ଭୁବନେଶ୍ୱର IIITର ନୂଆ ନିର୍ଦ୍ଦେଶକ ଡ. ଆଶିଷ ଘୋଷ

ଭୁବନେଶ୍ୱର: ଭୁବନେଶ୍ୱର ଟ୍ରିପଲ୍‌ ଆଇଟିର ନୂଆ ନିର୍ଦ୍ଦେଶକ । ଡ. ଆଶିଷ ଘୋଷଙ୍କୁ IIIT ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ତାଙ୍କୁ ୫ ବର୍ଷ ପାଇଁ ନିଯୁକ୍ତି ମିଳିଛି । ଡ. ଆଶିଷ ଘୋଷ ଏବେ କୋଲକାତା…

ଅଙ୍ଗନବାଡ଼ି କେନ୍ଦ୍ରରେ ପଶି ଗୋଡ଼େଇ ଗୋଡ଼େଇ କାମୁଡିଲା ଶିଆଳ, ୧୨ ଆହତ

ସୋର: ଅଙ୍ଗନବାଡ଼ି କେନ୍ଦ୍ର ପଶିଗଲା ଶିଆଳ । ଗୋଡ଼େଇ କାମୁଡିଲା । ଶିଆଳ କାମୁଡିବାରୁ ୧୨ ଜଣ ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ସୋର ଡାଲଙ୍ଗ ଗାଁରେ ଏହି ଘଟଣା ଘଟିଛି । ଆଜି ସକାଳେ ଅଙ୍ଗନବାଡି କେନ୍ଦ୍ରରେ ଅଚାନକ ପଶିଥିଲା…

ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଗୁମୁଟରୁ ଦାନବାକ୍ସ ଭାଙ୍ଗି ଲୁଟ୍‌

ପୁରୀ: ଶ୍ରୀମନ୍ଦିରକୁ ନେଇ ବିବାଦ ଶେଷ ହେବାର ନାଁ ଧରୁନି । ଗୋଟିଏ ପରେ ଗୋଟିଏ ଅଘଟଣ ଘଟି ଚାଲିଛି । ଶ୍ରୀମନ୍ଦିର ପ୍ରଶାସନ-ସେବାୟତଙ୍କ ମଧ୍ୟରେ ବୁଝାମଣା ଅଭାବରୁ ପ୍ରଭୁଙ୍କ ବନକଲାଗି ନୀତି ବନ୍ଦ ରହିଥିବାବେଳେ ଏବେ  ଦକ୍ଷିଣ ଦ୍ୱାର ଗୁମୁଟରୁ…

ରାଜଧାନୀରୁ ଦିନକରେ ୪୩ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର: ମାଡିଚାଲିଛି ଡେଙ୍ଗୁ। ରାଜ୍ୟରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା। ଜଳାଳୟ ପାଲଟିଛି ମଶାଙ୍କ ଘର। ରାଜଧାନୀର ବିଭିନ୍ନ ସ୍ଥାନରେ ଜମିରହୁଛି ପାଣି। ଏଥିଯୋଗୁଁ ଡେଙ୍ଗୁ ମଶାଙ୍କ ବଂଶ ବିସ୍ତାର ଦୃତଗତିରେ ବୃଦ୍ଧି ପାଇଚାଲିଛି। ଗତ ୨୪ ଘଣ୍ଟାରେ ରାଜଧାନୀରୁ ୪୩ ଜଣ ଡେଙ୍ଗୁ…

ଆମେରିକାରେ ଆମ୍ବଲିଓମା ଆମେରିକାନମ୍ କୀଟ ଆତଙ୍କ : ମାଂସ ଖାଇଲେ ବ୍ୟାପୁଛି ରହସ୍ୟମୟୀ ରୋଗ, ହଜାର ହଜାର ଆମେରିକୀୟ ସଂକ୍ରମିତ

ନ୍ୟୁୟର୍କ : ଆମେରିକାର ଅନେକ ଅଞ୍ଚଳରେ ରେଡ୍ ମିଟ୍ ଆଲର୍ଜି ରୋଗ ର ମାମଲା ବଢିବାରେ ଲାଗିଛି । ଏହି ରୋଗ ଲୋନ ଷ୍ଟାର ଟିକ୍ ନାମକ କୀଟ କାମୁଡ଼ିବା ଦ୍ୱାରା ହୋଇଥାଏ । ଏହି କୃମିର ବୈଜ୍ଞାନିକ ନାମ ହେଉଛି…

ଭିଜିଲାନ୍ସ ଜାଲରେ ନୟାଗଡ ଜିଲ୍ଲା ଗଣିଆ ଅତିରିକ୍ତ ତହସିଲଦାର

ନୟାଗଡ: ଲାଞ୍ଚ ନେବା ପଡିଲା ମହଙ୍ଗା । ଭିଜିଲାନ୍ସ ଜାଲରେ ପଡ଼ିଲେ ସରକାରୀ ବାବୁ । ନୟାଗଡ ଜିଲ୍ଲା ଗଣିଆ ତହସିଲର ଅତିରିକ୍ତ ତହସିଲଦାର ବନମାଳି  ପରିଡା ଭିଜିଲାନ୍ସ ଜାଲରେ ପଡିଛନ୍ତି । ୧୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ସେ…

ମହରମ୍ ପୂର୍ବରୁ ଭଦ୍ରକ ସହରରେ ପୋଲିସର ଫ୍ଲାଗ୍ ମାର୍ଚ୍ଚ

ଭଦ୍ରକ: ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଭଦ୍ରକ ସହରରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଶନିବାର ୨୯ ତାରିଖରେ ମୁସଲିମ୍ ସମ୍ପ୍ରଦାୟର ମହରମ୍ ପର୍ବ ପାଳନକୁ ଦୃଷ୍ଟିରେ ରଖି ଆଜି ଠାରୁ ଭଦ୍ରକ ଜିଲ୍ଲାରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି…

ରାଜ୍ୟପାଳଙ୍କୁ ନ ନେଇ ଚାଲିଗଲା ବିମାନ, ଥାନାରେ ଅଭିଯୋଗ କଲେ ରାଜ୍ୟପାଳଙ୍କ ପ୍ରୋଟୋକଲ ଅଧିକାରୀ

ବେଙ୍ଗାଲୁରୁ: ରାଜ୍ୟପାଳଙ୍କୁ ନ ନେଇ ଚାଲିଗଲା ବିମାନ | ଆଉ ପାଖାପାଖି ଦେଢ଼ ଘଣ୍ଟା ଅପେକ୍ଷା କରିବା ପରେ ଗନ୍ତବ୍ୟସ୍ଥଳକୁ ଗଲେ ରାଜ୍ୟପାଳ | ଗୁରୁବାର ଦିନ କର୍ଣ୍ଣାଟକର କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରେ ଏଭଳି ଏକ ଘଟଣା ଘଟିଛି | ମିଳିଥିବା…

ପିଲାଙ୍କୁ ନେଇ ମିଛ କହିବା ମେୟରଙ୍କୁ ମହଙ୍ଗା ପଡ଼ିଲା; ପଦରୁ ବିଦା କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ବିହାର ଛପରା ଜିଲ୍ଲାର ମେୟର ଥିବା ରାକ୍ଷୀ ଗୁପ୍ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ରାକ୍ଷୀ ଗୁପ୍ତା ତାଙ୍କର ତିନି ସନ୍ତାନଙ୍କ ପାଇଁ ମେୟର ପଦ ହରାଇ ଦେଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ରାକ୍ଷୀ ଗୁପ୍ତା ତାଙ୍କ ନାମାଙ୍କନ ପତ୍ର…

ଆପତ୍ତିଜନକ ପୋଷ୍ଟ ପାଇଁ ବନ୍ଧା ହେଲେ ବିଜେପି ନେତ୍ରୀ

ବେଙ୍ଗାଲୁରୁ : ସୋଶାଲ ମିଡିଆରେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ପ୍ରତି ଅତ୍ୟନ୍ତ ଆପତ୍ତିଜନ ଶବ୍ଦ ବ୍ୟବହାର କରିବା ଜଣେ ବିଜେପି ନେତ୍ରୀଙ୍କୁ ମହଙ୍ଗା ପଡ଼ିଛି। ତାଙ୍କର ଏପରି ସୋଶାଲ ମିଡିଆ ପୋଷ୍ଟ ପାଇଁ ତାଙ୍କୁ ପୁଲିସ୍‌ ବେଙ୍ଗାଲୁରୁରୁ ଗିରଫ କରିଛି। ଅଭିଯୁକ୍ତ…