ଭିଜିଲାନ୍ସ ଜାଲରେ ଆସିଣ୍ଟାଣ୍ଟ୍‌ ସେକ୍ସନ ଅଫିସର

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଆସିଣ୍ଟାଣ୍ଟ୍‌ ସେକ୍ସନ ଅଫିସର(ଏଏସଓ) ସୌମ୍ୟରଞ୍ଜନ ଦାଶ। ୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଏଏସଓ ସୌମ୍ୟରଞ୍ଜନ ଦାଶ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଗୃହ ଋଣ ଅନୁମୋଦନ କରାଇଦେବାକୁ ଜଣେ ବ୍ୟକ୍ତିଙ୍କଠାରୁ ସେ…

ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ଦଳ, ନିର୍ବାଚନ ପ୍ରସ୍ତୁତି ନେଇ ହେବ ସମୀକ୍ଷା

ଭୁବନେଶ୍ବର: ଆଜି ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ଦଳ ପହଞ୍ଚିଛନ୍ତି। ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ପାଇଁ ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ଦଳ ପହଞ୍ଚିଛନ୍ତି। ନିର୍ବାଚନ ପ୍ରସ୍ତୁତି ନେଇ ଆସନ୍ତାକାଲି କେନ୍ଦ୍ର ନିର୍ବାଚନ ଆୟୋଗ ପ୍ରତିନିଧି…

ଲାଲୁ ଯାଦବଙ୍କ ବିରୋଧରେ ମାମଲା ଚଳାଇବାକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସିବିଆଇକୁ ଅନୁମତି

ଚାକିରି ପାଇଁ ଜମି ଦୁର୍ନୀତି (ଲ୍ୟାଣ୍ଡ୍‌ ଫର୍‌ ଜବ୍‌ ସ୍କାମ୍‌) ମାମଲାରେ ଲାଲୁ ଯାଦବଙ୍କ ବିରୋଧରେ କେସ୍‌ ଚଳାଇବାକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସିବିଆଇକୁ ଅନୁମତି ମିଳିଛି। ସିବିଆଇ ରାଉସ୍ ଆଭେନ୍ୟୁ କୋର୍ଟଙ୍କୁ ଏହି ସୂଚନା ଦେଇଛି। ତେବେ ଏହି ମାମଲାରେ…

ଭୁବନେଶ୍ୱରରେ ଡାକ୍ତରଙ୍କୁ ଅପହରଣ କରି ଟଙ୍କା ମାଗିବା ଘଟଣାରେ ୪ ଗିରଫ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ଚିକିତ୍ସା ନାଁରେ ଘରକୁ ଡାକି ଜଣେ ଡାକ୍ତରଙ୍କୁ ଅପହରଣ ଘଟଣାର ଫର୍ଦ୍ଦାଫାସ କରିଛି କମିଶନରେଟ ପୁଲିସ୍। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୁଲିସ। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ତମାଣ୍ଡୋ ଥାନା ଅନ୍ତର୍ଗତ ନରଗଡ଼ାର ନିଶିକାନ୍ତ…

ମଣିପୁରରେ ଥମୁନି ହିଂସା! କୁକି ସମ୍ପ୍ରଦାୟର ୩ ଜଣଙ୍କୁ ଗୁଳି କରି ହତ୍ୟା

ମଣିପୁରରେ ହିଂସା ଥମିବାର ନାଁ ଧରୁନାହିଁ। କାଙ୍ଗପୋପକି ଜିଲ୍ଲାରେ ମଙ୍ଗଳବାର ସକାଳେ ନିଷିଦ୍ଧ ଉଗ୍ରବାଦୀ ଗୋଷ୍ଠୀ କୁକି ଜନଜାତିର ୩ ଲୋକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ସୂଚନା ମୁତାବକ, ଆକ୍ରମଣକାରୀମାନେ ଏକ ଗାଡ଼ିରେ ଆସିଥିଲେ। ସେମାନେ ଇମ୍ଫାଲ ପଶ୍ଚିମ ଏବଂ ଜିଲ୍ଲାର…

ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଅସଲି ନା ନକଲି ସନ୍ଦେହ କଲେ ସୌମ୍ୟ

ଭୁବନେଶ୍ୱର: ବିଜେଡି ଉପସଭାପତି ପଦରୁ ବାହାରିବା ପରେ ମୁହଁ ଖୋଲିଲେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବିଧାୟକ । ଏହି ଦସ୍ତଖତ  ଅସଲି  ନା ନକଲି ବୋଲି ପ୍ରଶ୍ନ କରିଛନ୍ତି…

ଆଉ ଚାଲିବନି କି ଡିଜେଲ୍‌ ଗାଡ଼ି! ୧୦% GST ବୃଦ୍ଧି ପାଇଁ ପ୍ରସ୍ତାବ ଦେଲେ ନୀତିନ ଗଡକରୀ

ଦେଶରେ ଡିଜେଲ୍‌ ଗାଡ଼ି ଉପରେ ଲଗାମ୍‌ ଲାଗିବ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏହା କହିଛନ୍ତି। ବାୟୁ ପ୍ରଦୂଷଣକୁ କମ୍‌ କରିବା ଲକ୍ଷ୍ୟରେ ଦେଶରେ ଗଡ଼ୁଥିବା ଡିଜେଲ୍‌ ଗାଡ଼ିଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଇବାକୁ ଗଡକରୀ ଦାବି କରିଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରସ୍ତାବ…

ଫେରୁଛି ମୌସୁମୀ: ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଭାରି ବର୍ଷା ସମ୍ଭାବନା

ସ୍ଵାଭାବିକ ସ୍ଥିତି କୁ ଫେରୁଛି ମୌସୁମୀ ।ବର୍ତ୍ତମାନ ସକ୍ରିୟ ଘୂର୍ଣ୍ଣିବଳୟ ଟି ପୂର୍ବକେନ୍ଦ୍ରୀୟ ବୋଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ୩.୧ ରୁ ୭.୬ କିମି ମଧ୍ୟରେ ସକ୍ରିୟ ରହିଛି। ଏବଂ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ରେ ସୃଷ୍ଟି…

ନୂଆ ସଂସଦ ଭବନରେ ବଦଳିବ କର୍ମଚାରୀ ଏବଂ ମାର୍ଶଲଙ୍କ ୟୁନିଫର୍ମ

୧୯ ତାରିଖ ଗଣେଶ ପୂଜା ଅବସରରେ ନୂଆ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ । ନୂଆ ସଂସଦ ଭବନରେ ପ୍ରବେଶ ସହିତ କର୍ମଚାରୀ ଏବଂ ସୁରକ୍ଷା କର୍ମୀଙ୍କ ପୋଷାକ ମଧ୍ୟ ପରିବର୍ତ୍ତନ ହେବ । ଏହାଛଡା ଦୁଇ ସଦନର…

ପ୍ରସ୍ତୁତ ହେଲା ପ୍ରାଥମିକ ସ୍ତରୀୟ ମହାପ୍ରସାଦ ଦରତାଲିକା

ପୁରୀ: ଶ୍ରୀମନ୍ଦିରର ଆନନ୍ଦବଜାରରେ ଲାଗିବ ମହାପ୍ରସାଦ ଦର ତାଲିକା । ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ କ୍ରମେ ଆନନ୍ଦବଜାର ଶୃଙ୍ଖଳା କମିଟି ଓ ସୁଆର ମହାସୁଆର ନିଯୋଗର ମିଳିତ ଉଦ୍ୟମରେ କରାଯାଇଛି ପ୍ରାଥମିକ ସ୍ତରୀୟ ମହାପ୍ରସାଦ ଦରତାଲିକା । ମହାପ୍ରସାଦ ରନ୍ଧାଯିବା ପରେ…