ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର

କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର । ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କ ନାଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲିଜିୟମ । ବର୍ତ୍ତମାନ ହାଇକୋର୍ଟ ମୁଖ୍ୟ ବିଚାରପତି ଅଛନ୍ତି ଏସ୍. ମୁରଲୀଧର । ଜଷ୍ଟିସ ଏସ୍ ମୁରଲୀଧର…

୫-ଟି ସ୍କୁଲରେ ଉପକରଣ ସ୍ଥିତି ଅନୁଧ୍ୟାନ କରିବ ଓସେପା

ଭୁବନେଶ୍ୱର: ୫-ଟି ସ୍କୁଲରେ ଉପକରଣ ସ୍ଥିତି ଅନୁଧ୍ୟାନ କରିବ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ। ଏନେଇ ୩୦ ଜିଲ୍ଲା ପାଇଁ ଗଠନ ହେଲା ଟିମ୍। ଗୁଣାତ୍ମକ ପାଠପଢାକୁ ଧ୍ୟାନରେ ରଖି ସରକାର ହାଇସ୍କୁଲ ରୂପାନ୍ତରଣରେ ୫-ଟି ସ୍କୁଲ କରାଯାଇଛି। ଏଥିରେ ସ୍ମାର୍ଟ…

ବଢିବ ବର୍ଷାର ପରିମାଣ, ୮ ଜିଲ୍ଲାକୁ ଜାରି ହେଲା ୟେଲୋ ଓ୍ଵାର୍ଣ୍ଣିଂ

ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆଜିଠୁ ବଢିବ ବିସ୍ତୃତି । ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଲାଗିରହିଛି । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର,…

ପନିପରିବା ଦର ବୃଦ୍ଧି ବିରୋଧରେ ଛାତ୍ର କଂଗ୍ରେସ ପକ୍ଷରୁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର: ପନିପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ଏହାର ପ୍ରତିବାଦରେ ବୁଧବାର ଛାତ୍ର କଂଗ୍ରେସ କର୍ମୀମାନେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସରକାରୀ ବାସଭବନ ଘେରାଉ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏମିତିକି ଛାତ୍ର କଂଗ୍ରେସର…

ସାଫ୍‌ ଚାମ୍ପିଅନ୍‌ସିପ୍‌: ଭାରତ ନବମ ଥର ବିଜେତା, କୁଏତକୁ ସଡନ୍‌ଡେଥ୍‌ରେ ହରାଇଲା

ବେଙ୍ଗାଲୁରୁ: ଭାରତ ନବମ ଥର ଲାଗି ସାଫ୍‌ ଚାମ୍ପିଅନ୍‌ସିପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ବିଜେତା ହୋଇଛି। ମଙ୍ଗଳବାର ସ୍ଥାନୀୟ କାନ୍ତୀରବା ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍‌ରେ ଆୟୋଜକ ଭାରତ ୫-୪ (୧-୧) ସଡନ୍‌ଡେଥ୍‌ରେ କୁଏତକୁ ପରାସ୍ତ କରିଛି। ଏଥିସହ ଭାରତ ଲଗାତାର ଦ୍ବିତୀୟ ଥର…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ଠିକ୍ ସମୟରେ ଦରମା ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଅବସର ପ୍ରାପ୍ତ କର୍ମଚାରୀମାନଙ୍କୁ ଠିକ ସମୟରେ ପେନସନ ପ୍ରଦାନ କରିବା ପାଇଁ ପଦକ୍ଷେପ ନିଆଯାଉ। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ…

ଗଡକାରୀଙ୍କ ଗୁରୁ ମନ୍ତ୍ର – ୧୫ ଟଙ୍କାରେ ମିଳିବ ପେଟ୍ରୋଲ

ନୂଆଦିଲ୍ଲୀ : ସବୁଠି ଲୋକଙ୍କୁ ଘାଇଲା କରୁଛି ମହଙ୍ଗା ମାଡ଼ । ପରିବାଠୁ ଆରମ୍ଭ କରି ଗ୍ୟାସ୍‌, ପେଟ୍ରୋଲ ଦର ବି ଲୋକଙ୍କୁ କନ୍ଦାଉଛି। ରାତି ପାହିଲେ ସମସ୍ତେ ଘରୁ ଗାଡ଼ି ଧରି ବାହାରିଥାନ୍ତି। ମାତ୍ର ପେଟ୍ରୋଲ ଲିଟର ପିଛା ଶହେ…

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ: ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ

କଟକ:  ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ସହିତ ରତ୍ନଭଣ୍ଡାରର ସବିଶେଷ ତାଲିକା ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟରେ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି । ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ । ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ…

ବଦଳିବ ମୋଦିଙ୍କ ମନ୍ତ୍ରିମଣ୍ଡଳ! ନଡ୍ଡାଙ୍କୁ ଭେଟିଲେ ଏକାଧିକ ମନ୍ତ୍ରୀ ଓ ବରିଷ୍ଠ ନେତା

ନୂଆଦିଲ୍ଲୀ : ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ଓ ସାଂଗଠନିକ ଅଦଳବଦଳ କରିବାକୁ ମୁଡରେ ଥିବା ବିଜେପିର ଦିଲ୍ଲୀ ମୁଖ୍ୟାଳୟ ହଠାତ୍‌ ଚଳଚଞ୍ଚଳ ହୋଇ ଉଠିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ କ୍ୟାବିନେଟକୁ ଅଦଳବଦଳ କରିବାକୁ ଯାଉଥିବା…

ୟୁସିସିକୁ ବିରୋଧ କର : ମୁସଲିମ ପର୍ସନାଲ ଲ’ ବୋର୍ଡ

ନୂଆଦିଲ୍ଲୀ : ସମାନ ନାଗରିକ ସଂହିତା ବା ୟୁସିସିକୁ ନେଇ ବିବାଦ ଜାରି ରହିଛି । ଏହି ପ୍ରସ୍ତାବିତ ଆଇନକୁ ବିରୋଧ କରିବାକୁ ଘୋଷଣା କରିଛି ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡ (ଏଆଇଏମ୍ପିଏଲବି) । ବୁଧବାର ଏହି ପ୍ରସଙ୍ଗରେ…