ବିଜେଡି ଓ ୱାଇଏସଆର କଂଗ୍ରେସକୁ ଚିଦାମ୍ବରମଙ୍କ ପ୍ରଶ୍ନ, ଦିଲ୍ଲୀ ସେବା ବିଲରେ କଣ ଭଲ ଦେଖିଲେ?

ମଙ୍ଗଳବାର ଲୋକସଭାରେ ଆଗତ ହୋଇଛି ଦିଲ୍ଲୀ ସେବା ବିଲ୍। କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ବିଲକୁ ଆଗତ କରିଛନ୍ତି। ଏହି ବିଲ୍ ଉପରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ଏବଂ ଜଗନ୍ ମୋହନ ରେଡ୍ଡୀଙ୍କ ପାର୍ଟି ୱାଇଏସଆର କଂଗ୍ରେସ ମୋଦୀ ସରକାରଙ୍କୁ…

ମୋଦି ସରକାରକୁ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପିର ସମର୍ଥନ

ନୂଆଦିଲ୍ଲୀ: ରାଜନୀତିରେ ସବୁ ସମ୍ଭବ। ଆଜି ଯିଏ ଶତ୍ରୁ, କାଲି ସିଏ ମିତ୍ର ହୋଇପାରେ। ଏହାର ଜ୍ୱଳନ୍ତ ଉଦାହରଣ ଏବେ ସାମ୍ନାକୁ ଆସିଛି। ଆନ୍ଧ୍ର ପ୍ରଦେଶର ତେଲୁଗୁ ଦେଶମ ପାର୍ଟି(ଟିଡିପି) ଏହି କଥାକୁ ପ୍ରମାଣିତ କରି ଦେଖାଇଛି। ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି…

କେରଳ : ଆଶ୍ରମରେ ରହିବାକୁ ଆସିଥିବା ଆମେରିକୀୟ ମହିଳାଙ୍କୁ ଗଣଦୁଷ୍କର୍ମ, ୨ ଗିରଫ

ନୂଆଦିଲ୍ଲୀ: କେରଳର କୋଲ୍ଲାମ ଜିଲ୍ଲାରେ ଜଣେ ୪୪ ବର୍ଷୀୟ ଆମେରିକୀୟ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ମହିଳାଙ୍କୁ ନିଶା ଦେବା ପରେ ଦୁଇ ଅଭିଯୁକ୍ତ ତାଙ୍କୁ ନିଜ ସହ ଏକ ଅଜଣା ସ୍ଥାନକୁ ନେଇଯାଇଥିଲେ, ଯେଉଁଠାରେ ତାଙ୍କୁ ଅନେକ ଥର…

ହରିୟାଣା ହିଂସାକୁ ନେଇ ଦିଲ୍ଲୀରେ ବିକ୍ଷୋଭ: ‘ଘୃଣ୍ୟ ଭାଷଣ’ ଉପରେ ନିଷେଧାଦେଶ ଜାରି ସହ ରାଲିର ଭିଡିଓଗ୍ରାଫି ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ହରିୟାଣାରେ ସାମ୍ପ୍ରଦାୟିକ ସଂଘର୍ଷକୁ ନେଇ ଆନ୍ଦୋଳନ ଦିଲ୍ଲୀ ସୀମାରେ ପହଞ୍ଚିଥିବା ବେଳେ ସୁପ୍ରିମକୋର୍ଟ ସାମ୍ପ୍ରଦାୟିକ ନିଆଁ ଲଗାଇବା ଏବଂ ଲୋକଙ୍କୁ ହିଂସା ପାଇଁ ଉତ୍ସାହିତ କରୁଥିବା ରାଲିକୁ ବନ୍ଦ କରିବା ପାଇଁ ହୋଇଥିବା ଏକ ଆବେଦନର ଶୁଣାଣି କରି ଭିଏଚ୍‌ପି/ବଜରଙ୍ଗ…

ସାଂସଦଙ୍କ ଆଚରଣକୁ ନେଇ ବାଚସ୍ପତି କ୍ଷୁବ୍ଧ, ସଂସଦକୁ ଆସିଲେନି

ନୂଆଦିଲ୍ଲୀ : ମୌସୁମୀ ଅଧିବେଶନ ଆରମ୍ଭ ହେବା ଦିନ ଠାରୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ମଣିପୁର ତାତି ଦେଖିବାକୁ ମିଳିଛି। ମଣିପୁର ପ୍ରସଙ୍ଗରେ ଗୃହ କାର୍ଯ୍ୟ ଠିକ ଭାବେ ଚାଲିପାରୁନି। ଲୋକସଭାରେ ଉଭୟ ଶାସକ ଓ ବିରୋଧୀ ଦଳର ସାଂସଦମାନେ…

ସାଂପ୍ରଦାୟିକ ହିଂସାରେ ଜଳୁଛି ହରିଆଣା: ମୁଖ୍ୟମନ୍ତ୍ରୀ କହିଲେ- ଆମେ ସମସ୍ତଙ୍କ ସୁରକ୍ଷା କରିପାରିବୁ ନାହିଁ

ନୁର : ହରିଆଣାର ନୁହ୍‌ରେ ସୋମବାର ଆରମ୍ଭ ହୋଇଥିବା ସାଂପ୍ରଦାୟିକ ହିଂସାର ପ୍ରଭାବ ରାଜଧାନୀ ଦିଲ୍ଲୀର ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳିଲାଣି। ନୁହ୍‌ରେ ସୋମବାର ହୋଇଥିବା ଦଙ୍ଗାରେ ୬ ଜଣଙ୍କ ଜୀବନ ମଧ୍ୟ ଯାଇଛି। ଦଙ୍ଗାକାରୀ ଶତାଧିକ ଗାଡ଼ି ଜାଳି ଦେବା…

ବିଶ୍ବକପ୍ : ଅକ୍ଟୋବର ୧୪ରେ ଭାରତ ବିପକ୍ଷରେ ଖେଳିବାକୁ ରାଜି ହେଲା ପାକିସ୍ତାନ

ନୂଆଦିଲ୍ଲୀ : ଅକ୍ଟୋବର ୫ରୁ ଆରମ୍ଭ ହେବ ବିଶ୍ୱକପ୍ ୨୦୨୩ । ଏହାର ସମସ୍ତ ମ୍ୟାଚ୍ ଭାରତରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ଅକ୍ଟୋବର ୧୫ରେ ଭାରତ ଓ ପାକିସ୍ତାନ ଦଳ ମୁହାଁମୁହିଁ ହେବାର ଥିଲା। କିନ୍ତୁ ସୁରକ୍ଷା ଏଜେନ୍ସି ଏହି ତାରିଖକୁ…

ପଶ୍ଚିମବଙ୍ଗରେ ହେବ ମଦ୍ରାସା ସର୍ଭେ, ବଢିବ ଅନୁଦାନ, ଘୋଷଣା କଲେ ମମତା ବାନାର୍ଜୀ

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି ଯେ ସାରା ରାଜ୍ୟରେ ଏକ ସର୍ଭେ କରାଯିବ, ଯେଉଁଥିରେ ମଦ୍ରାସାଗୁଡ଼ିକର ପଞ୍ଜୀକରଣ କରାଯିବ। ତେବେ ଯେଉଁ ମଦ୍ରାସାମାନେ ସରକାରଙ୍କ ନିକଟରେ ପଞ୍ଜୀକୃତ ହେବାକୁ ଚାହୁଁଛନ୍ତି ସେମାନେ ଏହି ସର୍ଭେରେ ଅଂଶଗ୍ରହଣ…

ମଧୁମେହକୁ ମାତ୍ ଦେଇପାରିବ ଏହି ପାନୀୟ, ଖୁଲାସା କଲେ ବୈଜ୍ଞାନିକ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ମାତ୍ ଦେବାପାଇଁ ପରୀକ୍ଷା-ନିରୀକ୍ଷା ଜାରି ରଖିଛନ୍ତି ବୈଜ୍ଞାନିକ। ଏହାରି ମଧ୍ୟରେ ଟାଇପ୍-୨ ମଧୁମେହ ପରିଚାଳନା କ୍ଷେତ୍ରରେ ଅନୁସନ୍ଧାନକାରୀଙ୍କୁ ମିଳିଛି ନୂଆ ସୁରାକ। କୋମ୍ବୁଚା ଭଳି ଏକ ପାନୀୟ…

ମଣିପୁର ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ ଦଳର ସାଂସଦ

ନୂଆଦିଲ୍ଲୀ : ମଣିପୁର ପ୍ରସଙ୍ଗରେ ଆଜି ବିରୋଧୀ ଦଳର ସାଂସଦମାନଙ୍କ ଗୋଟିଏ ପ୍ରତିନିଧି ଦଳ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ସେମାନେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ବିବୃତି ରଖନ୍ତୁ ବୋଲି ଦାବି କରି ଗୋଟିଏ ସ୍ମାରକପତ୍ର…