September 20, 2023

ଲୋକସଭାରେ ମହିଳା ସଂରକ୍ଷଣ ବିଲ୍‌ ପାରିତ

ମହିଳା ସଂରକ୍ଷଣ ବିଲ୍‌ ଲୋକସଭାରେ ପାରିତ ହୋଇଛି। ଲୋକସଭାରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ବିଲ୍‌କୁ ଅନୁମୋଦନ ମିଳିଛି। ଭୋଟିଂ ଜରିଆରେ ପାସ୍‌ ହୋଇଛି ମହିଳା ସଂରକ୍ଷଣ ବିଲ୍‌। ବିଲ୍‌ ସପକ୍ଷରେ ୪୫୪ଟି ଭୋଟ୍‌ ହୋଇଥିବା ବେଳେ ବିପକ୍ଷରେ ପଡ଼ିଥିଲା ମାତ୍ର…

ପ୍ରମିଳା ମଲ୍ଲିକ ହେଲେ ବିଜେଡି ବାଚସ୍ପତି ପ୍ରାର୍ଥୀ

ଭୁବନେଶ୍ୱର: ଆସନ୍ତକାଲି ବାଚସ୍ପତି ନିର୍ବାଚନ ପଇଁ ନାମାଙ୍କନ ତାରିଖ ରହିଛି। ଏହା ପୂର୍ବରୁ ଶାସକ ଦଳ ବିଜେଡି ମହିଳା କାର୍ଡ ଖେଳି ଦଳର ବରିଷ୍ଠ ମହିଳା ନେତ୍ରୀ ତଥା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଘୋଷଣା କରିଛି। ସାରା ଦେଶରେ…

ଗଣେଶ ପୂଜା ଭୋଗ ଖାଇ ୭୫ରୁ ଉର୍ଦ୍ଧ୍ବ ଅସୁସ୍ଥ

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମାଷାଡ଼ ଗାଁରେ ମଙ୍ଗଳବାର ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲା। ପୂଜାରେ ଚୁଡ଼ା ଭୋଗ କରାଯାଇଥିଲା। ଗତକାଲିର ଚୁଡ଼ା ଭୋଗ ବଳିଯିବାରୁ ଆଜି ଗ୍ରାମବାସୀଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା। ଭୋଗ ଖାଇବା ପରେ ସମସ୍ତେ ଅସୁସ୍ଥ…

ପ୍ରାଥମିକ ଶିକ୍ଷକ ସଂଘକୁ ଆଲୋଚନା ପାଇଁ ସିଏମ୍‌ଓରୁ ଡକରା

ଭୁବନେଶ୍ୱର: ପ୍ରାଥମିକ ଶିକ୍ଷକ ସଂଘକୁ ଆଲୋଚନା ପାଇଁ ସିଏମ୍‌ଓରୁ ଡକରା। ଆସନ୍ତା ୨୩ ତାରିଖ ସନ୍ଧ୍ୟା ୫ଟାରେ ଆଲୋଚନା ପାଇଁ ଡକରା ଦେଇଛନ୍ତି ସିଏମଓ। ଆନ୍ଦୋଳନରୁ ଓହରିଥିବା ଶିକ୍ଷକ ସଂଘକୁ ଆଲୋଚନା ପାଇଁ ଡାକିଲେ। ଏନେଇ ସୂଚନା ଦେଲେ ନିଖିଳ ଉତ୍କଳ…

ବିଜେଡି ପକ୍ଷରୁ ନିଯୁକ୍ତି ପାଇଲେ ବିଜୁ ଶ୍ରମିକ ସାମ୍ମୁଖ୍ୟର ନୂତନ କର୍ମକର୍ତ୍ତା

ଭୁବନେଶ୍ୱର: ବିଜେଡି ପକ୍ଷରୁ ନିଯୁକ୍ତି ପାଇଲେ ବିଜୁ ଶ୍ରମିକ ସାମ୍ମୁଖ୍ୟର ନୂତନ କର୍ମକର୍ତ୍ତା । ବିଭିନ୍ନ ବିଭାଗର ଶ୍ରମିକ ସଂଗଠନରେ ନୂତନ କର୍ମକର୍ତ୍ତା ନିଯୁକ୍ତି ଦିଆଯାଇଥିବା ଦଳ ପକ୍ଷରୁ ଏକ ପ୍ରେସ ରିଲିଜରେ କୁହାଯାଇଛି । ତଥ୍ୟ ଅନୁଯାୟୀ, ନିର୍ମାଣ ଶ୍ରମିକ…

ମାଷ୍ଟରକ୍ୟାଣ୍ଟିନ ନିକଟରେ ଯୁବକଙ୍କୁ ମାରି ରାସ୍ତା ଉପରେ ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ

ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ସ୍ଥିତ କଂଗ୍ରେସ ଭବନ ନିକଟରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକଙ୍କ ବୟସ ୩୫ ପାଖାପାଖି ହେବ । ତେବେ ଏହି ଯୁବକଜଣକ କିଏ ଏବଂ ଏଠାକୁ ତାଙ୍କର ମୃତଦେହ କେମିତି…

୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମ ବଙ୍ଗ ଓ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି ଲଘୁଚାପ। ପ୍ରଭାବରେ ରାଜ୍ୟବ୍ୟାପୀ ଲାଗି ରହିଛି ବର୍ଷା। ଆଜି ଓ ଆସନ୍ତାକାଲି ବର୍ଷାର ପ୍ରଭାବ ଅଧିକ ରହିବ ।…

ଯାଜପୁରରେ ସୁନା ଅଳଙ୍କାର ଓ ମୋବାଇଲ ଲୁଟ ଘଟଣା : ୪ ଲୁଟେରା ଗିରଫ

ଯାଜପୁର: ଯାଜପୁର ପୋଲିସକୁ ବଡ ସଫଳତା ମିଳିଛି । ଘରେ ପଶି ସୁନା ଅଳଙ୍କାର ଲୁଟି ନେଉଥିବା ଲୁଟେରା ଗ୍ୟାଙ୍ଗକୁ ପୋଲିସ ଗିରଫ କରିଛି । ସୂଚନା ଅନୁସାରେ ଏହି ଲୁଟେରା ଗ୍ୟାଙ୍ଗ ରାମବାଗ ବାମଦେବପୁର ଗାଁର ସୁଦୀପ ମହାରଣାଙ୍କ ଘରେ…

ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେଲା ନବାନ୍ନ

ସମ୍ବଲପୁର : ନୂଆଁଖାଇ ପାଇଁ ଚଳଚଞ୍ଚଳ ସାରା ପଶ୍ଚିମ ଓଡ଼ିଶା। ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେଲା ନବାନ୍ନ। ପୂର୍ବ ନିର୍ଦ୍ଧାରିତ ସମୟରେ ଇଷ୍ଟଦେବୀଙ୍କ ପାଖରେ ରୀତିନୀତି ଅନୁସାରେ ନବାନ୍ନ ଲାଗି ହୋଇଛି। ମାଆ ସମଲେଶ୍ୱରୀଙ୍କୁ ଲାଗି ହୋଇଛି ନୂତନ ସରିଆ…

ଆଉ ୭ ଜଣ ସ୍କ୍ରବ୍ ଟାଇଫସ ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ରେ ପହଞ୍ଚିଲା

ସୁନ୍ଦରଗଡ଼: ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୭ ଜଣ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହା ଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ରେ ପହଞ୍ଚିଛି। ଜଣେ ସ୍ବାସ୍ଥ୍ୟ ଅଧିକାରୀ ବୁଧବାର ଏହି ସୂଚନା ଦେଇଛନ୍ତି।…