୬ ସାଂଗଠନିକ ଜିଲ୍ଲାର ବିଜେଡି ସଭାପତିଙ୍କ ନାଁ ଘୋଷଣା କଲେ ନବୀନ
ଭୁବନେଶ୍ୱର: ସଂଗଠନକୁ ସୁଦୃଢ଼ କରୁଛି ବିଜୁ ଜନତା ଦଳ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ୬ ସାଙ୍ଗଠନିକ ଜିଲ୍ଲାର ସଭାପତିଙ୍କ ସହ ୩ ଜିଲ୍ଲାରେ କାର୍ଯ୍ୟକାରୀ ସଭାପତିଙ୍କ ନାଁ ଘୋଷଣା କରିଛନ୍ତି । ଏନେଇ ପ୍ରେସ୍ ଇସ୍ତାହାର ଜାରି…
ଭୁବନେଶ୍ୱର: ସଂଗଠନକୁ ସୁଦୃଢ଼ କରୁଛି ବିଜୁ ଜନତା ଦଳ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ୬ ସାଙ୍ଗଠନିକ ଜିଲ୍ଲାର ସଭାପତିଙ୍କ ସହ ୩ ଜିଲ୍ଲାରେ କାର୍ଯ୍ୟକାରୀ ସଭାପତିଙ୍କ ନାଁ ଘୋଷଣା କରିଛନ୍ତି । ଏନେଇ ପ୍ରେସ୍ ଇସ୍ତାହାର ଜାରି…
ଭୁବନେଶ୍ୱର: ଗୁରୁବାର ରାଜ୍ୟ ସରକାରଙ୍କ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ବନ କର୍ମଚାରୀ କାର୍ଯ୍ୟ ବନ୍ଦ ଆନ୍ଦୋଳନରୁ ଓହରି ଯାଇଛନ୍ତି। ଏହାପରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ବନ ସେବା ସଂଘର…
ନୂଆଦିଲ୍ଲୀ: ନୂଆ ‘ଥ୍ରେଡ୍ସ୍ ଆପ୍’ ଲାଗି ‘ମେଟା ପ୍ଲାଟ୍ଫର୍ମ’ ନାଁ’ରେ ମାମଲା କରିବ ବୋଲି ଏଲନ୍ ମସ୍କ୍ଙ୍କ ‘ଟୁଇଟର୍’ ଧମକ ଦେଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ରଏର୍ଟସ୍’ ରିପୋର୍ଟ କରିଛି। ମାମଲା ଦାଏର କରିବା ପୂର୍ବରୁ ‘ଫେସ୍ବୁକ୍ ପ୍ୟାରେଣ୍ଟ୍ସ୍’ ‘ସିଇଓ’…
ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଜଣେ ଆଦିବାସୀ ଶ୍ରମିକ ଉପରେ ପ୍ରବେଶ ଶୁକ୍ଳା ନାମକ ଜଣେ ଲୋକ ପରିସ୍ରା କରିବା ଘଟଣାକୁ ନେଇ ଦେଶରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସରକାର ତୁରନ୍ତ ପଦକ୍ଷେପ…
ବୋମ୍ମାଇପାଲ୍ଲୀ: ଆଜି ତେଲେଙ୍ଗାନାର ବୋମ୍ମାଇପାଲ୍ଲୀ ଓ ପାଗିଡ଼ିପାଲ୍ଲୀ ମଧ୍ୟରେ ଫାଲକ୍ନୁମା ଏକ୍ସପ୍ରେସ୍ର ୩ଟି ବଗିରେ ନିଆଁ ଲାଗିଯାଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ ରିପୋର୍ଟ କରିଛି। ଦକ୍ଷିଣ କେନ୍ଦ୍ରୀୟ ରେଳବାଇର ‘ସିପିଆର୍ଓ’ ସି. ଏଚ୍. ରାକେଶ କହିଛନ୍ତି, ନିଆଁ ଲାଗିଥିବା…
ଉତ୍ତର ପ୍ରଦେଶର ନୋଏଡାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ନାମୀ ସ୍କୁଲର ଶିକ୍ଷୟିତ୍ରୀ ୧୨ ଜଣ ଛାତ୍ରଙ୍କ ଚୁଟି କାଟି ଦେଇଛନ୍ତି। ଯେତେବେଳେ ଛାତ୍ରମାନଙ୍କ ପରିବାର ଲୋକେ ଘଟଣା ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ସମସ୍ତେ ପୋଲିସ…
ତାମିଲନାଡୁର କୋଏମ୍ବାଟୁର ଡିଆଇଜି ନିଜକୁ ଗୁଳିମାରି ଆତ୍ମହତ୍ୟା କରିଛନ୍ତି । ନିଜକୁ ଗୁଳି ମାରିବା ପୂର୍ବରୁ ଡିଆଇଜି ବିଜୟକୁମାର ରେସ କୋର୍ସରେ କ୍ୟାମ୍ପ ଅଫିସରେ ପିସ୍ତଲରେ ନିଜକୁ ଗୁଳି ମାରିଛନ୍ତି । ସେ ଗତ କିଛିଦିନ ହେଲାଣି ଟେନସନରେ ଥିଲେ ବୋଲି…
କଟକ: ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଓଡ଼ିଶା ହାଇକୋର୍ଟ। ଅନ୍ତର୍ଜାତୀୟ ହକି ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କର ଏହି ମୃତ୍ୟୁ ଘଟଣାରେ ଲିଙ୍କ ଥିବା ନେଇ ଅଭିଯୋଗ ଆଧାରରେ କୋର୍ଟ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆନନ୍ଦଙ୍କ…
ଭୁବନେଶ୍ୱର : ସାମ୍ବାଦିକଙ୍କ ପାଇଁ ସ୍ୱାସ୍ଥ୍ୟବୀମା ପୋର୍ଟାଲ ଲୋକାର୍ପିତ । ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ବୋଧନ ଦେଇଛନ୍ତି । ସ୍ୱାସ୍ଥ୍ୟବୀମା ପୋର୍ଟାଲ ଉନ୍ମୋଚନ କରି ମୁଁ ବହୁତ ଖୁସି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।…
ଭୁବନେଶ୍ୱର:ଗୁଜରାଟ ହାଇକୋର୍ଟଙ୍କ ରାୟ ପରେ କଂଗ୍ରେସ କର୍ମୀଙ୍କ ପ୍ରତିବାଦ । ଭୁବନେଶ୍ୱର କଂଗ୍ରେସ ଭବନରେ ନେତାଙ୍କ ଆନ୍ଦୋଳନ । ସେହିପରି ଅହମଦାବାଦରେ କଂଗ୍ରେସ କର୍ମୀ ଏକାଠି ହୋଇଛନ୍ତି । ରାହୁଲ ଗାନ୍ଧୀଙ୍କୁ ଗୁଜରାଟ ହାଇକୋର୍ଟଙ୍କ ଝଟକା । ପୁନଃବିଚାର ଆବେଦନ ଖାରଜ…