ଜି-୨୦ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଦିଲ୍ଲୀର ପାଲମ୍ ବିମାନବନ୍ଦରରେ ପହଞ୍ଚିଛନ୍ତି। କିଛି ସମୟ ପରେ ପିଏମ୍ ଆବାସରେ ରାଷ୍ଟ୍ରପତି ବାଇଡେନ୍ ଓ ପିଏମ୍ ମୋଦିଙ୍କର ଦ୍ୱିପାକ୍ଷିକ ବୈଠକ ହେବ। ଏୟାରଫୋର୍ସ ଓ୍ଵାନ୍ ଯୋଗେ ପହଞ୍ଚିଛନ୍ତି ବାଇଡେନ୍। ଜି-୨୦ ସମ୍ମିଳନୀରେ ଯୋଗଦେବା ପାଇଁ…