ମିଶନ ସୂର୍ଯ୍ୟ: ପୃଥିବୀର ତୃତୀୟ କକ୍ଷପଥକୁ ଗଲା ଆଦିତ୍ୟ L1
ନୂଆଦିଲ୍ଲୀ : ତୃତୀୟ କକ୍ଷପଥକୁ ଗଲା ଆଦିତ୍ୟ L1। ଭାରତର ସୂର୍ଯ୍ୟ ମିଶନରେ ସଫଳତାର ସହ ଦ୍ବିତୀୟ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ L1 । ଆଜି ସକାଳ ୨ଟା ୪୫ ମିନିଟରେ ଦ୍ବିତୀୟ ଆର୍ଥ ବାଉଣ୍ଡ ଫାୟାରିଂ କରାଯାଇଛି । ରବିବାର…
ନୂଆଦିଲ୍ଲୀ : ତୃତୀୟ କକ୍ଷପଥକୁ ଗଲା ଆଦିତ୍ୟ L1। ଭାରତର ସୂର୍ଯ୍ୟ ମିଶନରେ ସଫଳତାର ସହ ଦ୍ବିତୀୟ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ L1 । ଆଜି ସକାଳ ୨ଟା ୪୫ ମିନିଟରେ ଦ୍ବିତୀୟ ଆର୍ଥ ବାଉଣ୍ଡ ଫାୟାରିଂ କରାଯାଇଛି । ରବିବାର…
ଦକ୍ଷତା ବିକାଶ କ୍ଷେତ୍ରରେ ଭାରତ ହେବ ବିଶ୍ବର ହବ୍। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବପ୍ନ ଓ ଏଥିପାଇଁ ସେ ପ୍ରତିଶ୍ରୁତି ବଦ୍ଧ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏକବିଂଶ ଶତାବ୍ଦୀରେ ଦକ୍ଷତା…
ନୂଆଦିଲ୍ଲୀ: ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହେଲେ ଦେଶର ଅନ୍ୟତମ ଅଗ୍ରଣୀ ଆଇନଜୀବୀ ତଥା ଭାରତର ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ। ସାଲଭେ ୬୮ ବର୍ଷ ବୟସରେ ତୃତୀୟ ଥର ପାଇଁ ବିବାହ କରିଛନ୍ତି। ଏହି ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ…
ଜୈସଲମେର:ଚନ୍ଦ୍ରଯାନ ସଫଳତା ପୂର୍ବକ ଲାଣ୍ଡ କରିଗଲା । ହେଲେ ରାହୁଲଯାନ ନା କେବେ ପ୍ରକ୍ଷେପଣ କରାଯାଇଛି ନା କେବେ ଲାଣ୍ଡ କରିଛି । ଏମିତି କହି କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରାଜସ୍ଥାନ ଗସ୍ତରେ ଯାଇ…
ଭାରତର ରାଜଧାନୀ ନୂଆଦିଲ୍ଲୀରେ ଆସନ୍ତା ୯ ଓ ୧୦ ତାରିଖ ଦୁଇ ଦିନ ଧରି ୧୮ତମ ଜି-୨୦ର ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ଯୋଗ ଦେବା ପାଇଁ ଭାରତ ଗସ୍ତରେ ଆସିବେ ଚାଇନା ପ୍ରଧାନମନ୍ତ୍ରୀ ଲି କ୍ୟୁଆଙ୍ଗ। ଚାଇନାର ବୈଦେଶିକ ମନ୍ତ୍ରଣାଳୟ…
ଜମ୍ମୁ-କଶ୍ମୀର ରିଆସି ଜିଲ୍ଲାରେ ଆଜି ବଡ଼ଧରଣର ଏନକାଉଣ୍ଟର ହୋଇଛି। ସର୍ଚ୍ଚ ଅପରେସନ ଓ କର୍ଡନ ସମୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଆତଙ୍କୀ ନିହତ ହୋଇଛି। ସେହିପରି ଜଣେ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଏନକାଉଣ୍ଟର ସ୍ଥଳରୁ ଏୟାରଲିଫ୍ଟ…
ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଉଜ୍ଜୈନର ବାବା ମହାକାଳଙ୍କୁ ଦର୍ଶନ କରିଛନ୍ତି। ରାଜ୍ୟରେ ଭଲ ବର୍ଷା ହେବାର କାମନା କରି ସିଏମ୍ ଚୌହାନ ବାବାଙ୍କ ଦରବାରରେ ପହଞ୍ଚିଥିଲେ ଏବଂ ଏଠାରେ ସେ ମହାରୁଦ୍ରାଭିଷେକରେ ସାମିଲ ହୋଇଥିଲେ। ଭାଦ୍ରବ ମାସର…
ତାମିଲନାଡ଼ୁ ସିଏମ୍ ଏମ୍କେ ଷ୍ଟାଲିନ୍ ଓ ତାଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ଙ୍କ ବିରୋଧରେ ଅଭିଯୋଗ ଦାଖଲ। ବିହାରର ମୁଜାଫର୍ପୁର କୋର୍ଟରେ ସୋମବାର ଏହି ଅଭିଯୋଗ ଦାଖଲ କରାଯାଇଛି। ଆଇନଜୀବୀ ସୁଧୀର କୁମାର ଓଝା ସନାତନ ଧର୍ମ ବିରୋଧରେ ଉଦୟନିଧି…
ରାଜଧାନୀ ଦିଲ୍ଲୀରେ ଆସନ୍ତା ୯ ଏବଂ ୧୦ ତାରିଖରେ ଆୟୋଜନ ହେବ ଜି-୨୦ ସମ୍ମିଳନୀ। ସୂତ୍ରରୁ ପ୍ରକାଶ ଯେ ଏହି ସମ୍ମିଳନୀରେ ବିରାଟ ଢାଞ୍ଚାରେ ଟେକ୍ନୋଲୋଜି ଉପରେ କାର୍ଯ୍ୟ ହେବ। ଏଠାକୁ ଆସୁଥିବା ବିଭିନ୍ନ ଦେଶର ରାଷ୍ଟ୍ରାଧ୍ୟକ୍ଷଙ୍କ ପାଇଁ ଜଣେ ଆଙ୍କର…
ମହାରାଷ୍ଟ୍ରର ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୋଓ୍ଵଇ ଅଞ୍ଚଳରେ ଜଣେ ଯୁବତୀଙ୍କ ମୃତଦେହ ସେ ରହୁଥିବା ଫ୍ଲାଟ୍ରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି। ମୁମ୍ବାଇ ଡିସିପି ଦତ୍ତା ନାଲାଓ୍ଵାଡେ ଏ ନେଇ ସୂଚନା ଦେଇଛନ୍ତି। ମୃତ ଯୁବତୀ ଜଣେ…