ଛେଳି ଚୋରି ସନ୍ଦେହରେ ଦଳିତ ଯୁବକ ଓ ତାଙ୍କ ସାଙ୍ଗକୁ ଓଲଟା ବାନ୍ଧି ନିର୍ଯାତନା
ହାଇଦ୍ରାବାଦ: ତେଲେଙ୍ଗାନାର ମାଞ୍ଚିରିଆଲ ଜିଲ୍ଲାରେ ଛେଳି ଚୋରି ସନ୍ଦେହରେ ଜଣେ ଦଳିତ ବ୍ୟକ୍ତି ଓ ତାଙ୍କ ସାଙ୍ଗଙ୍କୁ ଏକ ଶେଡ୍ରେ ଓଲଟା ଝୁଲାଇ ନିତାନ୍ତ ଅମାନୁଷିକ ଭାବେ ନିର୍ମମ ନିର୍ଯାତନା ଦିଆଯାଇଛି। ଏହି ଘଟଣାରେ କୋମୁରାଜୁଲା ରାମୁଲୁ, ତାଙ୍କ ପତ୍ନୀ ସ୍ୱରୂପା…
