ପରକୀୟା ପ୍ରୀତି ସନ୍ଦେହରେ ସ୍ୱାମୀଙ୍କୁ ଲଣ୍ଡା କରି ରାସ୍ତାରେ ଚଲାଇଲେ ସ୍ତ୍ରୀ

ଅର୍ଦ୍ଧ ମୁଣ୍ଡନ କରି ସ୍ୱାମୀକୁ ରାସ୍ତାରେ ଚଲାଇଲେ ସ୍ତ୍ରୀ। ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କରେ ଥିବା ଜାଣି ଏପରି ପଦକ୍ଷେପ ନେଇଛନ୍ତି ଜଣେ ମହିଳା। ସମ୍ପୃକ୍ତ ମହିଳାଙ୍କ ସହ ସ୍ୱାମୀଙ୍କୁ ଗୋଟିଏ ଘରେ ଦେଖିବା ପରେ ଏପରି ଦଣ୍ଡ ଦେଇଛନ୍ତି…

ଧାରା ୩୭୦: ୧୬ଦିନର ଶୁଣାଣି ପରେ ରାୟ ସଂରକ୍ଷିତ

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବିରୋଧରେ ହୋଇଥିବା ଏକାଧିକ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ। ଆବେଦନଗୁଡ଼ିକ ଉପରେ ସର୍ବୋଚ୍ଚ ଅଦାଲତ ୧୬ ଦିନ ଧରି ମାରାଥନ ଶୁଣାଣି କରିବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି। ଅଗଷ୍ଟ ମାସରୁ…

ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଚୀନ-ପାକିସ୍ତାନ ସୀମାରେ ଭାରତୀୟ ବାୟୁସେନାର ଯୁଦ୍ଧାଭ୍ୟାସ ଆରମ୍ଭ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଉତ୍ତର ଏବଂ ପଶ୍ଚିମ ସେକ୍ଟରରେ ଚୀନ୍-ପାକିସ୍ତାନ ସାମ୍ନାରେ ଏକ ପ୍ରମୁଖ ଯୁଦ୍ଧାଭ୍ୟାସ ‘ତ୍ରିଶୁଳ’ ଆରମ୍ଭ କରିଛି।  ଯେଉଁଥିରେ ଯୁଦ୍ଧ ବିମାନ ଏବଂ ଭୂପୃଷ୍ଠରୁ ଆକାଶମାର୍ଗକୁ ଅସ୍ତ୍ରଶସ୍ତ୍ର ନିୟୋଜିତ କରିବା ଭଳି ପ୍ରଣାଳୀ ଅଭ୍ୟାସ କରାଯାଇଛି। ଭାରତୀୟ ସେନା ମଧ୍ୟ…

କ୍ରିକେଟ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା

ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ୍‌ ୨୦୨୩ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି। ଭାରତୀୟ ପୁରୁଷ କ୍ରିକେଟ୍‌ ଟିମ୍‌ର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଓ ଅଧିନାୟକ ରୋହିତ ଶାର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱକପ୍‌ ପାଇଁ ୧୫ ଜଣିଆ…

ଆସନ୍ତା ୭ରେ ଇଣ୍ଡୋନେସିଆ ଯିବେ ପ୍ରଧାନମନ୍ତ୍ରୀ ମୋଦି

ଇଣ୍ଡୋନେସିଆ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେପ୍ଟେମ୍ବର ୭ରେ ହେବାକୁ ଥିବା ୨୦ତମ ଏସିୟାନ-ଭାରତ ଶିଖର ସମ୍ମିଳନୀ (ASEAN-India Summit 2023) ଏବଂ ୧୮ତମ ପୂର୍ବ ଏସିଆ ଶିଖର ସମ୍ମିଳନୀ ପାଇଁ ଇଣ୍ଡୋନେସିଆର ଜାକର୍ତ୍ତା ଗସ୍ତରେ ଯିବେ ମୋଦି। ବୈଦେଶିକ ମନ୍ତ୍ରଣାଳୟ…

INDIA ଶବ୍ଦକୁ ନେଇ ହଙ୍ଗାମା! G-20 ଡିନର ପାଇଁ ‘ପ୍ରେସିଡେଣ୍ଟ୍‌ ଅଫ୍‌ ଭାରତ’ ନାମରେ ପଠାଗଲା ନିମନ୍ତ୍ରଣ ପତ୍ର

‘ପ୍ରେସିଡେଣ୍ଟ୍‌ ଅଫ୍‌ ଭାରତ’ ନାମରେ ପଠାଗଲା ନିମନ୍ତ୍ରଣ ପତ୍ର। ରାଷ୍ଟ୍ରପତି ଭବନ ତରଫରୁ ସେପ୍ଟେମ୍ବର ୯ରେ ଜି୨୦ ଡିନର ପାଇଁ ‘ପ୍ରେସିଡେଣ୍ଟ୍‌ ଅଫ୍‌ ଇଣ୍ଡିଆ’ ଜାଗାରେ ‘ପ୍ରେସିଡେଣ୍ଟ୍‌ ଅଫ୍‌ ଭାରତ’ ନାମରେ ନିମନ୍ତ୍ରଣ ପତ୍ର ପଠାଯାଇଛି। ଏହି ନିମନ୍ତ୍ରଣ ପତ୍ରକୁ ନେଇ…

‘ଉଦୟନିଧିଙ୍କ ମୁଣ୍ଡ କାଟ, ୧୦ କୋଟି ଟଙ୍କା କମ୍‌ ପଡ଼ିଲେ ଆହୁରି ଦେବି’; ଅଯୋଧ୍ୟା ସନ୍ଥଙ୍କ ନୂଆ ଘୋଷଣା

‘ଉଦୟନିଧିଙ୍କ ମୁଣ୍ଡ କାଟ୍‌ କଲେ, ୧୦ କୋଟି ଟଙ୍କା ଦେବି’। ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି ଅଯୋଧ୍ୟାର ସନ୍ଥ ପରମହଂସ ଆଚାର୍ଯ୍ୟ। ସନାତନ ଧର୍ମ ଉପରେ ତାମିଲନାଡ଼ୁ ସରକାରଙ୍କ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌ ଦେଇଥିବା ବିବାଦୀୟ ବୟାନକୁ ନେଇ ବିଭିନ୍ନ…

ଜି-୨୦ ସମ୍ମିଳନୀ: ଦିଲ୍ଲୀବାସୀ ୨ ଦିନ ଅର୍ଡର କରିପାରିବେ ନାହିଁ ପିଜ୍ଜା-ବର୍ଗର

ଦିଲ୍ଲୀବାସୀ ୨ ଦିନ ଅର୍ଡର କରିପାରିବେ ନାହିଁ ପିଜ୍ଜା-ବର୍ଗର। ଦିଲ୍ଲୀରେ ଆସନ୍ତା ୯ ଏବଂ ୧୦ ତାରିଖ ଦୁଇ ଦିନ ଧରି ଚାଲିବ ଜି-୨୦ ଶିଖର ସମ୍ମିଳନୀ। ୧୯ଟି ଦେଶରୁ ନେତାମାନେ ଏଠାକୁ ଆସିବେ। ଏଥିପାଇଁ ସମଗ୍ର ଦିଲ୍ଲୀକୁ ସଜାଯାଇଛି। ସୁରକ୍ଷା…

ସ୍ୱାମୀ ବିରୋଧରେ ଥାନାରେ ଅଭିଯୋଗ କରିବାକୁ ଯାଇଥିବା ମହିଳା ଗଣଦୁଷ୍କର୍ମର ଶିକାର

ସ୍ୱାମୀର ଅସହ୍ୟ ଯନ୍ତ୍ରଣା ସହି ନ ପାରି ଥାନାରେ ଅଭିଯୋଗ ପାଇଁ ଯାଇଥିବା ମହିଳାଙ୍କୁ ଗଣଦୁଷ୍କର୍ମ । ସବୁବେଳେ ମାରପିଟ କରୁଥିବା ସ୍ୱାମୀ ବିରୋଧରେ ଅଭିଯୋଗ ନେଇ ଥାନାକୁ ଯାଇଥିଲେ ମହିଳା । ହେଲେ ସେଠାରେ ପୋଲିସ ଏସଆଇ ଏବଂ ତାଙ୍କ…

ପାଟନା ୟୁନିଭରସିଟିର ଉଦ୍‌ଘାଟନ ସମାରୋହରେ ପଡିଗଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପାଟନା ୟୁନିଭରସିଟିରେ ଏକ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଗୋଡ ଖସିଯିବାରୁ ପଡିଯାଇଛନ୍ତି । ପାଟନା ୟୁନିଭରସିଟିରେ ଏକ କାର୍ଯ୍ୟକ୍ରମର ଉଦଘାଟନ ସମୟରେ ଗୋଡ ଖସିଯିବାର ନୀତିଶ କୁମାର ପଡିଯାଇଥିଲେ । ଏହି ସମୟର ତାଙ୍କ ସୁରକ୍ଷାକର୍ମୀ ତାଙ୍କୁ…