ଅଷ୍ଟ୍ରେଲିଆକୁ ୪୦୦ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ଇନ୍ଦୋର: ଅଷ୍ଟ୍ରେଲିଆ ବିପକ୍ଷରେ ବିସ୍ପୋରକ ବ୍ୟାଟିଂ କରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ। ଉଦୟମାନ ବ୍ୟାଟ୍ସମ୍ୟାନ ଶୁବମନ୍‌ ଗିଲ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ ଓ କେଏଲ୍‌ ରାହୁଲ ଅଷ୍ଟ୍ରେଲିଆ ଦଳର ବୋଲରଙ୍କୁ ଧୁମ ପ୍ରହାର କରିଛନ୍ତି। ଅଷ୍ଟ୍ରେଲିଆର ସବୁ ବୋଲରଙ୍କୁ ଧୁଲେଇ କଲେ…

ପେଟ୍ରୋଲ ପମ୍ପ ମାଲିକଙ୍କୁ ଛୁରାମାଡ଼, ଲକ୍ଷାଧିକ ଟଙ୍କା ଲୁଟିଲେ ଦୁର୍ବୃତ୍ତ

ସୁନ୍ଦରଗଡ଼: ତଲସରା ଥାନା ଅଧିନସ୍ଥ ତୁମୁଲିଆ ଓମ ଶ୍ରୀ ମା ସନ୍ତୋଷୀ ପେଟ୍ରୋଲ ପମ୍ପରେ ରବିବାର ଲୁଟ୍ ହୋଇଛି। ମାଲିକଙ୍କୁ ଛୁରାମାଡ଼ କରି ୩ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି। ଗୁରୁତର ମାଲିକ ଦେବପ୍ରସାଦ…

ନାଇଜେରିଆ ତୈଳ ଡିପୋରେ ବିସ୍ଫୋରଣ: ୩୫ ମୃତ

ଅବୁଜା: ନାଇଜେରିଆରେ ବଡ଼ ଧରଣର ଦୁର୍ଘଟଣା। ବେଆଇନ ଇନ୍ଧନ ଗୋଦାମରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ବେନିନର ଏକ ତୈଳ ଡିପୋରେ ବିସ୍ଫୋରଣ ଘଟିବାରୁ ୩୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ମେଡିକାଲରେ…

ସୁନା ଦୋକାନରୁ ସଶସ୍ତ୍ର ଡକାୟତି, ନେଇଗଲେ ୨୫ ଲକ୍ଷ ଟଙ୍କାର ଅଳଙ୍କାର

ସମ୍ବଲପୁର ସଦର ଥାନା ଅନ୍ତର୍ଗତ ମାନେଶ୍ଵର ଛକ ନିକଟରେ ଥିବା ଏକ ସୁନା ଦୋକାନରୁ ଆଜି ସଶସ୍ତ୍ର ଡକାୟତି ହୋଇଛି। ଡକାୟତମାନେ ପ୍ରାୟ ୨୫ ଲକ୍ଷ ଟଙ୍କା ସୁନା ଓ ରୁପା ଅଳଙ୍କାର ନେଇଯାଇଥିବା ଅଭିଯୋଗ ହୋଇଥିବା ବେଳେ ସଦର ଥାନା…

ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାରେ ଜିତିବ କଂଗ୍ରେସ: ରାହୁଲ

ନୂଆଦିଲ୍ଲୀ: ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ରାଜନେତାଙ୍କ ମଧ୍ୟରେ ଆରମ୍ଭ ହେଲାଣି ଅଙ୍କ କସା। କିଏ କେଉଁ ଆସନରେ ଜିତିବ ସେନେଇ ଅନୁମାନ ମଧ୍ୟ କଲେଣି ଅନେକ ରାଜନେତା। ଏହାରି ଭିତରେ କଂଗ୍ରେସ ନେତା ତଥା ଦଳର ଲୋକସଭା ସଦସ୍ୟ ରାହୁଲ ଗାନ୍ଧୀ…

ହୋଟେଲ୍‌ରେ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ, ୩ ଗୁରୁତର

ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଅମର୍ଦ୍ଦା ରୋଡ୍ ସ୍ଥିତ ନନା ହୋଟେଲ୍‌ରେ ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ ଘଟି ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବସ୍ତା ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି…

ଆଇସିଏମଆରର ନୂଆ ଷ୍ଟଡି: ପ୍ରଭାବହୀନ ହେଉଛି ଆଂଟିବାୟୋଟିକ

ମୁମ୍ବାଇ: ଆଇସିଏମଆରର ନୂତନ ଷ୍ଟଡିରେ ଏକ ଚିନ୍ତାଜନକ ତଥ୍ୟ ସମ୍ମୁଖକୁ ଆସିଛି । ନିମୋନିଆ ଓ ସେପ୍ସସିସ ପରି ରୋଗ ପାଇଁ ବ୍ୟବହାର କରାଯାଉଥିବା ଆଂଟିବାୟୋଟିକ ଏବେ ପ୍ରଭାବହୀନ ହେଉଛି । ଆଂଟିବାୟୋଟିକର ଭୂଲ ପ୍ରୟୋଗ ଏହାର ଏକ କାରଣ ଭାବେ…

ପୋଖରୀପୁଟ ଝାରପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ବର: ପୋଖରୀରେ ବୁଡ଼ି ସଲିଳ ସମାଧି । ପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ବର ଏୟାରଫିଲ୍ଡ ଥାନା ପୋଖରୀପୁଟ ଝାରପୋଖରୀରେ ଏହି ଘଟଣା ଘଟିଛି। ମୃତକମାନେ ହେଲେ ଗଣ୍ଡମୁଣ୍ଡା ସ୍କୁଲର ରାକେଶ ମହାରଣା ଓ ୟୁନିଟ୍-୮ ବାଳକ ଉଚ୍ଚ…

ନାଗପୁରରେ ପ୍ରବଳ ବର୍ଷା, ୫ ଜଣଙ୍କର ମୃତ୍ୟୁ

ମହାରାଷ୍ଟ୍ର: ମହାରାଷ୍ଟ୍ର ନାଗପୁରରେ ପ୍ରବଳ ବର୍ଷା। ବର୍ଷା ଯୋଗୁଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛି । ବସ୍‌ ଡିପୋ ଏବଂ ଘରେ ଲୋକମାନେ ଫସିଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ ଟିମ୍‌ ନିୟୋଜିତ ହୋଇଛି । ଉପମୁଖ୍ୟମନ୍ତ୍ରୀ…

ନୀଳ ଗାଡ଼ିଆରେ ମହିଳାଙ୍କର ମୃତଦେହ ଉଦ୍ଧାର

ପୁରୀ: ପୁରୀ ଜିଲ୍ଲା ତାଳବଣିଆରେ ଅଘଟଣ। ତାଳବଣିଆ ମଝୀ ଜଙ୍ଗଲର ନୀଳ ଗାଡ଼ିଆରେ ଏକ ମୃତଦେହ ଭାସୁଥିବା ପରିଲକ୍ଷିତ ହୋଇଛି। ଭାସୁଥିବା ମୃତଦେହଟି ଏକ ମହିଳାଙ୍କର ବୋଲି ଆନୁମାନ କରାଯାଉଛି। କିନ୍ତୁ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ତେବେ ଏହି ଘଟଣାଟି ହତ୍ୟାକାଣ୍ଡ…