ନନ୍ଦନକାନନକୁ ଆସିଲେ ନୂଆ ଅତିଥି : ଇଟାନଗରରୁ ଅଣାଯାଇଛି ହୁଲକ୍ ଗିବନ ଓ ଚିତା ବିରାଡ଼ି

ଭୁବନେଶ୍ୱର: ୪୦ ବର୍ଷରେ ନନ୍ଦନକାନକୁ ଆସିଛନ୍ତି ଏକ ହଳ ହୁଲକ୍ ଗିବନ ଓ ଏକ ହଳ ଚିତା ବିରାଡି । ମିଜୋରାମର ଇଟାନଗରରୁ ଏହି ବିରଳ ପ୍ରାଣୀଙ୍କୁ ଅଣାଯାଇଛି । ହୁଲକ୍ ଗିବନ ଓ ଚିତା ବିରାଡିଙ୍କୁ ଅଣିବା ପାଇଁ ବାଘ…

ଦୁଇଟି ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଳିଗଲେ ଡ୍ରାଇଭର

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ବଡକୁଣ୍ଡେସରା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାପରେ ଗୋଟିଏ ଟ୍ରକ୍‌ରେ ଲାଗିଗଲା ନିଆଁ। ଉକ୍ତ ଟ୍ରକ୍ ସହ ଜଳିଗଲେ ଡ୍ରାଇଭର। ଦୁର୍ଘଟଣାରେ ହେଲପର ମଧ୍ୟ ଗୁରୁତର…

ପ୍ରବଳ ବର୍ଷାରେ ମାଲକାନଗିରିରେ ବୁଡ଼ିଲା ବ୍ରିଜ୍, ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଯୋଗାଯୋଗ ବାଧାପ୍ରାପ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଫଳରେ ବ୍ରିଜ୍ ବୁଡ଼ି ଯାଇଛି । କାଙ୍ଗୁରକୋଣ୍ଡା ବ୍ରିଜ୍ ବୁଡ଼ିଯିବା ଫଳରେ ଜାତୀୟ ରାଜପଥ ୩୨୬ ଦେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ଏବେ ବି ଜାତୀୟ ରାଜପଥ ୩୨୬ରେ…

ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ତ୍ୱରିତ ନ୍ୟାୟ ଉପରେ ଗୁରୁତ୍ୱ ଦେଲେ ରାଷ୍ଟ୍ରପତି

କଟକ:ବିଳମ୍ବିତ ନ୍ୟାୟ ଯୋଗୁ ଅନେକ ଲୋକ ଅସୁବିଧାରେ ପଡୁଛନ୍ତି । ବିଳମ୍ବିତ ନ୍ୟାୟ ଯୋଗୁ ଅନେକ ନିର୍ଦ୍ଦୋଷ ଜେଲରେ ଜୀବନ କାଟୁଛନ୍ତି । ଏପରିକି ନ୍ୟାୟ ବିଳମ୍ବ ପାଇଁ ପୀଡିତ ମଧ୍ୟ ହତାଶ ହୋଇପଡୁଛନ୍ତି  । ତେଣୁ ତ୍ୱରିତ ନ୍ୟାୟ ବ୍ୟବସ୍ଥା…

ଇତିହାସ ରଚିଲେ ପାକିସ୍ତାନୀ କ୍ରିକେଟର ସାଉଦ୍ ସକିଲ୍

କଲମ୍ବୋ : ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ କଲମ୍ବୋରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରି ଇତିହାସ ରଚିଛନ୍ତି ପାକିସ୍ତାନୀ ବ୍ୟାଟ୍ସମ୍ୟାନ ସାଉଦ୍ ସକିଲ । ସକିଲ ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ୭ ଟି ଟେଷ୍ଟରେ ଅର୍ଦ୍ଧଶତକ ହାସଲ…

ଲାଞ୍ଚ ନେଉଥିଲେ ଏଏସ୍ଆଇ, ମାଡ଼ି ବସିଲା ଭିଜିଲାନ୍ସ

ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ ପଡିଲେ ପୋଲିସ । ଲାଞ୍ଚ ନେବେବେଳେ ରେଡ ହାଣ୍ଡରେ ପୋଲିସକୁ ଧରିଛି ଭିଜିଲାନ୍ସ  ।  ଅନୁଗୁଳ ଜିଲ୍ଲା କିଆକଟା ଥାନା ଏଏସଆଇ ପଡିଛନ୍ତି ଭିଜିଲାନ୍ସ ଜାଲରେ । ଏଏସଆଇ ନବୀନ କୁମାର ଶତପଥୀ ୮ ହଜାର ଟଙ୍କା ଲାଞ୍ଚ…

ଓଡିଶା ହାଇକୋର୍ଟରେ ପ୍ରଥମ ଘଟଣା: ଓଡ଼ିଆରେ ରାୟ ପ୍ରଦାନ କଲେ ଜଷ୍ଟିସ ଡ଼.ସଞ୍ଜୀବ କୁମାର ପାଣିଗ୍ରାହୀ

କଟକ: ଓଡ଼ିଶା ହାଇକୋର୍ଟ ଆଜି ତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଥିବାବେଳେ ଏପଟେ ହାଇକୋର୍ଟର ସଫଳତାରେ ଯୋଡି ହୋଇଛି ଆଉ ଏକ ଫର୍ଦ୍ଦ ।  ଓଡ଼ିଆ ଭାଷାରେ ପ୍ରକାଶ ପାଇଛି ହାଇକୋର୍ଟଙ୍କ ପ୍ରଥମ ରାୟ । ବିଚାରପତି ଡକ୍ଟର ସଞ୍ଜୀବ କୁମାର…

କେନ୍ଦ୍ର ମନ୍ତ୍ରୀଙ୍କୁ ଅଶ୍ଳୀଳ ଭିଡିଓ କଲ୍‌ କରି ବନ୍ଧା ହେଲେ ୨ ଯୁବକ

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀଙ୍କ ଫୋନ୍‌କୁ ଆସିଲା ଅଶ୍ଳୀଳ ଭିଡିଓ କଲ୍‌ । କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କୁ ଏପରି ଅଶ୍ଳୀଳ ଭିଡିଓ କଲ୍‌ କରିଥିବା ଏକ ଗ୍ୟାଙ୍ଗର ୨ ଜଣଙ୍କୁ ବାନ୍ଧିଛି ପୁଲିସ୍‌। ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଫେରାର…

କଟକ ଚଣ୍ଡିଙ୍କ ଦର୍ଶନ କଲେ, ନେତାଜୀ ସଂଗ୍ରହାଳୟ ବୁଲି ଦେଖିଲେ ରାଷ୍ଟ୍ରପତି

କଟକ: ମଙ୍ଗଳବାରଠାରୁ ତିନି ଦିନିଆ ଓଡ଼ଶା ଗସ୍ତରେ ଆସି ଆଜି କଟକରେ ପହଞ୍ଚିଛନ୍ତି ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ । କଡା ସୁରକ୍ଷା ମଧ୍ୟରେ ସଡ଼କ ପଥରେ ଆଜି କଟକ ଯାଇଛନ୍ତି ରାଷ୍ଟ୍ରପତି । କଟକରେ ପହଞ୍ଚି ପ୍ରଥମେ  ଚଣ୍ଡୀ ମନ୍ଦିର ଯାଇଥିଲେ…

ଭିଜିଲାନ୍ସ ଜାଲରେ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ। କଳାହାଣ୍ଡି ଆୟକର ବିଭାଗ ପକ୍ଷରୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିପିଏସ ସେକ୍ସନ ଅତିରିକ୍ତ ଯନ୍ତ୍ରୀଙ୍କ ଘରେ ଚଢ଼ାଉ। ଭବାନୀପାଟଣା ସରକାରୀ ଜଳ ଯୋଗାଣ ବିଭାଗର ଜିପିଏସ ସେକ୍ସନ ଅତିରିକ୍ତ ଯନ୍ତ୍ରୀ…