ଅଗଷ୍ଟ ୧୩ରେ ଭଙ୍ଗହେବ ପାକିସ୍ତାନ ନାସ୍ନାଲ୍ ଆସେମ୍ବ୍ଲି
ଇସ୍ଲାମାବାଦ: ପାକିସ୍ତାନ ନାସ୍ନାଲ୍ ଆସେମ୍ବ୍ଲି ଅଗଷ୍ଟ ୧୩ ତାରିଖରେ ଭଙ୍ଗହେବ । ପାକିସ୍ତାନ ଆଇନ ମନ୍ତ୍ରୀ ଆଜମ୍ ନଜିର ତରାର୍ ଏହି ସୂଚନା ଦେଇଛନ୍ତି । ଏହା ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ୍ ମଧ୍ୟ ନିର୍ବାଚନ ଲଢ଼ିପାରିବେ ବୋଲି ସେ…
