ଦୁର୍ଗା ପୂଜା ଲାଗି କଟକରେ ଶାନ୍ତି କମିଟି ବୈଠକ, ଭସାଣିକୁ ନିଶା ମୁକ୍ତ ଓ ଡିଜେ ମୁକ୍ତ କରିବାକୁ ନିଷ୍ପତ୍ତି

କଟକ: ଦୁର୍ଗା ପୂଜା ଲାଗି କଟକ ମହାନଗର ନିଗମର ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଦୁର୍ଗା ପୂଜାକୁ କେଉଁ ଭଳି ଭାବରେ ଶାନ୍ତି ଶୃଙ୍ଖଳା ସହିତ କରାଯିବ, ସେ ବିଷୟରେ ପୂଜା କମିଟି ପକ୍ଷରୁ ଦିଆଯାଇଥିବା ବିଭିନ୍ନ ପ୍ରସ୍ତାବ…

ମୁଁ ବି ଗୀତା, ଉପନିଷଦ୍ ପଢିଛି: ରାହୁଲ ଗାନ୍ଧି

ପ୍ୟାରିସ୍ : ଭାରତରେ ଅନୁଷ୍ଠିତ ହେଉଥିବା ଜି-୨୦ ବୈଠକରେ ଯୋଗଦେବାକୁ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟମାନେ ଭାରତରେ ଅଛନ୍ତି । ଭାରତର ସଫଳ ଆୟୋଜନକୁ ସମଗ୍ର ବିଶ୍ବ ପ୍ରସଂଶା କରୁଛି । କିନ୍ତୁ ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି  ବିଦେଶରେ…

ଗୋଟିଏ ପରିବାରର ୩ଜଣ ପିଇଦେଲେ ବିଷ, ଭାଇଭଉଣୀଙ୍କ ମୃତ୍ୟୁ, ମା’ ଗୁରୁତର

ବରଗଡ଼: ପରିବାରର ମୁଖ୍ୟଙ୍କ ବିୟୋଗରେ ସ୍ତ୍ରୀ ଓ ପୁଅଝିଅ ଭାଙ୍ଗି ପଡ଼ିଥିଲେ। ଏହି କାରଣରୁ ବିଷପିଇ ଜୀବନ ହାରିବାକୁ ଚାହୁଁଥିଲେ। କୀଟନାଶକ ପିଇଲା ପରେ ମା’, ପୁଅ ଓ ଝିଅ ଗୁରୁତର ହୋଇଥିଲେ। ତେବେ ଡାକ୍ତରଖାନା ନେବା ସମୟରେ ଭାଇଭଉଣୀଙ୍କ ମୃତ୍ୟୁ…

ବେଲ୍ଟ ଓ ରୋଡ ପ୍ରକଳ୍ପରୁ ଓହରିବା ମୁଡ୍‌ରେ ଇଟାଲୀ, ଜି-୨୦ରେ ଚାଇନାକୁ ଜଣାଇଲା

ଚାଇନା ଦ୍ୱାରା ଚାଲିଥିବା ବେଲ୍ଟ ଓ ରୋଡ୍‌ ପ୍ରକଳ୍ପରୁ ଓହରି ଯିବା ଯୋଜନାରେ ଇଟାଲୀ। ଭାରତରେ ଅନୁଷ୍ଠିତ ହୋଇଥିବା ଜି-୨୦ ବୈଠକ ବେଳେ ଏକଥା ଚାଇନାର ପ୍ରଧାନମନ୍ତ୍ରୀ ଲି କିଆଙ୍ଗଙ୍କୁ ପରୋକ୍ଷରେ ଜଣାଇ ଦେଇଛନ୍ତି ତାଙ୍କ ଇଟାଲୀ ପ୍ରତିପକ୍ଷ ଜର୍ଜିଆ ମେଲୋନି। ଚାଇନାର…

୧୨ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କାଲିଠୁ ରାଜ୍ୟରେ ପୁଣି ବର୍ଷା ହେବ । ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଆସନ୍ତା ୧୨ ତାରିଖ ବେଳକୁ ଉତ୍ତର ପଶ୍ଚିମ ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି । ଏହାର ପ୍ରଭାବରେ…

ସରିଲା ଜି-20 ଶିଖର ସମ୍ମିଳନୀ, ନଭେମ୍ବରରେ ଭର୍ଚୁଆଲ ବୈଠକ ପାଇଁ ପରାମର୍ଶ ଦେଲେ ମୋଦି

ଜି-20 ଶିଖର ସମ୍ମିଳନୀର ଚଳିତ ସଂସ୍କରଣ ଶେଷ ହୋଇଛି। ଦୁଇ ଦିନ ଧରି ଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଉଦଯାପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଅଧ୍ୟକ୍ଷତା ଦାୟିତ୍ୱ ଦେଇ ସଭା ସାଙ୍ଗ କରି…

ଜି-୨୦ ରାତ୍ରୀ ଭୋଜନରେ ମୁଖ୍ୟମନ୍ତ୍ରୀ ଯୋଗ ନଦେବା ଉପରେ ପ୍ରଶ୍ନ ଉଠାଇଲା ବିଜେପି

ଭୁବନେଶ୍ୱର: ବିଜେଡିକୁ ବିଜେପିର ଟାର୍ଗେଟ। ଏଥର ଟାର୍ଗେଟ କରିଛି ଜି-୨୦ ଶିଖର ସମ୍ମିଳନୀକୁ ନେଇ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ କଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଜି-୨୦ ଶିଖର ସମ୍ମିଳନୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ…

ଚୀନ ମୁକାବିଲା ପାଇଁ ଲଦାଖରେ ଭାରତ ନିର୍ମାଣ କରିବ ବିଶ୍ୱର ସର୍ବୋଚ୍ଚ ସାମରିକ ଏୟାରଫିଲ୍ଡ

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀ ଶେଷ ହେବାର କିଛି ମିନିଟ୍ ପରେ ଚୀନକୁ ଏକ ବଡ଼ ବାର୍ତ୍ତା ଦେଇଛି ଭାରତ । ଲଦାଖର ନୟୋମାଠାରେ ଭାରତ ନିର୍ମାଣ କରିବ ବିଶ୍ୱର ସର୍ବୋଚ୍ଚ ସାମରିକ ଏୟାରଫିଲ୍ଡ । ସେପ୍ଟେମ୍ବର ୧୨, ୨୦୨୩ରେ ପ୍ରତିରକ୍ଷା…

କଟକରେ ଦିନ ଦ୍ୱିପ୍ରହରରେ ମହିଳାଙ୍କୁ ଛୁରା ମାଡ଼

କଟକ: କଟକରେ ଚାଞ୍ଚଲ୍ୟ। ଦିନ ଦ୍ୱିପ୍ରହରରେ ବିବାହିତା ମହିଳାଙ୍କୁ ଛୁରା ମାଡ଼। ମହିଳାଙ୍କ ନାଁ ସୁଚିତ୍ରା ଖଟୁଆ। ତେଲେଙ୍ଗା ବଜାର ଅଞ୍ଚଳରେ ମହିଳାଙ୍କ ଘର । ଦୁର୍ବୃତ୍ତ ଜଣକ ମୁଁହ ରେ ମାସ୍କ ପିନ୍ଧି ଥିବାରୁ ମହିଳା ଜଣକ ଦୁର୍ବୃତ୍ତଙ୍କୁ ଚିହ୍ନି…

ପରବର୍ତ୍ତୀ ଜି-୨୦ ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରିବ ବ୍ରାଜିଲ

ପରବର୍ତ୍ତୀ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା କରିବ ବ୍ରାଜିଲ। ଚଳିତ ସଂସ୍କରଣର ଅନ୍ତିମ ଦିନରେ ବ୍ରାଜିଲକୁ ଜି-୨୦ର ଅଧ୍ୟକ୍ଷତା ଭାର ସମର୍ପଣ କଲା ଭାରତ। ଆସନ୍ତା ବର୍ଷକୁ ବ୍ରାଜିଲରେ ଅନୁଷ୍ଠିତ ହେବ ଜି-୨୦ ଶିଖର ସମ୍ମିଳନୀ। ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଅଧ୍ୟକ୍ଷତା ଭାର ସମର୍ପଣ…