ସୋମବାର ଧାର୍ଯ୍ୟ ହେବ ଅନାସ୍ଥା ପ୍ରସ୍ତାବ ତାରିଖ, ଉପସ୍ଥିତ ରହିବେ ମୋଦି

ନୂଆଦିଲ୍ଲୀ : କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ବିରୋଧରେ କଂଗ୍ରେସ ଆଣିଥିବା ଅନାସ୍ଥା ପ୍ରସ୍ତାବ ଆସନ୍ତା ସପ୍ତାହରେ ଗୃହରେ ଆଗତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଏହି ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରାଯିବ। ସେହିପରି ଏହା ଉପରେ…

ଭାଜପା ଉପରେ ଗର୍ଜିଲେ ମମତା, କହିଲେ- ମଣିପୁରକୁ କାହିଁକି ପଠାଉନ ସାଂସଦ, କାହାକୁ ଡରୁଛ ?

ନୂଆଦିଲ୍ଲୀ : ମଣିପୁର ପ୍ରସଙ୍ଗ ନେଇ କେନ୍ଦ୍ର ସରକାରଙ୍କ ଉପର ଗର୍ଜିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗତ ୨ ମାସରୁ ଊର୍ଦ୍ଧ୍ୱ ଦିନ ହେଲାଣି ମଣିପୁର ଜଳୁଥିବା ବେଳେ ଏଯାଏ ଭାଜପା କିନ୍ତୁ ନିଜ ସାଂସଦଙ୍କୁ ସ୍ଥିତି ପରଖିବାକୁ ସେଠାକୁ…

ଭାରତ ଅଣ ବାସୁମତୀ ଧଳା ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏବେ ବିଦେଶରେ ଭାରତୀୟମାନେ ଚାଉଳ ଦୋକାନ ଆଗରେ ଲମ୍ବାଧାଡ଼ି ଲଗାଉଛନ୍ତି

ନୂଆଦିଲ୍ଲୀ : ଆମେରିକାଠାରୁ ଆରମ୍ଭ କରି ଅଷ୍ଟ୍ରେଲିଆ ଓ କାନାଡା ପର୍ଯ୍ୟନ୍ତ ଲୋକେ ଚାଉଳ କିଣିବା ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି। ଏହି ଦେଶଗୁଡ଼ିକରେ ରହୁଥିବା ପ୍ରବାସୀ ଭାରତୀୟ, ଆଫ୍ରିକୀୟ ନାଗରିକମାନେ ବହୁ ସଂଖ୍ୟାରେ ଚାଉଳ ବସ୍ତା…

ଶ୍ରୀଲଙ୍କାରେ ସାମରିକ ଘାଟି ପ୍ରତିଷ୍ଠା କରିବ ଚୀନ !

ବେଜିଂ: ଶ୍ରୀଲଙ୍କା ଓ ପାକିସ୍ତାନରେ ନିଜର ନୌସେନା ଘାଟି ସ୍ଥାପନ କରିବାକୁ ଯାଉଛି ଚୀନ୍ । ଏହି ଦୁଇ ଦେଶ ଚୀନର ଋଣ ଭାରରେ ବୁଡି ରହିଛନ୍ତି । ଏଭଳି ସ୍ଥିତିରେ ଚୀନ ଏହି ଦୁଇ ଦେଶର ଆଭ୍ୟନ୍ତରୀଣ ଓ ବିଦେଶ…

ଅଞ୍ଜୁ-ନସରୁଲ୍ଲାଙ୍କ ପ୍ରି-ୱେଡିଂ ଭିଡିଓ ସୁଟ୍‌ ଆଇଏସ୍‌ଆଇ କରାଇଛି ବୋଲି ଦାବି କଲେ ବିଶେଷଜ୍ଞ

ଇସ୍‌ଲାମାବାଦ: ସୀମା ହାଇଦରଙ୍କ ପରେ ଏବେ ଲାଇମଲାଇଟରେ ଅଛନ୍ତି ଅଞ୍ଜୁ। ଭାରତରୁ ପାକିସ୍ତାନରେ ପହଞ୍ଚିଥିବା ଅଞ୍ଜୁ ସେଠାକାର ନିବାସୀ ନସରୁଲ୍ଲାଙ୍କ ସହ ଏବେ ଅଛନ୍ତି। କିଛି ଦିନ ପୂର୍ବରୁ ଅଞ୍ଜୁ ଏବଂ ନାସରୁଲ୍ଲାଙ୍କ ବିବାହ ପୂର୍ବର ସୁଟିଂ ଭିଡିଓ (ପ୍ରି ୱେଡିଂ…

୨୦୨୪ ଫେବ୍ରୁଆରୀ ୨୦ ତାରିଖରେ ହେବ ବୋର୍ଡ ପରୀକ୍ଷା, ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବ

ଆସନ୍ତା ବର୍ଷ ଆଗୁଆ ହେବ ମାଟ୍ରିକ ପରୀକ୍ଷା । ୨୦୨୪ ଫେବ୍ରୁଆରୀ ୨୦ ତାରିଖରେ ହେବ ବୋର୍ଡ ଏକ୍‌ଜାମ । ଏନେଇ ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଏକାଠି…

ତିନି ଦିନିଆ ଓଡିଶା ଗସ୍ତ ସାରି ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ତିନି ଦିନିଆ ଓଡିଶା ଗସ୍ତ ସାରି ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ସ୍ବତନ୍ତ୍ର ବିମାନରେ ନୂଆଦିଲ୍ଲୀ ଫେରିଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ବିଦାୟ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା…

ନାବାଳକ ପୁଅ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଭଦ୍ରକ: ଭଦ୍ରକରେ ଚାଞ୍ଚଲ୍ୟ। ଭଦ୍ରକ ଗ୍ରାମାଞ୍ଚଳ ଥାନା ବାଣିତିଆ ପଞ୍ଚାୟତ ମହଲା ସାହିରେ ନାବାଳକ ପୁଅ ସହ ମିଶି ସ୍ତ୍ରୀ ସ୍ୱାମୀକୁ ଛୁରି ଭୁସି ହତ୍ୟା କରିଛି। ଘଟଣାରେ ଉଭୟ ସ୍ତ୍ରୀ ଓ ପୁଅକୁ ଥାନାରେ ଅଟକ ରଖିଛି ପୁଲିସ। ପାରିବାରିକ…

କଟକ-ସମ୍ବଲପୁର ଜାତୀୟ ରାଜପଥର ଅଗ୍ରଗତି ନେଇ କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଓଡ଼ିଶାରେ କ୍ରିୟାନ୍ୱୟନ ହେଉଥିବା ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି ଏବଂ ନିର୍ମାଣ କାର୍ଯ୍ୟ ନେଇ ସମୀକ୍ଷା କରିବା…

ପରିବହନ ନିଗମକୁ ରାଜ୍ୟ ମହିଳା ଆୟୋଗଙ୍କ ତାଗିଦ: ବସରେ ପ୍ରଥମ ମହିଳା ଯାତ୍ରୀ ବାରଣ ପ୍ରଥା ବନ୍ଦ କରାଯାଉ

ଭୁବନେଶ୍ୱର:ବସର ପ୍ରଥମ ଯାତ୍ରୀ ଯଦି ମହିଳା ହୋଇଥାନ୍ତି ତେବେ ତାଙ୍କୁ ଉଠିବାକୁ ଦିଆ ଯାଇ ନ ଥାଏ । ଜଣେ ବା ଦୁଇଜଣ ପୁରୁଷ ଯାତ୍ରୀ ଉଠିବା ପରେ ମହିଳାଙ୍କୁ ଉଠିବା ପାଇଁ ଅନୁମତି ମିଳିଥାଏ ।  ଏପରି ସ୍ଥିତି ପ୍ରତିଦିନ …