥ୍ୟ ପାଇଁ ତିଆରି ‘ଭାରତ ମଣ୍ଡପମ୍‌’ର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି…

ଆସନ୍ତାବର୍ଷ ଜାନୁଆରୀ ୨୨ରେ ହେବ ଅଯୋଧ୍ୟା ରାମମନ୍ଦିରର ଉଦ୍‌ଘାଟନ

ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‌ଘାଟିତ ହେବା ନେଇ ତାରିଖ ଘୋଷଣା ହୋଇଛି । ଅଯୋଧ୍ୟାରେ ଚାଲିଥିବା ବୈଠକରେ ରାମ ଲାଲାଙ୍କୁ ୨୨ ଜାନୁଆରୀ ୨୦୨୪ ରେ ଗର୍ଭଗୃହରେ ବିରାଜମାନ କରାଇବାକୁ ନିଷ୍ପତ୍ତି ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ…

ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ବ୍ରିଟେନ ଦେବ 2 ବିଲିୟନ ଡଲାର

ଗ୍ରୀନ୍ କ୍ଲାଇମେଟ୍ ଫଣ୍ଡ ବା ସବୁଜ ଜଳବାୟୁ ପାଣ୍ଠିକୁ 2 ବିଲିୟନ ଡଲାର ଅର୍ଥାତ୍ 1 ଲକ୍ଷ 56 ହଜାର 360 କୋଟି ଯୋଗାଇବ ବ୍ରିଟେନ। ଦିଲ୍ଲୀରେ ଅନୁଷ୍ଠିତ ଜି-20 ଶିଖର ସମ୍ମିଳନୀର ଦ୍ୱିତୀୟ ଦିନରେ ଏହି ଘୋଷଣା କରିଛନ୍ତି ବ୍ରିଟେନ…

ବ୍ରିଟେନର ମତ୍ସ୍ୟଜୀବୀ ଧରିଲେ ବିରଳ ନୀଳ ଚିଙ୍ଗୁଡ଼ି

କମଳା, ଧଳା, ଗାଢ଼ କଳା ରଙ୍ଗର ଚିଙ୍ଗୁଡ଼ି ଆପଣ ଖାଇଥିବେ ନିଶ୍ଚିତ । କିନ୍ତୁ ଆପଣ କେବେ ନୀଳ ରଙ୍ଗର ଚିଙ୍ଗୁଡ଼ି ଦେଖିଛନ୍ତି କି ? ଏଭଳି ଏକ ଦୁର୍ଲଭ ନୀଳ ଚିଙ୍ଗୁଡ଼ି ଜଣେ ମତ୍ସ୍ୟଜୀବିଙ୍କ ଜାଲରେ ଧରା ପଡ଼ିଛି ।…

ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକ ପତ୍ନୀଙ୍କୁ ନେଇ ଅକ୍ଷରଧାନ ମନ୍ଦିର ଭ୍ରମଣ

ନୂଆଦିଲ୍ଲୀ: ‘ଜି୨୦’ ଶିଖର ସମ୍ମିଳନୀରୁ ସାମାନ୍ୟ ବିରତି ନେଇ ଆଜି ସକାଳୁ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ସ୍ତ୍ରୀ ଅକ୍ଷତା ମୂର୍ତ୍ତି ଦିଲ୍ଲୀସ୍ଥିତ ଅକ୍ଷରଧାମ ମନ୍ଦିରକୁ ଯାଇଥିଲେ। ସେଠାରେ ମନ୍ଦିରରେ ପୂଜା ଓ ଆଳତି କରିଥିଲେ ଦୁହେଁ ।…

ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଜି-20 ଦେଶର ରାଷ୍ଟ୍ରମୁଖ୍ୟ

ଜି-20 ଶିଖର ସମ୍ମିଳନୀରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି। ଆଜି ଦ୍ୱିତୀୟ ଦିନର କାର୍ଯ୍ୟକ୍ରମରେ ରାଜଘାଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଜି-20 ଦେଶର ରାଷ୍ଟ୍ରମୁଖ୍ୟ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସକାଳେ ବାପୁଙ୍କ ସମାଧି ପୀଠରେ ପହଞ୍ଚି ନିରବ…

ଇସ୍ରୋକୁ ମିଳିଲା ଆଉ ଏକ ସଫଳତା: ଚତୁର୍ଥ କକ୍ଷପଥରେ ପ୍ରବେଶ କଲା ଆଦିତ୍ୟ L1

ନୂଆଦିଲ୍ଲୀ : ସନ୍ ମିଶରେ ଆଗକୁ ବଢ଼ୁଛି ଇସ୍ରୋର ମହାକାଶଯାନ ଆଦିତ୍ୟ L1 । ସଫଳତାର ସହ ଆଜି ତୃତୀୟ ଆର୍ଥ ବାଉଣ୍ଡ ମାନ୍ୟୁଭର ବା ତୃତୀୟ କକ୍ଷପଥ ପରିବର୍ତ୍ତନ କରିଛି । ଚତୁର୍ଥ କକ୍ଷପଥରେ ପ୍ରବେଶ କରିଛି ସ୍ପେସକ୍ରାଫ୍ଟ । ଏବେ…

ମରୋକ୍କୋ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୨୦୦୦ ଟପିଲା

ଉତ୍ତର ଆଫ୍ରିକୀୟ ଦେଶ ମରୋକ୍କୋରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ୨ ହଜାର ଟପିଛି ମୃତ୍ୟୁ ସଂଖ୍ୟା। ହଜାର ହଜାର ଲୋକେ ଆହତ ହୋଇଥିବା ବେଳେ ୨ ହଜାରରୁ ଅଧିକଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଧ୍ୱଂସାବଶେଷ ତଳେ ଏବେ ବି ଅନେକ ଦବି…