ପ୍ରବଳ ବର୍ଷା ପାଇଁ ୭ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଗାଙ୍ଗେୟ-ପଶ୍ଚିମବଙ୍ଗ ଉପତ୍ୟକାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ପ୍ରଭାବରେ ଉପାନ୍ତରୁ ଉପକୂଳ ଜାରି ରହିଛି ବର୍ଷା। ଆସନ୍ତା ୧୬ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଲଘୁଚାପ ଭଲ ବର୍ଷା ଆଣିପାରେ । ପ୍ରଭାବରେ…

ପୋଲିସ ଘରୁ ସୁନା ଅଳଙ୍କାର ଚୋରି କରିନେଇଗଲା ଚୋର

ଢେଙ୍କାନାଳ: ଅବକାରୀ ଇନ୍ସପେକ୍ଟରଙ୍କ ଘରୁ ଗୁରୁବାର ଦିନ ଲୁଟେରାମାନେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟି ନେଇଛନ୍ତି। କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଜିରିଡାମାଳି ଠାରେ ଇନ୍ସପେକ୍ଟର ସଞ୍ଜୀବ କୁମାର ଶର୍ମା ସହର ବାହାରକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି। ଶର୍ମା…

୬୭ ହଜାର ଯାତ୍ରୀଙ୍କ ଅମରନାଥ ଗୁମ୍ଫା ଦର୍ଶନ

ଶ୍ରୀନଗର: ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇଥିବା ଅମରନାଥ ଯାତ୍ରାର ପ୍ରଥମ ପାଞ୍ଚଦିନରେ ମୋଟ ୬୭,୫୬୬ ତୀର୍ଥଯାତ୍ରୀ ପବିତ୍ର ଅମରନାଥ ଗୁମ୍ଫା ମନ୍ଦିର ଦର୍ଶନ କରିଛନ୍ତି । ବୁଧବାର ବାଲଟାଲ୍ ଏବଂ ନୁନ୍‌ଓ୍‌ବାନ୍ ବେସ୍ କ୍ୟାମ୍ପ୍‌ରୁ ୧୮,୩୫୪ ତୀର୍ଥଯାତ୍ରୀ ଅମରନାଥ ଗୁମ୍ଫା…

ଆମେରିକୀୟ ଡ୍ରୋନ୍‌ର ରାସ୍ତା ରୋକିଲା ରୁଷୀୟ ଜେଟ୍

ଦାମାସ୍କସ: ସିରିୟାରେ ରୁଷର ତିନିଟି ଫାଇଟର୍ ଜେଟ୍ ବୁଧବାର ଆମେରିକାର ତିନିଟି ଏମ୍‌କ୍ୟୁ-୯ ଡ୍ରୋନ୍‌ର ରାସ୍ତା ରୋକିଛନ୍ତି । ଆମେରିକୀୟ ବାୟୁସେନା ଅନୁସାରେ ଡ୍ରୋନ୍ ଆଗରେ ରୁଷ୍‌ର ସୁଖୋଇ-୩୫ ଫାଇଟର୍ ଜେଟ୍ ପାରାଶୁଟ୍‌ରୁ ଫ୍ଲେୟର୍ସ ମାଡ଼ କରିବା ଫଳରେ ଡ୍ରୋନ୍‌ର ଫ୍ରଣ୍ଟ୍…

ରାହୁଲଙ୍କୁ ଝଟକା: ଦୁଇବର୍ଷ ଜେଲ ଦଣ୍ଡାଦେଶ କାଏମ, ଫେରିପାଇବେନି ସଂସଦର ସଦସ୍ୟତା ପଦ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଲାନି ଆଶ୍ୱସ୍ତି । ରାହୁଲଙ୍କୁ ଗୁଜରାଟ ହାଇକୋର୍ଟ ଝଟକା ଦେଇଛନ୍ତି। ସୁରଟ କୋର୍ଟ ନିଷ୍ପତ୍ତିକୁ କାଏମ ରଖିଲେ ଗୁଜରାଟ ହାଇକୋର୍ଟ । ହାଇକୋର୍ଟଙ୍କ କହିବାନୁଯାୟୀ, ଟ୍ରାଏଲ କୋର୍ଟଙ୍କ ଆଦେଶ ଉଚିତ । ସେହି ଆଦେଶରେ ହସ୍ତକ୍ଷେପ…

ରୋଗୀକୁ ମିଳିଲାନି ଆମ୍ବୁଲାନ୍ସ, ଟ୍ରଲିରେ ଗଲେ ହସ୍ପିଟାଲ

ସୋନପୁର: ଜଣେ ରୋଗୀଙ୍କୁ ଆମ୍ବୁଲାନ୍ସ ନମିଳିବାରୁ ରିକ୍ସା ଟ୍ରଲିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବାକୁ ପଡିଛି। ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନିଜ ଜିଲ୍ଲା ବିନିକାରେ ଏହି ଘଟଣା ଘଟିଛି। ରୋଗୀ ଜଣକ ହେଲେ ହାଲୁ ନାଏକ(୩୮)। ସେ ଗୁରୁବାର କାମ କରୁଥିବା…

5T ଉପକ୍ରମରେ ନୂଆ ରୂପ ନେବ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀ ମନ୍ଦିର। ଖର୍ଚ୍ଚ ହେବ ୧୮ କୋଟି ଟଙ୍କା

ଭୁବନେଶ୍ୱର: 5T ଉପକ୍ରମରେ ନୂଆ ରୂପ ନେବ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀ ମନ୍ଦିର। ଖର୍ଚ୍ଚ ହେବ ୧୮ କୋଟି ଟଙ୍କା । ଦୁଇଟି ପର୍ଯ୍ୟାୟରେ କାମ ସଂପୂର୍ଣ୍ଣ ହେବ । ମନ୍ଦିରର ବିକାଶ ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ…

ଆଜି ତୃତୀୟ ଦିନରେ ବି ଚାଲିଛି ଡିଏନ ଗ୍ରୁପରେ ଆୟକର ଚଢଉ, ଗଣି ଗଣି ସରୁନି ଟଙ୍କା

ଭୁବନେଶ୍ୱର:ତିନି ଦିନ ହେଲାଣି ଚାଲିଛି ଚଢାଉ । ଯେତେ ଖୋଳିଲେ ସେତେ ବାହାରୁଛି ସମ୍ପତ୍ତି ତାଲିକା । ଆଜି ତୃତୀୟ ଦିନରେ ଚାଲିଛି ଡିଏନ ଗ୍ରୁପ ଉପରେ ଆୟକର ବିଭାଗର ଚଢାଉ । ପ୍ରଥମ ଦିନ ଚଢାଉରେ ୩୦ କୋଟି ଜବତ…

ହରିଆଣାରେ ଅବିବାହିତ ଓ ବିଧବାଙ୍କୁ ମିଳିବ ସରକାରୀ ପେନ୍‌ସନ୍‌

ଚଣ୍ଡିଗଡ: ଅବିବାହିତ ଏବଂ ବିଧବାଙ୍କୁ ସରକାରୀ ପେନ୍‌ସନ୍ ପ୍ରଦାନ କରିବାରେ ହରିଆଣା ଦେଶର ପ୍ରଥମ ରାଜ୍ୟ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର୍ ଏହି ବିରଳ ପେନ୍‌ସନ୍ ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନାରେ ହିତାଧିକାରୀଙ୍କୁ ମାସିକ…

୪୨ ବର୍ଷରେ ପାଦ ଥାପିଲେ ମହେନ୍ଦ୍ର ସିଂ ଧୋନି

ନୂଆଦିଲ୍ଲୀ: ଷ୍ଟମ୍ପ ପଛରେ ରହିଛି ମ୍ୟାଚର ମୋଡ ବଦଳାଇ ଦେଉଥିବା ଖେଳାଳି । ଜଣିଏ ଖେଳାଳି ଯିଏ କ୍ରିକେଟପ୍ରେମୀଙ୍କ ପାଇଁ କେତେବେଳେ ମାହି ତ ଆଉକେତେବେଳେ ଦି କୁଲ ମ୍ୟାନ ପୁଣି ଆଉକେବେ ଏମଏଡି । ଆଜି ଭାରତୀୟ କ୍ରିକେଟ ଟିମର…