ସୁପ୍ରିମକୋର୍ଟଙ୍କ ମଣିପୁର ନିର୍ଦ୍ଦେଶ : ୩ ଜଣିଆ ମହିଳା ଜଜ୍ ପ୍ୟାନେଲ୍, ୪୨ ସ୍ପେଶାଲ ଟିମ
ନୂଆଦିଲ୍ଲୀ : ମଣିପୁର ହିଂସା ଘଟଣାରେ ବଡ଼ ପଦକ୍ଷେପ ନେଇଛନ୍ତି ସୁପ୍ରିମକୋର୍ଟ। ମଣିପୁର ହିଂସା ଓ ଏହା ସହ ଜଡ଼ିତ ଘଟଣାର ତଦନ୍ତ ପାଇଁ ସର୍ବୋଚ୍ଚ ଅଦାଲତ ହାଇକୋର୍ଟର ୩ ଜଣ ପୂର୍ବତନ ମହିଳା ବିଚାରପତିଙ୍କୁ ନେଇ ଗୋଟିଏ କମିଟି ଗଠନ…
