July 2023

ଖୋର୍ଦ୍ଧାରେ ଖୋଲିଲା ପ୍ରଥମ ଗାଡ଼ି ସ୍କ୍ରାପ୍‌‌ ୟୁନିଟ୍‌‌

ଭୁବନେଶ୍ବର : ଆଉ ରାସ୍ତାରେ ଗଡିବନି ପୁରୁଣା ଗାଡି। ୧୫ ବର୍ଷରୁ ଅଧିକ ହୋଇସାରିଥିବା ଗାଡିକୁ ସ୍କ୍ରାପିଂ କରାଯାଇ ଗାଡି ମାଲିକଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରାଯିବ। ରାଜ୍ୟରେ ବିଧିବଦ୍ଧ ଭାବେ ଗାଡ଼ି ସ୍କ୍ରାପିଂ ଆରମ୍ଭ ହୋଇଛି। ଖୋର୍ଦ୍ଧା ପିତାପଲ୍ଲୀ ଠାରେ…

ବରିଷ୍ଠ ଓଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅବକାରୀ ବିଭାଗର ଅତିରିକ୍ତ ସଚିବ ଥିବା ରାମଚନ୍ଦ୍ର ପାଲଟାଙ୍କୁ OPSCର ସଚିବ ଭାବେ ନିଯୁକ୍ତ…

ସ୍ମାର୍ଟସିଟି ଭୁବନେଶ୍ୱର ଏବେ ଡେଙ୍ଗୁ ହଟ୍‌ସ୍ପଟ୍‌

ଭୁବନେଶ୍ୱର : ବିଏମସି ଅବହେଳାରୁ ସ୍ମାର୍ଟ ସିଟି ଭୁବନେଶ୍ୱର ଏବେ ଡେଙ୍ଗୁର ହଟ୍‌ସ୍ପଟ ପାଲଟିଛି । ବିଏମସି ରାଜଧାନୀର ବିଭିନ୍ନ ସ୍ଥାନରେ ଆବର୍ଜନା ଏବଂ ଅପରିଷ୍କାର ପାଣି ଜମାରହୁଥିବା ବେଳେ ଡେଙ୍ଗୁରୋଗର ବାହକ ଏଡିସ ମଶାର ବଂଶ ବିସ୍ତାର ପାଇଁ ସୁବିଧା…

ଯାଞ୍ଚ ପାଇଁ ପାକିସ୍ତାନ ଦୂତାବାସକୁ ପଠାଗଲା ସୀମାଙ୍କ ପରିଚୟ ପତ୍ର ଓ ପାସପୋର୍ଟ, ହୋଇପାରେ ବଡ଼ ଖୁଲାସା

ନୂଆଦିଲ୍ଲୀ: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ଖୁଲାସା ହେବାରେ ଲାଗିଛି। ଏହି ପାକିସ୍ତାନୀ ମହିଳା ତାଙ୍କ ଚାରି ସନ୍ତାନଙ୍କ ସହ ବେଆଇନ ଭାବେ ଭାରତ ଆସିଥିଲେ। ସଚିନ୍ ମୀଣା ନାମକ ଜଣେ ବ୍ୟକ୍ତିଙ୍କ ସାହାଯ୍ୟରେ…

ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ଓଡ଼ିଶା ବିଜେପି ହୀନ ରାଜନୀତି କରୁଛି: ବିଜେଡି

ଭୁବନେଶ୍ୱର : ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିଶନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣାରେ ଏକ ଆନ୍ତଃରାଜ୍ୟ ଦଲାଲ ରାକେଟ୍ ଧରାପଡ଼ିବା ପରେ ଓଡ଼ିଶା ବିଜେପି ଏହାକୁ ନେଇ ହୀନ ରାଜନୀତ ଆରମ୍ଭ କରିଦେଇଛି ବୋଲି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ…

ହ୍ୱାଟସ୍ଆପ୍‌ରେ ହାଇକୋର୍ଟର ୬ ବିଚାରପତିଙ୍କୁ ହତ୍ୟା ଧମକ, ଟଙ୍କା ଦେବାକୁ ନିର୍ଦ୍ଦେଶ

ବେଙ୍ଗାଲୁରୁ : କର୍ଣ୍ଣାଟକା ହାଇକୋର୍ଟର ୬ ଜଣ ବିଚାରପତିଙ୍କୁ ହତ୍ୟା କରିବାକୁ ମିଳିଛି ଧମକ। କର୍ଣ୍ଣାଟକା ହାଇକୋର୍ଟର ଜଣେ ପିଆରଓଙ୍କୁ ହ୍ୱାଟସଆପ୍‌ରେ କେହି ବିଚାରପତିମାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଛି। ଏନେଇ ଅଭିଯୋଗ ହେବା ପରେ ବେଙ୍ଗାଲୁରୁ ପୁଲିସ୍‌ ଗୋଟିଏ…

୭୦୦ କୋଟିର ସାଇବର ଠକେଇ, ୧୫ ହଜାର ଲୋକଙ୍କୁ ଲଗାଇଛନ୍ତି ଚୂନ

ହାଇଦ୍ରାବାଦ : ଗୋଟିଏ ବର୍ଷରୁ କମ ଦିନ ମଧ୍ୟରେ ୧୫ ହଜାର ଲୋକଙ୍କୁ ୭୦୦ କୋଟି ଟଙ୍କାର ଚୂନ ଲଗାଇଥିବା ଗୋଟିଏ ସାଇବର ଠକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ହାଇଦ୍ରାବାଦ ପୁଲିସ୍‌। ଏହି ବଡ଼ ସାଇବର ଠକେଇ ପଛରେ ଚାଇନିଜ ହ୍ୟାଣ୍ଡେଲର୍ସଙ୍କ…

ରାଜ୍ୟସଭାରୁ ଆପ୍‌ ସାଂସଦ ସଞ୍ଜୟ ସିଂହଙ୍କ ନିଲମ୍ବନକୁ ନେଇ ତମ୍ବିତୋଫାନ

ନୂଆଦିଲ୍ଲୀ : ମୌସୁମୀ ଅଧିବେଶନର ବାକି କାର୍ଯ୍ୟ ଦିବସରୁ ଆପ୍‌ ସାଂସଦ ସଞ୍ଜୟ ସିଂହ ନିଲମ୍ବନ ହୋଇଛନ୍ତି। ମଣିପୁର ହିଂସାକୁ ନେଇ ସରକାରଙ୍କ ଜବାବ ଅଡ଼ି ବସିବାରୁ ସଞ୍ଜୟ ସିଂହଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶ୍ରୀ ସିଂହ ଗୃହର…

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମ- କେନ୍ଦ୍ରୀୟ ଓ ତତ-ସଂଲଗ୍ନ ଉତ୍ତର- ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳର ବାୟୁମଣ୍ଡଳରେ, ସମୁଦ୍ର ପତ୍ତନ ଠାରୁ ୫.୮ ରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ସକ୍ରିୟ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସମାନ…

ନବୀନ ଓଡିଶା”ରେ ପଇସା ନେଇ ସରକାରୀ ଚାକିରୀ ବିକ୍ରି କରାଯାଉଛି : ଅନିଲ ବିଶ୍ୱାଳ

ଭୁବନେଶ୍ୱର : ଓଡିଶା ଷ୍ଟାଫ୍ ସିଲେକସନ ଦ୍ୱାରା ହୋଇଥିବା ଜେଇ ସିଭିଲ ମେନ ପରୀକ୍ଷାରେ ପ୍ରଶ୍ନପତ୍ର ପରୀକ୍ଷା ଆଗରୁ ପ୍ରଘଟ ହୋଇଥିବା କଥା ପ୍ରମାଣିତ କରୁଛି ଯେ ଓଡିଶାରେ ସରକାରୀ ନିଯୁକ୍ତିରେ “ମନି ଫର୍ ଜବ୍‌” ର‌୍ୟାକେଟ କାମ କରୁଛି ।…