ହାତ ଓ ଗୁପ୍ତାଙ୍ଗ କାଟିଲେ ବିଚାରାଧୀନ ବନ୍ଦୀ
ଭଦ୍ରକ : ପତ୍ନୀ ନିର୍ଯାତନା ଅଭିଯୋଗରେ ଜେଲ୍ ଯାଇଥିଲେ। ହେଲେ ଆଜି ସେ ଜେଲ୍ ଭିତରେ ନିଜ ହାତ, ଗୋଡ଼ ଓ ଗୁପ୍ତାଙ୍ଗ କାଟି ଦେଇଛନ୍ତି। ଏପରି ଘଟଣା ଭଦ୍ରକ ଜିଲ୍ଲା କାରାଗାରରେ ଘଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ପରେ…
ଭଦ୍ରକ : ପତ୍ନୀ ନିର୍ଯାତନା ଅଭିଯୋଗରେ ଜେଲ୍ ଯାଇଥିଲେ। ହେଲେ ଆଜି ସେ ଜେଲ୍ ଭିତରେ ନିଜ ହାତ, ଗୋଡ଼ ଓ ଗୁପ୍ତାଙ୍ଗ କାଟି ଦେଇଛନ୍ତି। ଏପରି ଘଟଣା ଭଦ୍ରକ ଜିଲ୍ଲା କାରାଗାରରେ ଘଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ପରେ…
ସୁନ୍ଦରଗଡ଼:, ସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ ପାଇଁ ୬ ଜଣିଆ କେନ୍ଦ୍ରୀୟ ଟିମ୍ ପହଞ୍ଚିଛନ୍ତି।। ତାଙ୍କ ସହ ରାଜ୍ଯର ୨ ଜଣ ସଦସ୍ଯ ରହିଛନ୍ତି। ଟିମ୍ ପ୍ରଥମେ ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗ…
ଭୁବନେଶ୍ୱର: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ପାଇଁ ବାଚସ୍ପତି ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି | ମିଳିଥିବା ସୂଚନା ମୁତାବକ ବିଧାନସଭା ଆରମ୍ଭରୁ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ | ୨ ବିଧାୟକଙ୍କ ନିଲମ୍ବନକୁ ବିରୋଧ କରି ପ୍ରଶ୍ନକାଳ…
ଭୁବନେଶ୍ବର: ସକ୍ରିୟ ହେଲା ଲଘୁଚାପ। ଆଜିଠୁ ୫ଦିନ ଯାଏ ବର୍ଷାରେ ଭିଜିବ ଓଡ଼ିଶା। ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପୂର୍ବ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହୋଇ ଏକ ସୁଦୃଶ ଲଘୁଚାପରେ…
ବ୍ରହ୍ମପୁର: ବଜାରରେ ନକଲି ଜିନିଷର ପ୍ରାଦୂର୍ଭାବ ବଢ଼ିବାରେ ଲାଗିଛି। ଅସଲି ଜିନିଷ କିଣିବାକୁ ଚାହୁଁଥିବା ଲୋକଙ୍କ ମନରେ ଅନେକ ସନ୍ଦେହ ଆସୁଛି। ଭଲ ବ୍ରାଣ୍ଡର ଜିନିଷ ଭିତରେ ନକଲି ଜିନିଷ ରହୁଥିବା ଦୃଷ୍ଟିଗୋଚର ହେଉଛି। ଗୁଟଖା, ସିମେଣ୍ଟ, ଆଚାର, ପାମ୍ପଡ଼, ଘିଅ,…
ଭୁବନେଶ୍ବର: ବିଭିନ୍ନ ସମୟରେ ସଂସ୍କୃତି ବିଭାଗର ବହୁ ପୁରସ୍କାର ବିବାଦରେ ଛନ୍ଦି ହୋଇପଡ଼ୁଛି। କେତେବେଳେ ସାହିତ୍ୟ ଏକାଡେମିର ପୁରସ୍କାର ତ କେତେବେଳେ ଚଳଚ୍ଚିତ୍ର ପୁରସ୍କାର। ପୁଣି ଲୁଚେଇ ଛପେଇ ଶେଷ ମୂହୁର୍ତ୍ତରେ ପୁରସ୍କାର ଘୋଷଣା କରି ପୂଜ୍ୟପୂଜାରେ ଏକ ବିଡ଼ମ୍ବନା ସୃଷ୍ଟି…
ବିଲାସପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଦିନ ଭିତରେ ଦ୍ୱିତୀୟ ଥର ପାଇଁ ଆଜି ପୁଣି ଛତିଶଗଡ଼ ଗସ୍ତରେ ଅଛନ୍ତି। ଆଜି ବିଲାସପୁରର ସିପାଟ ରୋଡରେ ଥିବା ସାଇନ୍ସ କଲେଜ ପଡ଼ିଆରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ନିର୍ବାଚନ ରାଲି (ପରିବର୍ତ୍ତନ ଯାତ୍ରା)ରେ…
ଚେନ୍ନାଇ : ନିଜ ପଦରୁ ଅଚାନକ ଇସ୍ତଫା ଦେଲେ ତାମିଲନାଡ଼ୁ ମଙ୍କେଟାଇଲ ବ୍ୟାଙ୍କ (TMB) ର ଏମଡି ଓ ସିଇଓ ଏସ୍ କୃଷ୍ଣ । କିଛି ଦିନ ପୂର୍ବେ ବ୍ୟାଙ୍କରୁ ଜଣେ କ୍ୟାବ୍ ଡ୍ରାଇଭରଙ୍କ ଆକାଉଣ୍ଟକୁ ଭୁଲବଶତଃ ୯ ହଜାର କୋଟି…
ନୂଆଦିଲ୍ଲୀ: ବାକ୍ସ୍ବାଧୀନତା କ’ଣ ତାହା ଆମର ଅନ୍ୟମାନଙ୍କ ପାଖରୁ ଶିଖିବାର ଆବଶ୍ୟକତା ନାହିଁ ବୋଲି ଆଜି ଭାରତ ଓ କାନାଡା କୂଟନୈତିକ ତିକ୍ତତା ପ୍ରସଙ୍ଗରେ କହିବା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି। ଏ ପ୍ରସଙ୍ଗରେ ନିଜର ବିବୃତି…
ପୁଣେ: ଚଳିତ ବର୍ଷ ଜାନୁଆରି ମାସରୁ ସେପ୍ଟେମ୍ବର ୨୮ ତାରିଖ ମଧ୍ୟରେ ଭାରତ ୧୪୬ଟି ବାଘମୃତ୍ୟୁ ପଞ୍ଜିକୃତ କରିଛି ବୋଲି ‘ନ୍ୟାସ୍ନାଲ୍ ଟାଇଗର୍ କଞ୍ଜର୍ଭେସନ୍ ଅଥରିଟି’ ତଥ୍ୟାବଳିରୁ ଜଣାପଡ଼ିଛି। ୨୦୧୨ ପରଠାରୁ ଚଳିତ ବର୍ଷର ବାଘ ମୃତ୍ୟୁସଂଖ୍ୟା ସର୍ବାଧିକ ବୋଲି ମଧ୍ୟ…