ଶିଶୁ ଅରିହାଙ୍କୁ ଫେରାଇ ଆଣିବାକୁ ଜର୍ମାନ ରାଷ୍ଟ୍ରଦୂତଙ୍କୁ ସମନ କଲା ଭାରତ

ନୂଆଦିଲ୍ଲୀ: ଦୀର୍ଘ ୨୦ ମାସରୁ ଅଧିକ ସମୟ ଧରି ବର୍ଲିନରେ ଏକ ପୋଷ୍ୟ ଯତ୍ନ କେନ୍ଦ୍ରରେ ରହୁଥିବା ଜଣେ ଭାରତୀୟ ଶିଶୁକନ୍ୟା ଅରିହାଙ୍କୁ ସ୍ୱଦେଶକୁ ଫେରାଇ ଆଣିବା ପାଇଁ ଭାରତ ଚଳିତ ସପ୍ତାହରେ ଜର୍ମାନ ରାଷ୍ଟ୍ରଦୂତ ଫିଲିପ୍‌ ଆକରମ୍ୟାନଙ୍କୁ ସମନ କରି ତୁରନ୍ତ…

ବିରୋଧୀଙ୍କ କକ୍ଷତ୍ୟାଗ ମଧ୍ୟରେ ଲୋକସଭାରେ ଗୃହୀତ ହେଲା ଦିଲ୍ଲୀ ସେବା ବିଲ୍

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ସଦସ୍ୟଙ୍କ ହଙ୍ଗାମା ମଧ୍ୟରେ ଗୁରୁବାର ଲୋକସଭାରେ ଦିଲ୍ଲୀ ସେବା ବିଲ୍ ବା ଜାତୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀ ସରକାର (ସଂଶୋଧନ) ବିଲ୍ ୨୦୨୩ ଗୃହୀତ ହୋଇଛି। ଗୃହରେ ହଙ୍ଗାମା କରିଥିବାରୁ ଆମ୍ ଆଦମୀ ପାର୍ଟି ସାଂସଦ ସୁଶୀଲ…

ଜ୍ଞାନବ୍ୟାପୀ ସର୍ଭେ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଣର ବାରାଣସୀରେ ଥିବା ଜ୍ଞାନବ୍ୟାପୀ ମସିଜଦ ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି। ଆଜି ଆହ୍ଲାବାଦ ହାଇକୋର୍ଟ ଏଏସ୍‌ଆଇକୁ ସର୍ଭେ ପାଇଁ ଅନୁମତି ଦେବାରୁ ମୁସିଲିମ ପକ୍ଷ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଆଇନଜୀବୀ ନିଜାମ…

କ୍ୟାବିନେଟ ସଚିବଙ୍କ କାର୍ଯ୍ୟକାଳ ତୃତୀୟ ଥର ପାଇଁ ବଢ଼ିଲା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ କାର୍ଯ୍ୟକାଳକୁ ପୁଣି ବୃଦ୍ଧି କରିଛନ୍ତି। ଏହାକୁ ମିଶାଇ ରାଜୀବଙ୍କ କାର୍ଯ୍ୟକାଳ ତୃତୀୟଥର ପାଇଁ ବୃଦ୍ଧି କରାଯାଇଛି। ଆଜି କେନ୍ଦ୍ର ସରକାର ତାଙ୍କ କାର୍ଯ୍ୟକାଳକୁ ଆଉ ଗୋଟିଏ ବର୍ଷ ଯାଏ…

କୋଟାରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା

କୋଟା : ରାଜସ୍ଥାନର କୋଟାରେ ପୁଣି ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଏହି ୧୮ ବର୍ଷୀୟ ଛାତ୍ର ଜଣଙ୍କ ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ନେଉଥିଲେ। ହେଲେ ହଠାତ୍‌ ସେ ଜୀବନ ହାରିଛନ୍ତି। ଆତ୍ମହତ୍ୟା କରିଥିବା ଛାତ୍ର ଜଣଙ୍କ ହେଲେ…

କୋଇଲା ଭାଟିରୁ ମିଳିଲା କିଶୋରୀଙ୍କ ଦଗ୍ଧ ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ଆଶଙ୍କା

ଜୟପୁର : ରାଜସ୍ଥାନର ଭିଲୱାରା ଜିଲ୍ଲାରେ ଘଟିଛି ଦୁଃଖଦ ଘଟଣା। ଜଣେ କିଶୋରଙ୍କ ଦଗ୍ଧ ମୃତଦେହ ଗୋଟିଏ କୋଇଲା ଭାଟିରୁ ମିଳିଛି। ଭାଟି ନିକଟରୁ ତାଙ୍କ ଦଗ୍ଧ ମୃତଦେହର କିଛି ଅଂଶ, ଚପଲ ଓ ବ୍ରେସଲେଟ୍ ମିଳିବା ପରେ ହଇଚଇ ସୃଷ୍ଟି…

ଆଗ ଆତଙ୍କବାଦ ବନ୍ଦ କର..ତାପରେ ଆଲୋଚନା, ପାକିସ୍ତାନକୁ କହିଲା ଭାରତ

ନୂଆଦିଲ୍ଲୀ : ପାକିସ୍ତାନର ଆଲୋଚନା ପ୍ରସ୍ତାବ ଉପରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ବୟାନ ସାମ୍ନାକୁ ଆସିଛି । ପାକିସ୍ତାନ ସମେତ ଅନ୍ୟ ସମସ୍ତ ପଡ଼ୋଶୀ ଦେଶ ସହ ଭାରତ ସ୍ୱାଭାବିକ ସମ୍ପର୍କ ଚାହୁଁଛି ବୋଲି ମନ୍ତ୍ରଣାଳୟ ଦୋହରାଇଛି। କିନ୍ତୁ ତାପୂର୍ବରୁ…

ଆରମ୍ଭ ହେଲା ‘ଷ୍ଟଡି ଇନ୍ ଇଣ୍ଡିଆ’ ପୋର୍ଟାଲ

ନୂଆଦିଲ୍ଲୀ : ଭାରତରେ ପଢିବାକୁ ଚାହୁଁଥିବା ବିଦେଶୀ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଗୁରୁବାର ନୂଆଦିଲ୍ଲୀଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ‘ଷ୍ଟଡି ଇନ୍ ଇଣ୍ଡିଆ’(ଏସଆଇଆଇ)…

ନୁହ ହିଂସା : ୧୧୬ ଗିରଫ, ୯୦ ଅଟକ; ୧୯ ଜଣଙ୍କୁ ୧୪ ଦିନ ଲାଗି ବିଚାର ବିଭାଗୀୟ ହେପାଜତକୁ ପଠାଇଲେ ଅଦାଲତ

ନୁହ: ହରିୟାଣାର ନୁହ ସାଂପ୍ରଦାୟିକ ହିଂସା ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏହି ଘଟଣାରେ ସଂଶ୍ଲିଷ୍ଟ ଥିବା ୧୯ ଜଣଙ୍କୁ ଆଜି ସ୍ଥାନୀୟ ଅଦାଲତରେ ପେଶ୍ କରିଥିଲା। ମାମଲାର ଶୁଣାଣି କରି ଅଦାଲତ ସେମାନଙ୍କୁ ୧୪ ଦିନ ଲାଗି ବିଚାର…

ତାମିଲନାଡ଼ୁ : ୧୦୦ ବର୍ଷ ପରେ ମନ୍ଦିରରେ ପ୍ରବେଶ କଲେ ଦଳିତ

ତିରୁଭାନ୍ନାମଲାଇ: ତାମିଲନାଡୁର ତିରୁଭାନ୍ନାମଲାଇ ଜିଲ୍ଲାରେ ଆଜି ଏକ ଐତିହାସିକ ପଦକ୍ଷେପ ନିଆଯାଇଛି । ୧୦୦ ବର୍ଷ ପରେ ଦଳିତମାନେ ଜିଲ୍ଲାର ଚେଲାଙ୍ଗୁପ୍ପାମ ଗ୍ରାମର ମରିୟମ୍ମନ ମନ୍ଦିରରେ ପ୍ରବେଶ କରିଛନ୍ତି। ଏଠାରେ ଅନେକ ଦଳିତ ପରିବାର ପ୍ରଥମ ଥର ପାଇଁ ଏହି ମନ୍ଦିରକୁ…