July 2023

ସାଉଦିରେ ପ୍ରବାସୀଙ୍କ ଦରମା ବିଶ୍ବରେ ସର୍ବାଧିକ, ବ୍ରିଟେନ୍ ସବୁଠୁ ମହଙ୍ଗା ଦେଶ

ନୂଆଦିଲ୍ଲୀ : ପ୍ରବାସୀ ଭାବେ ସାଉଦିରେ କାର୍ଯ୍ୟ କଲେ ସର୍ବାଧିକ ଦରମା ମିଳିବ। ଇସିଏ ଇଣ୍ଟରନ୍ୟାସନାଲ୍ ନାମକ ଏକ କନସଲଟାନ୍ସି ସଂସ୍ଥାର ସର୍ବେକ୍ଷଣ ରିପୋର୍ଟରୁ ଏହା ଜଣାପଡ଼ିଛି। ରିପୋର୍ଟରେ କୁହାଯାଇଛି ଯେ ମଧ୍ୟପ୍ରାଚ୍ୟରେ ମଧ୍ୟମ ସ୍ତରରେ ପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିବା…

ଆୟଠୁ ଅଧିକ ୩୧୩ ପ୍ରତିଶତ ସମ୍ପତ୍ତି, ଗିରଫ ହେଲେ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର: ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ସହକାରୀ ଯନ୍ତ୍ରୀଙ୍କ ଠାରୁ ଆୟଠୁ ୩୧୩ ପ୍ରତିଶତ ଅଧିକ ସମ୍ପତ୍ତି ଠାବ ପରେ ଭିଜିଲାନ୍ସ ଗିରଫ କରିଛି । ଠାବ ସମ୍ପତ୍ତି ମଧ୍ୟରେ ଗୋଟିଏ ରାଜକୀୟ ୩ ମହଲା…

ବୁର୍ଖା ନ ପିନ୍ଧି ବସରେ ଚଢିବନି ! କର୍ଣ୍ଣାଟକ ବସ ଚାଳକର ଅଜବ ସର୍ତ୍ତକୁ ନେଇ ବିବାଦ

ବେଙ୍ଗାଲୁରୁ : କର୍ଣ୍ଣାଟକର କଲବୁର୍ଗି ଜିଲ୍ଲାରେ ଜଣେ ବସ୍ ଚାଳକ ସ୍କୁଲ ଛାତ୍ରୀମାନଙ୍କୁ ବୁର୍ଖା ନ ପିନ୍ଧି ବସରେ ଚଢ଼ିବାକୁ ମନା କରିଦେଇଥିବା ଅଭିଯୋଗ ହୋଇଛି। ନାବାଳିକାମାନେ ସ୍କୁଲ ଯିବା ପାଇଁ କମଲପୁର ତାଲୁକର ଓକାଲି ଗାଁରୁ ବାସବକଲ୍ୟାଣକୁ ଯାଉଥିବା ବେଳେ…

ନୟାପଲ୍ଲୀରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର : ନୟାପଲ୍ଲୀରେ ଯୁବକଙ୍କ ଝୁଲନ୍ତା ମୃତଦେହ । ଆର.କେ ମାର୍ବଲ ରେଷ୍ଟ ରୁମ୍‌ରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଖୋର୍ଦ୍ଧା ଜିଲ୍ଲା ଗୋଲାବାଇ ଗାଁର ଅଭିମନ୍ୟୁ ସାମନ୍ତରାୟ । ଗତକାଲି ରାତିରେ ସ୍ତ୍ରୀ ସହ ଭିଡିଓ…

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦଙ୍କ ପରିବାରଲୋକଙ୍କୁ ଚାକିରି ନମିଳିବାର କାରଣ କହିଲେ ଗୃହ ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଜମ୍ମୁକଶ୍ମୀରର ପୁଲୱାମାରେ ୨୦୧୯ ମସିହାରେ ‌ଆତଙ୍କବାଦୀ ଆକ୍ରମଣରେ ୪୦ଜଣ ଯବ‌ାନ ସହିଦ ହୋଇଥିଲେ। ଏହି ଦୁଃଖଦ ଘଟଣା ପରେ ସହିଦ ଯବାନଙ୍କ ପରିବାରକୁ ସରକାରୀ ଚାକିରି ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏହି ପ୍ରତିଶ୍ରୁତି ଅନୁଯାୟୀ ୧୧ଜଣ ସହିଦଙ୍କ ସ୍ତ୍ରୀ…

ଦିଲ୍ଲୀ ହିଟ୍ ଆଣ୍ଡ ରନ୍ ଘଟଣା: ଅଞ୍ଜଳିଙ୍କୁ ଧକା ଦେଇଥିବା ସମସ୍ତ ଚାରି ଅଭିଯୁକ୍ତଙ୍କ ବିରୋଧରେ ଚାଲିବ ହତ୍ୟା ମାମଲା

ନୂଆଦିଲ୍ଲୀ: ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଚାରିଆଡେ ଉତ୍ସବମୁଖର ଥିବା ‌ବେଳେ ଦିଲ୍ଲୀରେ ଅଞ୍ଜଳିଙ୍କ ହିଟ ଆଣ୍ଡ ରନ ମାମଲା ସାରା ଦେଶକୁ ଦୋହଲାଇ ଦେଇଥିଲା। ଏହି ଘଟଣା ଘଟିବା ପରେ ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ସମସ୍ତ ୪ଅଭିଯୁକ୍ତଙ୍କ…

କୁମାର ବିଶ୍ୱାସ କାଉ ବେଶରେ ଆସି ଖୁମ୍ପିଛନ୍ତି: ଆପ ବିଧାୟକ

ନୂଆଦିଲ୍ଲୀ: ବୁଧବାର ମୌସୁମୀ ଅଧିବେଶନରେ ଭାଗ ନେବାକୁ ସଂସଦ ଭବନ ଆସୁଥିବା ବେଳେ ରାଜ୍ୟସଭା ଏମ୍‌ପି ରାଘବ ଚଢା ଏକ ଅସ୍ବାଭାବିକ ପରିସ୍ଥିତିର ସାମ୍ନା କରିଥିଲେ। ସଂସଦ ଭବନ ବାହାରେ ଫୋନରେ କଥା ହେଉଥିବା ବେଳେ ରାଘବ କାଉ ଆକ୍ରମଣର ଶିକାର…

ଇସଲାମ ଗ୍ରହଣ କରିବା ପରେ ବୁର୍ଖା ପିନ୍ଧିଲେ ଅଞ୍ଜୁ, ଭାଇରାଲ ହେଲା ଭିଡିଓ

ମୁମ୍ବାଇ: ରାଜସ୍ଥାନର ଅଲୱର ଜିଲ୍ଲାର ଭିୱାଡିରୁ ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଅଞ୍ଜୁ ବୁର୍ଖା ପିନ୍ଧି ରାତ୍ରୀ ଭୋଜନ କରୁଥିବା ଦେଖିବାକୁ ମିଳିଛି। ଭାଇରାଲ ଭିଡିଓକୁ ଜଣେ ପାକିସ୍ତାନୀ ସାମ୍ବାଦିକ ସେୟାର କରିଛନ୍ତି।…

ମୋଦିଙ୍କ ରେଡ ଡାଏରୀ ବନାମ ଅଶୋକ ଗେହଲଟଙ୍କ ନାଲି ଟମାଟୋ ବୟାନକୁ ନେଇ ଚର୍ଚ୍ଚା

ଜୟପୁର : ରାଜସ୍ଥାନ ରାଜନୀତିରେ ରେଡ୍‌ ଡାଏରୀ ସସପେନ୍ସକୁ ନେଇ ହଟଚମଟ ଜାରି ରହିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରସଙ୍ଗ ଉଠାଇଛନ୍ତି। ଡାଏରୀରେ ଥିବା ଗୁପ୍ତ କଥା ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାରକୁ ଆସନ୍ତା ବିଧାନସଭା ନିର୍ବାଚନରେ…

ବିକାଶମୂଳକ କାର୍ଯ୍ୟ ପାଇଁ କୌଣସି ପ୍ରକାରର ଟଙ୍କା ମିଳିବନି !

ବେଙ୍ଗାଲୁରୁ : ନିଜ ନିଜର ନିର୍ବାଚନ ମଣ୍ଡଳୀରେ ବିକାଶମୂଳକ କାର୍ଯ୍ୟ ପାଇଁ କର୍ଣ୍ଣାଟକାର କ୍ଷମତାସୀନ କଂଗ୍ରେସ ବିଧାୟକମାନେ ପାଣ୍ଠି ଅପେକ୍ଷାରେ ରହିଛନ୍ତି। ହେଲେ ଚଳିତ ଆର୍ଥିକ ବର୍ଷରେ ସେମାନଙ୍କୁ ନିର୍ବାଚନ ମଣ୍ଡଳୀରେ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ କୌଣସି ପ୍ରକାରର ପାଣ୍ଠି ଦିଆଯାଇ…