ନାମ ପରିବର୍ତ୍ତନ ଏକ ଗୁଜବ: କେନ୍ଦ୍ର ମନ୍ତ୍ରୀ
ଜି-୨୦ର ଅତିଥିଙ୍କ ନିମନ୍ତେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ନୈଶଭୋଜି ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ଲେଖାଯିବା ପରେ ଆରମ୍ଭ ହୋଇଛି ବିବାଦ। ବିଜେପି ସୁଚିନ୍ତିତ ଭାବେ ‘ଇଣ୍ଡିଆ’ ନାମକୁ ଲୋପ କରି ‘ଭାରତ’ ଲାଗୁ କରିବାକୁ ଯୋଜନା…
