ଫ୍ରାନ୍ସରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ସେନା

ନୂଆଦିଲ୍ଲୀ : ଫ୍ରାନ୍ସରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ସେନା। ବାଷ୍ଟିଲ ଡେ ସେଲିବ୍ରେସନରେ ପ୍ରଦର୍ଶିତ ହେବ ଭାରତର ଶୌର୍ଯ୍ୟ। ୧୪ ଜୁଲାଇକୁ ଫ୍ରାନ୍ସର ଜାତୀୟ ଦିବସ ଭାବେ ପାଳନ କରାଯାଏ । ଏହି ଉପଲକ୍ଷେ ହେବାକୁ ଥିବା ମିଳିତ ପରେଡରେ…

ଟ୍ୱିନସିଟି ଇନଫ୍ରାକନରେ ଆଇଟି ରେଡ୍‌

କଟକ ତ୍ରିଶୁଳିଆ ଠାରେ ଥିବା ଘରୋଇ ଗୃହ ନିର୍ମାଣକାରୀ ସଂସ୍ଥା ଟ୍ୱିନ ସିଟି ଇନ୍‌ଫ୍ରାକନ୍‌ର କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟକର ବିଭାଗର ୧୫ଜଣିଆ ଟିମ୍ ଏହି ଚଢ଼ାଉ କରିଥିବା ବେଳେ ବିଭିନ୍ନ କାଗଜପତ୍ରକୁ ତନ୍ନତନ୍ନ କରି ଯାଞ୍ଚ…

ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ୪ ମହଲା କୋଠା, ଫସି ରହିଛନ୍ତି ଅନେକ

ନୂଆଦିଲ୍ଲୀ : ଭୁଶୁଡ଼ି ଗଡ଼ିଲା ନିର୍ମାଣାଧୀନ ୪ ମହଲା କୋଠା। ଏହି କୋଠା ତଳେ ବହୁ ଲୋକ ଚାପି ହୋଇ ଯାଇଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଛନ୍ତି। ଦିଲ୍ଲୀର ଆମ୍ୱେଦକର…

କ୍ୟାନସର ହସ୍ପିଟାଲରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଘେରିଲେ ଠିକା ପାରା-ମେଡିକାଲ୍ ଓ ନର୍ସିଂ ଷ୍ଟାଫ୍

କଟକ: ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଘେରି ଗଲେ ମେଡିକାଲ କର୍ମଚାରୀ । କଟକ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରକୁ ଯାଇଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଘେରି ଯାଇଥିଲେ ଠିକା ପାରା ମେଡିକାଲ୍ ଓ ନର୍ସିଂ ଷ୍ଟାଫ୍ । ଯାହାକୁ ନେଇ ସେଠାରେ…

୩ ମେଡିକାଲ କଲେଜର ଅଗ୍ନି ସୁରକ୍ଷାକୁ ଫୋକସ୍, ୪୫ଟି ପଦବୀ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଟକ, ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜରେ ଅଗ୍ନିସୁରକ୍ଷା ପାଇଁ ୪୫ଟି ପଦବୀ ମଂଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କଲେଜ ଓ ହସ୍ପିଟାଲ…

ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ କଟଅଫ ମାର୍କ; ରେଭେନ୍ସା ଆଗରେ

ଭୁବନେଶ୍ୱର: ପ୍ରକାଶ ପାଇଲା  ଯୁକ୍ତଦୁଇ ପ୍ରଥମ କଟ୍ ଅଫ୍ ମାର୍କ । ଏଥର କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରହିଛି  ରେଭେନ୍ସା କଲେଜ । ସେହିପରି ଏଫଏମ କଲେଜ ୨ୟରେ ଥିବାବେଳେ ତୃତୀୟରେ ରହିଛି ବିଜେବି କଲେଜ । କଳା…

ଡିଏନ୍ ଗ୍ରୁପ ଉପରେ ଚଢ଼ଉ ଜାରି: ଜବତ ଟଙ୍କା ଗଲା ଆରବିଆଇ

ଭୁବନେଶ୍ବର: ଟିକସ ଫାଙ୍କିବା ଅଭିଯୋଗରେ ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ ଉପରେ ଆୟକର ବିଭାଗର ଚଢ଼ଉ ସମୟରେ ମିଳିଥିବା ଟଙ୍କା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)କୁ ଯାଇଛି। ସେଠାକୁ ଯାଇଥିବା ଜବତ ଟଙ୍କା ଆଉ ଥରେ ଗଣାଯିବ। ଆୟକର ବିଭାଗ ଟଙ୍କା…

ଆଜିଠୁ ଆରମ୍ଭ ହୋଇଛି ଓଜେଇଇ (OJEE) କାଉନସେଲିଂ

ଭୁବନେଶ୍ୱର : ଆଜିଠୁ  ଆରମ୍ଭ ହୋଇଛି ଓଜେଇଇ (OJEE) କାଉନସେଲିଂ। ଓଜେଇଇ ପକ୍ଷରୁ ବି. ଆର୍କ, ବି.ଟେକ୍‌, ବି.ପ୍ଲାନ୍‌ ଓ ଇଣ୍ଟିଗ୍ରେଟେଡ୍‌ ଏମ୍‌ସିଏ ପାଠ୍ୟକ୍ରମ ପାଇଁ  ଆଜିଠୁ ଆରମ୍ଭ ହେଉଛି କାଉନସେଲିଂ । ଛାତ୍ରଛାତ୍ରୀ  ଜୁଲାଇ ୧୨ତାରିଖ ଯାଏଁ ଚଏସ ଫିଲ କରି ପଞ୍ଜିକରଣ…

ଓଲଟିଲା ଟିଟିଲାଗଡରୁ ଦୁଇ ନିଖୋଜ ଛାତ୍ରଙ୍କୁ ନେଇ ଫେରୁଥିବା କାର

ଭୁବନେଶ୍ୱର : ଟିଟିଲାଗଡରୁ ଦୁଇ ନିଖୋଜ ନାବାଳକଙ୍କୁ ନେଇ ଆସୁଥିବା ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦଶପଲ୍ଲା ବାଣୀଗୋଛା ମୁଖ୍ୟ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ଆହତଙ୍କୁ ନିକଟସ୍ଥ ମେଡିକାଲ୍ ନିଆଯାଇଥିବା ସୂଚନା ମିଳିଛ। ସେଠାରେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ବର…

ରଥ ଦଉଡ଼ି ଛିଣ୍ଡି ଆହତ ହୋଇଥିବା ଭୋଇ ସେବକଙ୍କ ମୃତ୍ୟୁ

ପୁରୀ: ମହାପ୍ରଭୁଙ୍କ ପବିତ୍ର ବାହୁଡାବେଳେ ରଥ ଦଉଡି ଛିଣ୍ଡ ଆହତ ହୋଇଥିବା ଭୋଇ ସେବକଙ୍କର ମୃତ୍ୟୁ ଘଟିଛି ।   ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ଘଟିଛି । ବଳଭଦ୍ରଙ୍କ ରଥ ଦଉଡ଼ି ଛିଡ଼ି ଗୁରୁତର ଥିବା ଭୋଇ ସେବକ ଗୁରୁତର ହୋଇଥିଲେ…