ଚନ୍ଦ୍ରଯାନ-୩କୁ ଜୁଲାଇ ୧୪ରେ ଚନ୍ଦ୍ରକୁ ଉତକ୍ଷେପଣ କରାଯିବ
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଆଜି (ଗୁରୁବାର) ଘୋଷଣା କରିଛି ଯେ ଆସନ୍ତା ଜୁଲାଇ ୧୪ ତାରିଖରେ ଚନ୍ଦ୍ରଯାନ-୩ ଅଭିଯାନ ଚନ୍ଦ୍ରକୁ ଉତକ୍ଷେପଣ କରିବ। ଏହି ମହାକାଶଯାନ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଅପରାହ୍ନ ୨ଟା ୩୫ରେ…
