ବେଙ୍ଗାଲୁରୁ ବିମାନବନ୍ଦରରେ ବ୍ୟାଗ୍‌ରୁ ମିଳିଲା ୭୨ଟି ଛୁଆ ଅଜଗର! ୬ଟି ମୃତ ମାଙ୍କଡ଼ ମଧ୍ୟ ଜବତ

ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବ୍ୟାଗରୁ ମିଳିଛି ୭୨ଟି ବିଦେଶୀ ସାପ। ଏହାସହିତ ୬ଟି କାପୁଚିନ୍ ମାଙ୍କଡ଼ର ମୃତଦେହ ମଧ୍ୟ ଜବତ କରାଯାଇଛି। କଷ୍ଟମ୍‌ ଅଧିକାରୀଙ୍କ ସୂଚନା ମୁତାବକ, ବିମାନବନ୍ଦରରୁ ୫୫ଟି ବଲ୍ ଅଜଗର ସହିତ ୧୭ଟି ଅହିରାଜ ଏବଂ…

G-20 ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବ୍ରିଟେନ୍‌ ପିଏମ୍‌ ରୁଷି ସୁନକ୍‌, ଜାପାନ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ମଧ୍ୟ ଆସିଲେ

ଜି-୨୦ ସମ୍ମିଳନୀ ପାଇଁ ପ୍ରସ୍ତୁତ ରାଜଧାନୀ ଦିଲ୍ଲୀ। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରୁଷି ସୁନକ୍‌ ଜି-୨୦ ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାର୍ବଜନିକ ବିତରଣ ତଥା ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ରାଜ୍ୟମନ୍ତ୍ରୀ ଅଶ୍ୱିନୀ କୁମାର…

ଜି୨୦ ରାତ୍ରିଭୋଜନକୁ ଯିବି କେମିତି? ନିମନ୍ତ୍ରଣ କରି ଦିଲ୍ଲୀକୁ ନୋ ଫ୍ଲାଇଂ ଜୋନ୍ କରିଛନ୍ତି: ଭୂପେଶ ବାଘେଲ

ରାୟପୁର: ୨୦୨୩ ପାଇଁ ଜି-୨୦ର ଅଧ୍ୟକ୍ଷ ଭାରତ ନୂଆଦିଲ୍ଲୀରେ ଏହାର ଶିଖର ସମ୍ମିଳନୀ ଆୟୋଜନ କରୁଛି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ବିଦେଶରୁ ଆସୁଥିବା ସବୁ ଅତିଥିଙ୍କ ପାଇଁ ଶନିବାର ରାଷ୍ଟ୍ରପତି ଦ୍ରୌପଦୀ…

ପ୍ରସିଦ୍ଧ କାର୍ଟୁନିଷ୍ଟ ଅଜିତ ନିନାନଙ୍କ ପରଲୋକ

ପ୍ରସିଦ୍ଧ କାର୍ଟୁନିଷ୍ଟ ଅଜିତ ନିନାନଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। କର୍ଣ୍ଣାଟକାର ମହୀଶୂର ସ୍ଥିତ ତାଙ୍କ ଆପାର୍ଟମେଣ୍ଟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।…

ଏୟାରବସ୍ ଓ ଗତିଶକ୍ତି ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର, ନିଯୁକ୍ତି ପାଇବେ ୧୫,୦୦୦

ଏୟାରବସ୍ ଓ ଭାରତୀୟ ରେଳବାଇର ଗତିଶକ୍ତି ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର। ଭାରତୀୟ ବିମାନ ଚଳାଚଳ କ୍ଷେତ୍ରକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ଭାରତୀୟ ରେଳବାଇର ଗତି ଶକ୍ତି ବିଶ୍ୱବିଦ୍ୟାଳୟ (ଜିଏସଭି), ଭଦୋଦରା ଏବଂ ବାଣିଜ୍ୟିକ ବିମାନ ଉତ୍ପାଦନକାରୀ ଏୟାରବସ୍ ଆଜି ଏକ ବୁଝାମଣା…

ବ୍ରିଟେନରୁ ଫେରିବ ଅଫଜଲ ଖାଁଙ୍କୁ ହତ୍ୟା କରିଥିବା ଶିବାଜୀଙ୍କ ‘ବାଘ ନଖ’

ଫେରୁଛି 'ବାଘ ନଖ'। ଅଫଜଲ ଖାନକୁ ହତ୍ୟା କରିବା ପାଇଁ ଛତ୍ରପତି ଶିବାଜୀ ବ୍ୟବହାର କରିଥିବା ଅସ୍ତ୍ର ଭାରତ ସଂଗ୍ରହାଳରେ ସ୍ଥାନ ପାଇବ। ଏନେଇ ବ୍ରିଟେନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଚଳିତ ମାସ ଶେଷ ଆଡ଼କୁ ବ୍ରିଟେନ ଗସ୍ତ କରିବେ ରାଷ୍ଟ୍ର…

ଜି-୨୦: ୧୫ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି

ଆସନ୍ତାକାଲିଠାରୁ ଦୁଇ ଦିନ ଧରି ବିଶ୍ୱର ବହୁ ଶୀର୍ଷ ନେତାଙ୍କୁ ନେଇ ଅନୁଷ୍ଠିତ ହେବ ଜି-୨୦ ଶିଖର ସମ୍ମିଳନୀ। ପ୍ରଥମ କରି ଭାରତ ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରୁଛି। ଏଥିପାଇଁ ଦିଲ୍ଲୀରେ ବ୍ୟାପକ ବନ୍ଦୋବସ୍ତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

‘ଜି୨୦’ ନୈଶ୍ୟଭୋଜିକୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଏଚ୍‌. ଡି. ଦେବେ ଗୌଡ଼ାଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ: ଶନିବାର ନୂଆଦିଲ୍ଲୀରେ ହେବାକୁ ଥିବା ‘ଜି୨୦’ ଶିଖର ସମ୍ମିଳନୀର ନୈଶ୍ୟ‌ଭୋଜିକୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଏଚ୍‌. ଡି. ଦେବେଗୌଡ଼ାଙ୍କୁ ନିମନ୍ତ୍ରଣ କରାଯାଇଛି। ଏହାଛଡ଼ା, ବିରୋଧୀ ଶାସିତ ରାଜ୍ୟ ସମେତ ଏହି ନୈଶ୍ୟଭୋଜିକୁ ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ…

ମୋଦି-ବାଇଡେନ ଆଲୋଚନା ପୂର୍ବରୁ MQ-9B ହଣ୍ଟର୍ କିଲର ଡ୍ରୋନ୍ ମାଗିଲା ଭାରତ

ଆମେରିକାଠୁ ଭାରତ କିଣିବ MQ-9B ହଣ୍ଟର୍ କିଲର ଡ୍ରୋନ୍। ଏଥିପାଇଁ ଆନୁଷ୍ଠାନିକ ଭାବେ ଆମେରିକା ସରକାରଙ୍କୁ ଅନୁରୋଧ କରିଛନ୍ତି ଭାରତ ସରକାର। ଜି-20 ଶିଖର ସମ୍ମିଳନୀରେ ମୋଦି-ବାଇଡେନଙ୍କ ଆଲୋଚନା ପୂର୍ବରୁ ଏହି ପ୍ରସ୍ତାବ ଦେଇଛି ଭାରତ। ଭାରତ, ଆମେରିକା ସରକାରଙ୍କୁ 31…

ସ୍ପେନ ରାଷ୍ଟ୍ରପତି କୋରୋନା ପଜିଟିଭ, ଆସିବେନି ଭାରତ

ସ୍ପେନ ରାଷ୍ଟ୍ରପତି ପେଡ୍ରୋ ସାନଚେଜ୍ କୋରୋନା ଆକ୍ରାନ୍ତ । ଫଳରେ ସ୍ପେନ ରାଷ୍ଟ୍ରମୁଖ୍ୟ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ସାମିଲ ହେବେ ବୋଲି ସ୍ପଷ୍ଟ ହୋଇଛି। ଏନେଇ ରାଷ୍ଟ୍ରପତି ପେଡ୍ରୋ ସାନଚେଜ୍ X (ପୂର୍ବର ଟ୍ୱିଟର) ଜରିଆରେ ସୂଚନା…