ପାରାଦୀପ ବନ୍ଦର ଅଧୀକ୍ଷଣ ଯନ୍ତ୍ରୀ ପ୍ରମୋଦ ବିନ୍ଧାଣି ବହିଷ୍କୃତ

ପାରାଦୀପ: ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେଇ ଚାକିରି ପାଇଥିବା ଅଭିଯୋଗରେ ପାରାଦୀପ ବନ୍ଦର ଅଧୀକ୍ଷଣ ଯନ୍ତ୍ରୀ ପ୍ରମୋଦ କୁମାର ବିନ୍ଧାଣିଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ଷ୍ଟେଟ ଲେଭେଲ ସ୍କୃଟିନି କମିଟି ନିର୍ଦ୍ଦେଶରେ ତାଙ୍କୁ ବରଖାସ୍ତ କରିଛନ୍ତି ପାରାଦୀପ ବନ୍ଦର କର୍ତ୍ତୃପକ୍ଷ। ବିନ୍ଧାଣି ୧୯୯୧…

ଗୁରୁ ଦିବସରେ ‘ମାଲବୀୟ ମିଶନ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ପବିତ୍ର ଗୁରୁ ଦିବସ ଅବସରରେ ନୂଆଦିଲ୍ଲୀଠାରେ ‘ମାଲବୀୟ ମିଶନ’ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦେଶରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକ ଓ ପ୍ରାଧ୍ୟାପକଙ୍କ କାପାସିଟି ବିଲଡିଂ ବୃଦ୍ଧି ପାଇଁ…

ଅର୍ଦ୍ଧ ନିର୍ମିତ ପାଣି ଟାଙ୍କିରୁ ମୃତ ଦେହ ଉଦ୍ଧାର

ଭୁବନେଶ୍ବର: ନନ୍ଦନକାନନ ଥାନା ଅଧୀନସ୍ଥ ରଘୁନାଥପୁର ପଞ୍ଚାୟତର ଏକ ଅର୍ଦ୍ଧ ନିର୍ମିତ ପାଣି ଟାଙ୍କିରୁ ଏକ ମୃତ ଦେହକୁ ଉଦ୍ଧାର କରିଛି ପୋଲିସ। ମୃତକ ଜଣଙ୍କ କେଉଁଝର ଜିଲ୍ଲା ଘଷିପୁରା ଥାନା ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି। ମୃତକଙ୍କ ସମ୍ପର୍କୀୟଙ୍କ…

ଭାରତ ବନାମ ଇଣ୍ଡିଆ: ସାଂଘାତିକ ବାଣ ମାରିଲେ କେଜ୍ରିୱାଲ

ପାରମ୍ପରିକ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ ଭାରତ ଲେଖି ରାଷ୍ଟ୍ରପତି ଭବନରୁ ଜି-୨୦ ନିମନ୍ତ୍ରଣ ପତ୍ର ଆସିବା ପରେ ବିବାଦ ଦେଖାଯାଇଛି। ନିକଟରେ ୨୬ରୁ ଅଧିକ ବିରୋଧୀ ଦଳ ଏକାଠି ହୋଇ ଇଣ୍ଡିଆ ମେଣ୍ଟ ଗଠନ କରିଥିଲେ। ସେମାନେ…

ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା, ଶରତ ନାୟକଙ୍କୁ ଜାମିନ୍‌

କଟକ: କଟକ ଜିଲ୍ଲା ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ନିଲମ୍ବିତ ବିଜେଡି ନେତା ତଥା ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶରତ ନାୟକଙ୍କୁ ହାଇକୋର୍ଟରୁ ମିଳିଛି ଜାମିନ୍‌। ଏହି ମାମଲାକୁ ରଫାଦଫା କରିବା ନେଇ ଶରତ ନାୟକଙ୍କର ଏକ ଅଡିଓ ଭାଇରାଲ…

୫୦ ଲକ୍ଷ ଲାଞ୍ଚ ନେବା ଘଟଣାରେ GAILର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଗିରଫ

ସିବିଆଇ ଜାଲରେ ଗ୍ୟାସ ଆଥୋରିଟୀ ଅଫ ଇଣ୍ଡିଆ ଲିଃ(GAIL)ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ କେବି ସିଂହ। ୫୦ ଲକ୍ଷ ଟଙ୍କାର ଲାଞ୍ଚ ନେବା ଘଟଣାରେ ସିବିଆଇ ଆଜି ତାଙ୍କୁ ଗିରଫ କରିଛି। କେବି ସିଂହଙ୍କ ବ୍ୟତୀତ ଆଉ ୪ ଜଣଙ୍କୁ ମଧ୍ୟ ସିବିଆଇ…

ଆଇଓସିଏଲ ଗେଟ୍ ନିକଟରେ ବୋମା ଗୁଜବ, ସୁଟ୍‌କେସରେ ଅଛି ରେଡିଓଗ୍ରାଫି ଟେଷ୍ଟିଂ ସମାଗ୍ରୀ

ପାରାଦୀପ: ଆଇଓସିଏଲ୍ ଫାଟକ ଆଗରେ ଏକ ସୁଟ୍‌କେସରେ ବୋମା ଥିବା ନେଇ ସନ୍ଦେହ। ଆଜି ସକାଳୁ ଏହି ସୁଟ୍‌କେସକୁ କେହି ଜଣେ ଥୋଇ ଚାଲିଯାଇଥିବା ବେଳେ ଏଥିରେ ବୋମା ଥିବା ଗୁଜବ ଚାରିଆଡ଼େ ଖେଳିଯାଇଛି। ସ୍ଥାନୀୟ ଅଭୟଚାନ୍ଦପୁର ପୋଲିସ ଓ ସିଆଇଏସଏଫ ଏବଂ…

ଭାରତ ନାଁ ସପକ୍ଷରେ ସେହୱାଗ-ଅମିତାଭ ବଚ୍ଚନ!

ଦେଶର ନାଁ ଇଣ୍ଡିଆରୁ କେବଳ ଭାରତକୁ ପରିବର୍ତ୍ତନ ଚର୍ଚ୍ଚା ମଧ୍ୟରେ ନୂଆ ଟ୍ୱିଷ୍ଟ ଆସିଛି। ଗୋଟିଏ ପଟେ ଇଣ୍ଡିଆ ବନାମ ଭାରତ ନାଁକୁ ନେଇ ରାଜନୀତିକ ବାକଯୁଦ୍ଧ ଚାଲିଥିବା ବେଳେ ଏହା ମଧ୍ୟକୁ ଧସେଇ ପସିଛନ୍ତି ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ…

୩ ବିଜେଡି ବିଧାୟକଙ୍କୁ କଂଗ୍ରେସର ଜୋରଦାର ବିରୋଧ ଅଣ୍ଡା ମାଡ

ଭବାନୀପାଟଣା: ବିଜେଡି ବିଧାୟକଙ୍କୁ ଜୋରଦାର ବିରୋଧ  ।  ଗାଡିକୁ   ଅଣ୍ଡାମାଡ ସହ କଳା ପତାକା ଦେଖାଇଲେ କଂଗ୍ରେସ କର୍ମୀ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ମଙ୍ଗଳବାର କଳାହାଣ୍ଡି ଜିଲ୍ଲାରେ । ନର୍ଲାରେ ବିଧାୟକ ଦିବ୍ୟଶଙ୍କର ମିଶ୍ର ଗୁରୁଦିବସ କାର୍ଯ୍ୟକ୍ରମକୁ ଅତିଥି…

ପରକୀୟା ପ୍ରୀତି ସନ୍ଦେହରେ ସ୍ୱାମୀଙ୍କୁ ଲଣ୍ଡା କରି ରାସ୍ତାରେ ଚଲାଇଲେ ସ୍ତ୍ରୀ

ଅର୍ଦ୍ଧ ମୁଣ୍ଡନ କରି ସ୍ୱାମୀକୁ ରାସ୍ତାରେ ଚଲାଇଲେ ସ୍ତ୍ରୀ। ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କରେ ଥିବା ଜାଣି ଏପରି ପଦକ୍ଷେପ ନେଇଛନ୍ତି ଜଣେ ମହିଳା। ସମ୍ପୃକ୍ତ ମହିଳାଙ୍କ ସହ ସ୍ୱାମୀଙ୍କୁ ଗୋଟିଏ ଘରେ ଦେଖିବା ପରେ ଏପରି ଦଣ୍ଡ ଦେଇଛନ୍ତି…